
ଏସସିବି ମେଡିକାଲର ନ୍ୟୁରୋସର୍ଜରୀ ଆଇସିୟୁରେ ଚିକିତ୍ସିତ ହେଉଥିଲେ। ପୂର୍ବରୁ ମଧ୍ୟ ଡାକ୍ତର ମହାରଣାଙ୍କୁ ବ୍ରେନ ଷ୍ଟୋକ ହୋଇଥିଲା। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ଜଣେ ମେଳାପୀ ଡାକ୍ତର ଥିଲେ ଭୁବନାନନ୍ଦ ମହାରଣା । ଏସସିବିରେ ସେ ଡାକ୍ତରୀ ଶିକ୍ଷା ଗ୍ରହଣ କରିଥିଲେ । କାଜୁଆଲିଟି ମେଡିକାଲ ଅଫିସର ଭାବରେ କାର୍ଯ୍ୟ କରୁଥିଲେ ଭୁବନାନନ୍ଦ ମହାରଣା । ଅବସର ଗ୍ରହଣ ପରେ ତାଙ୍କୁ ଏସସିବିରେ ଜରୁରୀକାଳୀନ ଅଫିସର ଭାବରେ ନିଯୁକ୍ତି ମିଳିଥିଲା।