ବଂଶଧାରାରେ ବଢୁଛି ଜଳସ୍ତର, ଧାନ, ପନିପରିବା ଓ ମକା ଚାଷ ଉଜୁଡ଼ିବା ଆଶଙ୍କା

ଗୁଡ଼ାରୀ : ଲଗାଣ ବର୍ଷା ଯୋଗୁଁଁ ଗୁଡ଼ାରୀ ଅଞ୍ଚଳ ଦେଇ ପ୍ରବାହିତ ବଂଶଧାରା ନଦୀର ଜଳସ୍ରୋତ ବଢ଼ିବାରେ ଲାଗିଛି। ଗୁରୁବାର ରାତିଠାରୁ ଜଳସ୍ତର କ୍ରମାଗତ ଭାବେ ବଢୁଥିବାରୁ ନଦୀକୂଳିଆ ଅଞ୍ଚଳବାସୀଙ୍କ ସମେତ ଚାଷୀଙ୍କ ଚିନ୍ତା ବଢ଼ିଛି। ଉପରମୁଣ୍ଡରେ ବର୍ଷା ଲାଗି ରହିଲେ…

ସୁରକ୍ଷା ପାଇଁ ସାର୍ବଜନୀନ ହେବନି ରତ୍ନଭଣ୍ଡାର ଗଣତି ରିପୋର୍ଟ : ଆଇନ ମନ୍ତ୍ରୀ

ପୁରୀ: ସାର୍ବଜନୀନ ହେବନି ରତ୍ନଭଣ୍ଡାର ଗଣତି ମଣତି ରିପୋର୍ଟ । ରତ୍ନଭଣ୍ଡାର ଗଣତି ମଣତି ତାଲିକା ଏକ ଗୁପ୍ତ ସେବା, ଏହା କୌଣସି ରିଲ୍ସ ନୁହେଁ । ସଂପୂର୍ଣ୍ଣ ସ୍ୱଚ୍ଛତାର ସହ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି କରାଯାଉଛି । ମହାପ୍ରଭୁଙ୍କ…

ଓରାଙ୍ଗଓଟାନ ଉଦ୍ଧାର ଘଟଣା : ଦୀଘାରୁ ୩ ଜଣଙ୍କୁ ଉଠାଇ ନେଲା ଏସଟିଏଫ ଟିମ୍

ଜଳେଶ୍ବର : ଭୋଗରାଇରୁ ଓରାଙ୍ଗ ଓଟାନ ଉଦ୍ଧାର ଘଟଣାରେ ପଶ୍ଚିମବଙ୍ଗ ଦୀଘାର ଏକ ଘରୋଇ ହୋଟେଲ ରୁ ୩ ଜଣଙ୍କୁ ଉଠାଇ ନେଲା ଏସଟିଏଫ ଟିମ୍ । ହୋଟେଲ ମାଲିକ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି । ହୋଟେଲ ମାଲିକଙ୍କ ଘର…

‘ଆମ ସାଥୀ’ ହ୍ୱାଟ୍ସଆପ୍ ବଟ୍‌ ଶୁଭାରମ୍ଭ; ଘରେ ବସି ମିଳିବ ୧୪ଟି ପୋଲିସ ସେବା

ଭୁବନେଶ୍ବର:ପୋଲିସ ତରଫରୁ ପ୍ରଦାନ କରାଯାଉଥିବା ବିଭିନ୍ନ ଜରୁରୀ ସେବା ପ୍ରାପ୍ତି ନିମନ୍ତେ ଆଉ ପୋଲିସ ଥାନା କିମ୍ବା ସମ୍ପୃକ୍ତ କାର୍ଯ୍ୟାଳୟକୁ ଯିବାର ଆବଶ୍ୟକତା ପଡିବ ନାହିଁ । ପୋଲିସ ସେବା ବ୍ୟବସ୍ଥାକୁ ଅଧିକ ସରଳ, ଦ୍ରୁତ, ସ୍ୱଚ୍ଛ, ନାଗରିକ-କେନ୍ଦ୍ରିକ ଓ ତ୍ଵରିତ…

୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନ ପ୍ରସ୍ତୁତି: ଅକ୍ଟୋବର ୨୬ରୁ ଘରକୁ ଘର ବୁଲି ଭୋଟର ତାଲିକା ଯାଞ୍ଚ

ଭୁବନେଶ୍ୱର: ଆଗାମୀ ୨୦୨୭ ମସିହାରେ ଅନୁଷ୍ଠିତ ହେବାକୁ ଥିବା ପଞ୍ଚାୟତ ଏବଂ ମ୍ୟୁନିସିପାଲିଟି ନିର୍ବାଚନ ପାଇଁ ରାଜ୍ୟରେ ଏବେଠାରୁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଛି । ସ୍ଥାନୀୟ ସ୍ୱାୟତ୍ତ ଶାସନ ନିର୍ବାଚନକୁ ସ୍ୱଚ୍ଛ, ଅବାଧ ଏବଂ ସୁରୁଖୁରୁରେ ସମ୍ପନ୍ନ କରିବା ଲକ୍ଷ୍ୟରେ…

ଭିଜିଲାନ୍ସ ଜାଲରେ ST/SC ବିଭାଗର ୨ ଅଡିଟର, ଚଢ଼ାଉ ବେଳେ ପୁଳାପୁଳା ନଗଦ ଜବତ

ବାରିପଦା: ଭିଜିଲାନ୍ସ ଜାଲରେ ୨ ଅଡିଟ ଅଫିସର । ବାରିପଦା ସହରରୁ ଦୁଇ ଅଡିଟ୍ ଅଫିସରଙ୍କୁ ଧରିଲା ଭିଜିଲାନ୍ସ । ଗାଡିରୁ ୫ ଲକ୍ଷ ୮୦ ହଜାର ଟଙ୍କା ଜବତ । ବାରିପଦାରେ ରହୁଥିବା ଏକ ହୋଟେଲ ରୁମରୁ ୮ ଲକ୍ଷ…

ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ବିବାଦ: ବାଚସ୍ପତିଙ୍କ ନିଷ୍ପତ୍ତିକୁ ହାଇକୋର୍ଟରେ ଚାଲେଞ୍ଜ କଲା ବିଜେଡି

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ସମୟରେ ଦଳୀୟ ନିର୍ଦ୍ଦେଶ ଉଲ୍ଲଂଘନ କରି କ୍ରସ୍ ଭୋଟିଂ କରିଥିବା ୮ ଜଣ ବିଧାୟକଙ୍କ ସଦସ୍ୟତା ରଦ୍ଦ ପ୍ରସଙ୍ଗ ଏବେ ହାଇକୋର୍ଟରେ ପହଞ୍ଚିଛି । ଏହି ମାମଲାରେ ବିଧାନସଭା ବାଚସ୍ପତିଙ୍କ ନିଷ୍ପତ୍ତିକୁ କଡ଼ା ଚାଲେଞ୍ଜ କରି ପ୍ରମୁଖ…

ନିର୍ମାଣାଧୀନ ବ୍ରିଜର ଲାଞ୍ଚର ଭୁଶୁଡି ୮ ଶ୍ରମିକ ଗୁରୁତର

ବିହାର : ବିହାର ଲାଲଗଂଜରେ ଭୁଶୁଡିଲା ନିର୍ମାଣାଧୀନ ବ୍ରିଜର ଲାଞ୍ଚର । ଲାଞ୍ଚର ଭୁଶୁଡିବା ଯୋଗୁଁ ୮ ଜଣ ଶ୍ରମିକ ଆହତ ହୋଇଛନ୍ତି । ଘଟଣାରେ ୨ ଜଣକ ଅବସ୍ଥା ଗୁରୁତର ରହିଛି । ଅଘଟଣ ପରେ ଘଟଣା ସ୍ଥଳରେ ପ୍ରବଳ…

ବିଧାନସଭା ନିର୍ବାଚନ ପୂର୍ବରୁ ବିଏସପିରୁ ଭଣଜା ଆକାଶ ଆନନ୍ଦକୁ ବହିଷ୍କୃତ କଲେ ମାୟାବତୀ

ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୀତିରେ ହଲଚଲ । ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ବିଏସପି ସୁପ୍ରିମୋ ମାୟାବତୀ ବଡ଼ ନିଷ୍ପତ୍ତି ନେଇଛନ୍ତି । ଦଳର ଜାତୀୟ ସଂଯୋଜକ ତଥା ତାଙ୍କ ନିଜ ଭଣଜା ଆକାଶ ଆନନ୍ଦଙ୍କୁ…

ଗ୍ୟାଙ୍ଗଷ୍ଟର ଅବୁ ସଲେମଙ୍କ ଆଗୁଆ ମୁକ୍ତି ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ୧୯୯୩ ମସିହାର ମୁମ୍ବାଇ ସିରିଏଲ ବୋମା ବିସ୍ଫୋରଣ ମାମଲାର ଦୋଷୀ ତଥା ଗ୍ୟାଙ୍ଗଷ୍ଟର ଅବୁ ସଲେମଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟକା ଲାଗିଛି । ସମୟ ପୂର୍ବରୁ ଜେଲରୁ ମୁକ୍ତି ପାଇଁ କରିଥିବା ଆବେଦନକୁ ସର୍ବୋଚ୍ଚ ଅଦାଲତ ଖାରଜ କରିଛନ୍ତି ।…