ଗ୍ୟାସ୍ ସିଲିଣ୍ଡର ଫାଟି ୪ଜଣ ଗୁରୁତ, ମେଡିକାଲରେ ଭର୍ତ୍ତି

ରାଉରକେଲା: ଗ୍ୟାସ୍ ସିଲିଣ୍ଡର ଫାଟି ୪ଜଣ ଗୁରୁତର ହୋଇଛନ୍ତି । ରାଉରକେଲା ରେଳବାଇ କଲୋନୀ ଛୋଟା ପାର୍କ ନିକଟରେ ଘଟିଛି ଏଭଳି ଅଘଟଣ । ୪ଗୁରୁତରଙ୍କୁ IGH ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ଦମକଳ ବାହିନୀ ଓ ପୋଲିସ ପହଞ୍ଚି ଗୁରୁତରଙ୍କୁ…

ବିଜୁ ଏକ୍ସପ୍ରେସ ୱେ କେବଳ ଏକ ରାସ୍ତା ନୁହେଁ, ଏ ହେଉଛି ଜୀବନରେଖା : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାର ବିକାଶ କାହାଣୀରେ ଯୋଡ଼ି ହୋଇଛି ଆଉ ଏକ ଐତିହାସିକ ଅଧ୍ୟାୟ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପଶ୍ଚିମ ଓଡ଼ିଶାର ୩ଟି ଜିଲ୍ଲା ଗସ୍ତ ଅବସରରେ ବିଜୁ ଏକ୍ସପ୍ରେସ ୱେକୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଏହି ଅବସରରେ…

କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ପ୍ରତିକ୍ରିୟା ରଖିଲେ ଦୀପାଳି, କହିଛନ୍ତି ପରିବାରକୁ ନିଶ୍ଚିତ ନ୍ୟାୟ ମିଳିବ

ଝାରସୁଗୁଡା: ନବ ଦାସଙ୍କ ହତ୍ୟା ପରେ ଖାଲି ପଡ଼ିଛି ଝାରସୁଗୁଡ଼ା ବିଧାନସଭା ଆସନ । ଖୁବଶୀଘ୍ର ସେଠାରେ ଉପନିର୍ବାଚନ ହେବ । ଏହାକୁ ନେଇ ଉଷ୍ଣ ହେଲାଣି ଝାରସୁଗୁଡ଼ା ରାଜନୈତିକ ପାଣିପାଗ । ଉପନିର୍ବାଚନରେ ବିଜେଡି ନବ ଦାସଙ୍କ ଝିଅ ଦୀପାଳିଙ୍କୁ…

ଶାଢ଼ିରେ ଲାଗିଲା ଦୀପ ନିଆଁ, ଭକ୍ତ ଗୁରୁତର

ପୁରୀ: ଶ୍ରୀମନ୍ଦିରରେ ଅଘଟଣ। ଶ୍ରୀମନ୍ଦିର ଭିତରେ ଦୀପରୁ ନିଆଁ ଲାଗି ମହିଳା ଭକ୍ତ ଗୁରୁତର। ଗୁରୁତର ମହିଳା ଭୁବନେଶ୍ବର ପଟିଆ ଅଞ୍ଚଳର ୬୫ ବର୍ଷୀୟା ବୃଦ୍ଧା ଅରୁଣା ମିଶ୍ର। ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ଶାଢ଼ୀ ତଳ ପଟୁ…

ପଶ୍ଚିମ ଓଡ଼ିଶାର ୩ ଜିଲ୍ଲାରେ ୩୦୮୧ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର : ଆଜି ମହାନ ଜନନାୟକ ବିଜୁ ପଟ୍ଟନାୟକ ଜୟନ୍ତୀ | ସାରା ରାଜ୍ୟ ଓଡିଶାର ଏହି ମହାନ ସନ୍ତାନଙ୍କ ଜୟନ୍ତୀକୁ ଶ୍ରଦ୍ଧାର ସହ ପାଳନ କରୁଛି | ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ବରଗଡ, କଳାହାଣ୍ଡି…

