ଆରମ୍ଭ ହେବ କି ଅପରେସନ ସିନ୍ଦୂର 2.0 ! ଭାରତୀୟ ଯୁଦ୍ଧପୋତକୁ ଧକ୍କା ଦେଇ ବିନାଶକୁ ଡାକିଲା ପାକ୍ ନୌସେନା
ନୂଆଦିଲ୍ଲୀ : ଉତ୍ତର ଆରବ ସାଗରରେ ମଙ୍ଗଳବାର ସନ୍ଧ୍ୟାରେ ଘଟିଛି ଏକ ଗୁରୁତର ଘଟଣା । ଆରବ ସାଗରରେ ଭାରତ ଓ ପାକିସ୍ତାନ ନୌସେନା ମଧ୍ୟରେ ହୋଇଥିଲା ବଡ଼ ଟକ୍କର । ପାକିସ୍ତାନ ନୌସେନାର ଏକ ଜାହାଜ ଭାରତୀୟ ନୌସେନାର ଏକ…
ସ୍କୁଲ୍ ବ୍ୟାଗ୍ରୁ ୩୮ କିଲୋ ଗଞ୍ଜେଇ ଜବତ, ୩ ନାବାଳକଙ୍କ ସମେତ ୫ ଗିରଫ
ବୈଶାଳୀ: ବିହାରର ହାଜିପୁରରେ ସ୍କୁଲ୍ ଛାତ୍ରମାନଙ୍କ ବ୍ୟାଗ୍ରୁ ୩୮ କିଲୋଗ୍ରାମ୍ ଗଞ୍ଜେଇ ଜବତ ହୋଇଛି। ଏହି ଘଟଣାରେ ୩ ଜଣ ନାବାଳକଙ୍କ ସମେତ ୫ ଜଣ ଗିରଫ ହୋଇଛନ୍ତି। ଛାତ୍ରମାନଙ୍କ ସ୍କୁଲ୍ ବ୍ୟାଗ୍ରେ ଏହି ଗଞ୍ଜେଇ ଚୋରାଚାଲାଣ କରାଯାଉଥିଲା। ବୈଶାଳୀ ବରିଷ୍ଠ…
ଯାତ୍ରୀଙ୍କ ପାଇଁ ଜରୁରୀ ସୂଚନା: ୩ ଦିନ ପାଇଁ ରାସ୍ତା ମଝିରୁ ଫେରିବ ଏକାଧିକ ମେମୁ ଟ୍ରେନ୍
ଭୁବନେଶ୍ୱର: ଟ୍ରେନ୍ ଯାତ୍ରୀଙ୍କ ପାଇଁ ଏକ ଜରୁରୀ ଖବର। ଯଦି ଆପଣ ଆଗାମୀ ଦିନରେ ମେମୁ ଟ୍ରେନ୍ ଯୋଗେ ଯାତ୍ରା କରିବାକୁ ଯୋଜନା କରୁଛନ୍ତି, ତେବେ ଘରୁ ବାହାରିବା ପୂର୍ବରୁ ରେଳ ବିଭାଗର ନୂଆ ସୂଚନା ଉପରେ ନଜର ପକାଇ ନିଅନ୍ତୁ।…
ଓରାକଲ୍ରେ ପୁଣି ଛଟେଇ; ଏଆଇ ପାଇଁ ବଢ଼ୁଥିବା ଖର୍ଚ୍ଚ ମଧ୍ୟରେ କର୍ମଚାରୀଙ୍କୁ ବିଦା
ନୂଆଦିଲ୍ଲୀ: ଆମେରିକୀୟ ପ୍ରଯୁକ୍ତି କମ୍ପାନି ଓରାକଲ୍ରେ ପୁଣି ବଡ଼ ଧରଣର କର୍ମଚାରୀ ଛଟେଇ ଆରମ୍ଭ ହୋଇଛି। ସୋମବାର ସକାଳ ପ୍ରାୟ ୬ଟାରେ କିଛି କର୍ମଚାରୀଙ୍କୁ ଏକ ଇ-ମେଲ୍ ମିଳିଥିଲା। ଇ-ମେଲ୍ରେ ସେମାନଙ୍କୁ କୁହାଯାଇଥିଲା, ‘ଆଜି ଆପଣଙ୍କ ଶେଷ କାର୍ଯ୍ୟଦିବସ।’ ଏହା ପୂର୍ବରୁ…
ବ୍ରିଟେନ୍ରୁ ଅଲଗା ହେବ ସ୍କଟଲାଣ୍ଡ, ଉତ୍ତର ଆୟର୍ଲାଣ୍ଡ ଓ ୱେଲ୍ସର: ଐତିହାସିକ ଚୁକ୍ତି ସ୍ବାକ୍ଷରିତ
ଲଣ୍ଡନ: ବ୍ରିଟେନରୁ ଅଲଗା ହୋଇ ସ୍ୱାଧୀନ ରାଷ୍ଟ୍ର ଗଠନ ଦିଗରେ, ସ୍କଟଲାଣ୍ଡ ଉତ୍ତର ଆୟର୍ଲାଣ୍ଡ ଓ ୱେଲ୍ସ ଏକାଠି ହୋଇଛନ୍ତି। ତିନି ଅଞ୍ଚଳର ବିଧାନସଭାର ନିର୍ବାଚିତ ପ୍ରତିନିଧିମାନେ ସୋମବାର ୱେଲ୍ସର କାର୍ଡିଫ୍ଠାରେ ଏକ ଶିଖର ବୈଠକରେ ଐତିହାସିକ ବୁଝାମଣାପତ୍ର (ଏମ୍ଓୟୁ)ରେ ସ୍ୱାକ୍ଷର…
ବିହାରରେ ବନ୍ୟା ସ୍ଥିତି ଗମ୍ଭୀର, ୫୦ ଲକ୍ଷ ଲୋକ ପ୍ରଭାବିତ
ପାଟନା: ବିହାରରେ ବନ୍ୟା ସ୍ଥିତି ଗମ୍ଭୀର ରହିଛି। ରାଜ୍ୟର ୧୫ ଜିଲ୍ଲାରେ ପ୍ରାୟ ୪୯.୭୨ ଲକ୍ଷ ଲୋକ ବନ୍ୟା ପ୍ରଭାବିତ ହୋଇଛନ୍ତି। ଅନେକ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ରହିଛି। ବନ୍ୟା ପ୍ରଭାବିତ ପରିବାରଙ୍କୁ ତତ୍କାଳ ସହାୟତା ଦେବାକୁ ରାଜ୍ୟ…
ମୁଣ୍ଡ ନୁଆଁଇଲା ମେଟା, ଶିଶୁ ସୁରକ୍ଷା ମାମଲାରେ ଭାରତକୁ ସିଧା ରିପୋର୍ଟ ଦେବ
ନୂଆଦିଲ୍ଲୀ: ଅନ୍ଲାଇନ୍ରେ ଶିଶୁଙ୍କ ସୁରକ୍ଷାକୁ ନେଇ କେନ୍ଦ୍ର ସରକାର ସୋସିଆଲ ମିଡିଆ କମ୍ପାନିଗୁଡ଼ିକ ଉପରେ ସର୍ତ୍ତକତା ବଢ଼ାଇଥିବା ବେଳେ ମେଟା ଏବେ ଭାରତୀୟ କର୍ତ୍ତୃପକ୍ଷଙ୍କୁ ଏ ସମ୍ପର୍କିତ ମାମଲାର ସୂଚନା ସିଧାସଳଖ ଦେବାକୁ ରାଜି ହୋଇଛି। ମେଟାର ଫେସ୍ବୁକ୍, ଇନ୍ଷ୍ଟାଗ୍ରାମ୍ ଓ…
କର୍ଣ୍ଣାଟକରେ ଫ୍ରିଜ୍ ବିସ୍ଫୋରଣ, ଚାଲିଗଲା ୪ ଜୀବନ, ଅଳ୍ପକେ ବର୍ତ୍ତିଲେ ୨ଜଣ
କର୍ଣ୍ଣାଟକ : ଫ୍ରିଜ୍ ବିସ୍ଫୋରଣରେ ପରିବାରର ୪ ମୃତ । ନିଆଁରୁ ବଞ୍ଚିଗଲେ ୨ଜଣ । ଶରୀରର ୬୦% ଅର୍ଦ୍ଧଦଗ୍ଧ ହୋଇ ଅବସ୍ଥା ଗୁରୁତର ରହିଛି । କର୍ଣ୍ଣାଟକ ବେଲଗାଭି ସେଣ୍ଟ୍ରାଲ୍ ବସଷ୍ଟାଣ୍ଡ ନିକଟ ଚାଭାଟ ଗଲିରେ ଏହି ଅଘଟଣ ଘଟିଛି…
ୟୁପିଆଇ ଚାର୍ଜକୁ ନେଇ ଦୂର ହେଲା ସବୁ ଦ୍ୱନ୍ଦ୍ୱ: ଛୋଟ ବ୍ୟବସାୟୀ ଓ ଗ୍ରାହକଙ୍କ ଉପରେ ପଡ଼ିବନି ବୋଝ
ନୂଆଦିଲ୍ଲୀ: ୟୁପିଆଇ ୟୁଜରଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର ଆସିଛି । ଗତ କିଛି ଦିନ ଧରି ୟୁପିଆଇ ପେମେଣ୍ଟ ଉପରେ ଚାର୍ଜ ଲାଗିବା ନେଇ ସାଧାରଣ ଲୋକଙ୍କ ମନରେ ଥିବା ଦ୍ୱନ୍ଦ୍ୱକୁ କେନ୍ଦ୍ର ସରକାର ଶେଷରେ ଦୂର କରିଛନ୍ତି…
କଲବଲ କଲାଣି ମହଙ୍ଗା ମାଡ଼, ୪.୮୨% ଛୁଇଁଲା ଖୁଚୁରା ମୁଦ୍ରାସ୍ଫୀତି
ନୂଆଦିଲ୍ଲୀ: କଲବଲ କଲାଣି ମହଙ୍ଗା ମାଡ଼ । ପାର୍ବଣ ସମୟରେ ଦର ବୃଦ୍ଧି । ଦେଶରେ ବଢ଼ିଛି ଖୁଚୁରା ମୁଦ୍ରାସ୍ଫୀତି । ତେଲ ଦର ବଢ଼ାଇଲା ଚିନ୍ତା । ସୁଧ ହାର ବୃଦ୍ଧି ନେଇ ବଢ଼ିଲା ଆଶଙ୍କା । ଅଗଷ୍ଟରେ ୪.୮୨%…