ସୁପ୍ରିମ ରାୟ : SIR ସଂପୂର୍ଣ୍ଣ ବୈଧ, ଭୋଟର ତାଲିକା ସଂଶୋଧନ କ୍ଷମତା ନିର୍ବାଚନ କମିଶନଙ୍କ ରହିଛି:
ନୂଆଦିଲ୍ଲୀ : ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ଭୋଟର ତାଲିକା ସଂଶୋଧନ (SIR) ବୈଧ । ନିର୍ବାଚନ କମିଶନଙ୍କ ସ୍ପେଶାଲ୍ ଭୋଟର ଯାଞ୍ଚକୁ କୋର୍ଟଙ୍କ ମଞ୍ଜୁରୀ । ସୁପ୍ରିମକୋର୍ଟ ବଡ଼ ନିଷ୍ପତ୍ତି ଶୁଣାଇ ନିର୍ବାଚନ କମିଶନଙ୍କ ସ୍ପେଶାଲ୍ ଇଣ୍ଟେନସିଭ୍ ରିଭିଜନ୍ (SIR)…
ମନି ଲଣ୍ଡରିଂ ମାମଲା: କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କ ଘରେ ଇଡ଼ି ରେଡ୍
ଥିରୁଅନନ୍ତପୁରମ : କୋଚିନ୍ ମିନେରାଲ୍ସ ଆଣ୍ଡ ରୁଟାଇଲ ଲିମିଟେଡ ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଇଡ଼ିର ବଡ଼ କାର୍ଯ୍ୟାନୁଷ୍ଠାନ । ଇଡ଼ି କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସିପିଆଇ(ଏମ) ର ବରିଷ୍ଠ ନେତା ପିନାରାୟୀ ବିଜୟନଙ୍କ ବାସଭବନରେ ରେଡ୍ କରିଛି…
ହରିୟାଣାର ଜିନ୍ଦ-ସୋନିପତ ସେକ୍ସନରେ ଶୀଘ୍ର ଚାଲିବ ଦେଶର ପ୍ରଥମ ହାଇଡ୍ରୋଜେନ ଟ୍ରେନ୍
ନୂଆଦିଲ୍ଲୀ: ସ୍ବଦେଶୀ ଜ୍ଞାନକୌଶଳରେ ବିକାଶ କରାଯାଇଥିବା ଦେଶର ପ୍ରଥମ ହାଇଡ୍ରୋଜେନ ଟ୍ରେନ୍ ଖୁବ୍ଶୀଘ୍ର ହରିୟାଣାର ଜିନ୍ଦ-ସୋନିପତ ସେକ୍ସନରେ ଚାଲିବ। ଏହି ଟ୍ରେନରେ ୧୦ଟି ଡବା ଓ ୧୨୦୦ କିଲୋୱାଟ୍ର ଇଞ୍ଜିନ ରହିଛି। ଏହା ଘଣ୍ଟା ପ୍ରତି ୭୫ କିମି ବେଗରେ ଗତି…
ହୀରାକୁଦ ବନ୍ଧରୁ ବନ୍ୟାଜଳ ନିଷ୍କାସନ ନେଇ ସତର୍କ କରାଇଲେ ଅତିରିକ୍ତ ହୀରାକୁଦ ମୁଖ୍ୟ ଯନ୍ତ୍ରୀ
ସମ୍ବଲପୁର:ବର୍ଷା ଋତୁରେ ହୀରାକୁଦ ଜଳଭଣ୍ତାରେ ଜଳରାଶି ବୃଦ୍ଧି ପାଇଥାଏ ଏହାକୁ ଆଖି ଆଗରେ ରଖି ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ ସତର୍କତା ଜାରି କରିଛନ୍ତି। ସେ କହିଛନ୍ତି ଚଳିତ ବର୍ଷା ଋତୁରେ ଯେକୌଣସି ସମୟରେ ବନ୍ୟାଜଳ ନିଷ୍କାସନ କରାଯାଇପାରେ।ଏହାକୁ ନଜରରେ ରଖି ମହାନଦୀ…
୨୦୨୭ ଏସିଆନ୍ ଇନଡୋର୍ ଆଥଲେଟିକ୍ସ ଚାମ୍ପିଅନସିପ୍ ଆୟୋଜନ କରିବ ଓଡ଼ିଶା
ଭୁବନେଶ୍ଵର:ଏସିଆନ୍ ଇନଡୋର୍ ଆଥଲେଟିକ୍ସ ଚାମ୍ପିଅନସିପ୍ ୨୦୨୭’ର ଆୟୋଜନ କରିବ ଓଡ଼ିଶା। ବିଶ୍ୱ କ୍ରୀଡ଼ା ଜଗତରେ ଓଡ଼ିଶାର ସୁନାମ ପୁଣି ଥରେ ଶୀର୍ଷକୁ ଛୁଇଁଛି।ଆସନ୍ତା ୨୦୨୭ ଏସିଆନ୍ ଇନଡୋର୍ ଆଥଲେଟିକ୍ସ ଚାମ୍ପିଅନସିପ୍ ଆୟୋଜନ କରିବାର ବଡ଼ ସୁଯୋଗ ଓଡ଼ିଶାକୁ ମିଳିଛି । ହଂକଂଠାରେ…
ପିକଅପ ଓଲଟି ୨ ମୃତ; ୨ ଗୁରୁତର
ରାଜନଗର : ମିକ୍ସଚର ମେସିନ ସହ ପିକଅପ ଓଲଟି ୨ ମୃତ, ୨ ଗୁରୁତର। ରାଜନଗର ବ୍ଲକ ଡେରା ପଞ୍ଚାୟତ ଗୋଖଣି ଗ୍ରାମରୁ ଛାତ ପକାଇ ସାରିବା ପରେ ଶ୍ରମିକ ମାନେ ମିକ୍ସର ମେସିନ ସହ ପିକଅପରେ ଜରିମୂଳ ଯାଉଥିଲେ। ମୁଗକଣି…
ମୌସୁମୀ ଓ ଏଲନିନୋ ମୁକାବିଲା ପାଇଁ ପ୍ରସ୍ତୁତ ରଣନୀତି ଉପରେ ଆଲୋଚନା
ଭୁବନେଶ୍ୱର : ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଚଳିତ ବର୍ଷ ରାଜ୍ୟରେ ସ୍ଵାଭାବିକଠାରୁ କମ୍ ବର୍ଷା ଏବଂ ଏଲନିନୋ ପ୍ରଭାବ ନେଇ କରାଯାଇଥିବା ଆକଳନକୁ ଦୃଷ୍ଟିରେ ରଖି ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆଜି ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଡାକିଥିଲେ।…
ଠପ୍ ହୋଇପାରେ ଯାତ୍ରୀବାହୀ ବସ ସେବା: ରାଜ୍ୟ ଘରୋଇ ବସ ମାଲିକ ସଂଘର ଧର୍ମଘଟ ଚେତାବନୀ
କଟକ: ଆଗକୁ ବନ୍ଦ୍ ହୋଇପାରେ ଅଖ ଚକ । ଠପ୍ ହୋଇ ପାରେ ଯାତ୍ରୀବାହୀ ବସ ସେବା । ଧର୍ମଘଟକୁ ଓହ୍ଲାଇ ପାରେ ରାଜ୍ୟ ଘରୋଇ ବସ ମାଲିକ ସଂଘ । ଏଭଳି ଚେତାବନୀ ଦେଇଛି ରାଜ୍ୟ ଘରୋଇ ବସ୍ ମାଲିକ…
୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ACSOଙ୍କୁ ମାଡ଼ି ବସିଲା ଭିଜିଲାନ୍ସ
ଭୁବନେଶ୍ବର: ୧୫ ହଜାର ଟଙ୍କା ଲାଞ୍ଚ ନେଇ ACSO ଧରାପଡ଼ିଲେ । ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଟ ସିଭିଲ ସପ୍ଲାଏ ଅଫିସର । କେନ୍ଦୁଝର ଚମ୍ପୁଆ ACSO ଧୁମାରାମ ମୁର୍ମୁଙ୍କୁ ଧରିଲା ଭିଜିଲାନ୍ସ । ଧାନ କିଣା ପାଇଁ ମାଗୁଥିଲେ ଲାଞ୍ଚ ।…
କୋଟି କୋଟି ଟଙ୍କାର ଗୋଲ୍ଡ ଲୋନ ଠକେଇ, SBIର ଦୁଇ ଅଧିକାରୀଙ୍କୁ ବାନ୍ଧିଲା EOW
ଭୁବନେଶ୍ୱର : ନକଲି ସୁନା ଗହଣା ବନ୍ଧକ ରଖି କୋଟି କୋଟି ଟଙ୍କାର ଗୋଲ୍ଡ ଲୋନ ଠକେଇ। EOW ଜାଲରେ SBIର ଦୁଇ ବ୍ୟାଙ୍କ ଅଧିକାରୀ। ଚନ୍ଦନ କୁମାର ମହଲା ଓ ଦେବେନ୍ଦ୍ର ନିରଞ୍ଜନ ସାହୁଙ୍କୁ ଗିରଫ କଲା EOW। ୧୦୫ଟି…