୨୫ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କଲା ଇଓଡବ୍ଲୁ

ଭୁବନେଶ୍ୱର : EOW ପଞ୍ଝାରେ ଦୁଇ ଜଣ ଜମି ଦଲାଲ । ୨୫ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କଲା ଅର୍ଥନୈତିକ ଅପରାଧ ଶାଖା। ଜଗତସିଂହପୁରର ସବିତା ଦାସ ଓ ଆଠଗଡର ଆଦିତ୍ୟ ସାହୁଙ୍କୁ ଗିରଫ କରିଛି…

ହୋଲି ପାଇଁ ୧୪୪ ଧାରା ଜାରି

ଜୟପୁର : ହୋଲି ଖେଳକୁ ନେଇ ଲାଗୁ ହେଲା କଟକଣା। ପ୍ରଶାସନ ଜାରି କଲେ ୧୪୪ ଧାରା। ରାଜସ୍ଥାନର ବାଡମୋରାରେ ହୋଲିକୁ ନେଇ ନିଆଯାଇଥିବା ଏଭଳି ଏକ ନିଷ୍ପତ୍ତିକୁ ନେଇ ବିବାଦ ଘନେଇବାରେ ଲାଗିଛି। ଜିଲ୍ଲା ପ୍ରଶାସନ ଏଠାରେ ୧୪୪ ଧାରା…

ମାର୍ଚ୍ଚ ୧୨ରେ କର୍ଣ୍ଣାଟକ ଯିବେ ପ୍ରଧାନମନ୍ତ୍ରୀ, ଆଗକୁ ନିର୍ବାଚନ

ବେଙ୍ଗାଲୁରୁ : ଆଗକୁ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ରହିଛି। ପ୍ରଚାର ପାଇଁ ସବୁ ଦଳ ତତ୍ପର ହେଉଥିବା ବେଳେ ଆସନ୍ତା ମାର୍ଚ୍ଚ ୧୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ଣ୍ଣାଟକର ମାଣ୍ଡିଆ ଏବଂ ହୁବୁଲି-ଧରୱାଡ ଜିଲ୍ଲା ଗସ୍ତରେ ଯିବେ। କେନ୍ଦ୍ର ସଂସଦୀୟ ବ୍ୟାପାର…

ବଢ଼ିଲା କଙ୍ଗନାଙ୍କ ଅଡୁଆ! ଜାବେଦଙ୍କୁ ମିଳିଲା ମଞ୍ଜୁରୀ

ମୁମ୍ବାଇ : ବଲିଉଡର ପଙ୍ଗା କୁଇନ୍ କଙ୍ଗନା ରଣାୱତ। ସେ ସର୍ବଦା ନିଜ ରୋକଠୋକ ମନ୍ତବ୍ୟ ପାଇଁ ବେଶ୍ ଜଣାଶୁଣା। ସେ ଅଧିକାଂଶ ପ୍ରସଙ୍ଗରେ ନିଜ ମତ ରଖନ୍ତି। କିନ୍ତୁ ବେଳେ ବେଳେ ଏହା ତାଙ୍କ ଉପରେ ଭାରି ପଡିଯାଏ। ଏହାକୁ…

ଦେଶର ଗଣତନ୍ତ୍ର ଢାଞ୍ଚା ପ୍ରତି ନିଷ୍ଠୁର ଆକ୍ରମଣ କରାଯାଉଛି: ରାହୁଲ ଗାନ୍ଧି

ନୂଆଦିଲ୍ଲୀ : ଭାରତର ଗଣତନ୍ତ୍ରର ଢାଞ୍ଚା ଗୁଡ଼ିକ ଅତି ନିଷ୍ଠୁର ଆକ୍ରମଣରେ ଶିକାର ହେଉଛି। ଆଉ ବିରୋଧୀମାନେ ଗଣତନ୍ତ୍ର ସଂସ୍ଥା ଗୁଡ଼ିକର ସୁରକ୍ଷା ପାଇଁ ଉଦ୍ୟମ କରୁଛନ୍ତି। ବ୍ରିଟେନରେ ଏକ ଅଧିବେଶନରେ ଭାରତୀୟ ସାମ୍ବାଦିକ ସଙ୍ଘକୁ ଏହା କହିଛନ୍ତି କଂଗ୍ରେସ ନେତା…