Spread the love

 

sea-1

ପୁରୀ : ପୁରୀ ସମୁଦ୍ରରେ ଗାଧୋଉଥିବାବେଳେ ବୁଡ଼ି ଯାଇ ନାବାଳକ ନିଖୋଜ। ନିଖୋଜ ନାବାଳକ ବିହାର ବକ୍ସର ଜିଲ୍ଲା ଅନ୍ତର୍ଗତ ଅମିରପୁରର। ଲାଇଫଗାର୍ଡଙ୍କ ଦ୍ଵାରା ଜେଟ ସ୍କି ମାଧ୍ୟମରେ ଖୋଜାଖୋଜି ଜାରୀ ରହିଥିଲା । ପେଣ୍ଠକଟା ପେଟ୍ରୋଲ ପମ୍ପ ସମ୍ମୁଖ ବେଳାଭୂମିରୁ ଲାଇଫଗାର୍ଡଙ୍କ ଦ୍ଵାରା ନାବାଳକଙ୍କ ମୃତଦେହ ଉଦ୍ଧାର ହୋଇଥିବା ଜଣାଯାଇଛି ।

 

Leave a Reply

Your email address will not be published. Required fields are marked *