Skip to content

କଳାହାଣ୍ଡି ଜିଲ୍ଲା ଗସ୍ତରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ଭବାନୀପାଟଣା ଠାରେ ବିଜେଡି ପକ୍ଷରୁ ଅନୁଷ୍ଠିତ ସମାବେଶ ରେ 5T ଅଧ୍ୟକ୍ଷ ଯୋଗୋଦାନ କରି ଲକୋଙ୍କ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ। ବିଜୁ ସ୍ୱାସ୍ଥ୍ୟ କାର୍ଡ ,ଲଷ୍ମୀ ବସ ଯୋଜନା ଉପରେ କହିଥିଲେ 5T ଅଧ୍ଯକ୍ଷ।ମୁଖ୍ୟମନ୍ତ୍ରୀଙ୍କ ଆସନ୍ତା ଦିନରେ ସହରାଞ୍ଚଳ ପାଇଁ ମଧ୍ୟ ବିଜୁ ସ୍ୱାସ୍ଥ୍ୟ କାର୍ଡ ଆରମ୍ଭର ଯୋଜନା ରଖିଛନ୍ତି। ଆମ ବ୍ୟାଙ୍କ ଯୋଜନା ପ୍ରତ୍ୟେକ ପଞ୍ଚାୟତରେ ହେବ। ଖୁବଶୀଘ୍ର ଭତ୍ତା ନେଇ ଖୁସୀ ଖବର ପାଇବେ ହିତାଧିକାରୀ। ମୁଖ୍ୟମନ୍ତ୍ରୀଙ୍କ ନୂଆ ଓଡିଶା ଓ ଶସକ୍ତ ଓଡିଶା ନେଇ ଆହ୍ୱାନ କରିଥିଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ।