
ଅନୁମୋଦନ ପାଇଥିବା ତାଲିକାରେ ପିସିସି ବରିଷ୍ଠ ଉପ ସଭାପତି ଶ୍ରୀ ସିବାନନ୍ଦ ରାୟ ଅଧ୍ୟକ୍ଷ ରହିଥିବା ବେଳେ ପୂର୍ବତନ ବିଧାୟକ ଶ୍ରୀ ଚିନ୍ମୟ ପ୍ରସାଦ ବେଉରିଆ,ପିସିସି ମୁଖପାତ୍ର ଶ୍ରୀ ମନୋରଂଜନ ଦାସ,ପିସିସି ସାଧାରଣ ସମ୍ପାଦକ ଶ୍ରୀ ଚିନ୍ମୟ ସୁନ୍ଦର ଦାସ,ଶ୍ରୀ ସନତ ଦାଶ ଓ ଶ୍ରୀ ଶ୍ରୀନିବାସ ରାଉତରାୟ ସଂଯୋଜକ ଭାବେ ଉକ୍ତ କମିଟିରେ ସ୍ଥାନ ପାଇଛନ୍ତି ବୋଲି ପିସିସି ମୁଖପାତ୍ର ଶ୍ରୀ ରଜନୀ କୁମାର ମହାନ୍ତି ଏକ ପ୍ରେସ ବିଜ୍ଞପ୍ତି ରେ ଜଣାଇଛନ୍ତି ।