ଗତକାଲି ବିଳମ୍ବିତ ରାତିରେ ଝରକା ଗ୍ରିଲ୍ କାଟି ବ୍ୟାଙ୍କରେ ପଶିଥିଲେ ଚୋର । ଗ୍ୟାସ୍ କଟରରେ ବ୍ୟାଙ୍କ ଲକର୍ କାଟି ବିଫଳ ହେବାରୁ CCTV, ହାର୍ଡ ଡିସ୍କ ଓ ସିକ୍ୟୁରିଟୀ ବନ୍ଧୁକ ଆଦି ନେଇ ପଳାଇଛନ୍ତି । ଘଟଣାସ୍ଥଳରେ ଯଶୀପୁର ପୋଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି ।