
ପୁରୀ ବେଳାଭୂମିରେ ଏକ ସୁନ୍ଦର ବାଲୁକା କଳା କରି ସେଥିରେ ହୀନ୍ଦିରେ ମେରା ଭାରତ୍ ମହାନ ଓ ଇଂରାଜିରେ ହାପି ରିପବ୍ଲିକ୍ ଡେ ଲେଖିଛନ୍ତି । ମଝିରେ ଏକ ଅଶୋକ ଚକ୍ର କରି ସେଥିରେ ୭୫ ଲେଖାହୋଇଛି । ଦୁଇ ପାର୍ଶ୍ଵରେ ତ୍ରୀରଙ୍ଗା ରହିଥିବା ବେଳେ ବାଲୁକାକଳାଟି ଖୁବ୍ ମନୋମୁଗ୍ଧକର ହୋଇଛି । ଏହି ବାଲୁକାକଳାଟିକୁ ଦେଖିବାକୁ ବେଳାଭୂମିରେ ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳିଛି ।