Spread the love

 

food-1

କଟକ: ବାଲିଯାତ୍ରାରେ ବିକ୍ରୀ ହେଉଛି କୁଇଣ୍ଟାଲ କୁଇଣ୍ଟାଲ ବାସି ଖାଦ୍ୟ। କଟକ ମହାନଗର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗତକାଲି ବାଲିଯାତ୍ରା ପଡିଆରୁ ଦୁଇ କୁଇଣ୍ଟାଲ ବାସି ଖାଦ୍ୟ ନଷ୍ଟ କରାଯାଇ ଥିବା ବେଳେ ଆଜି ମଧ୍ୟ ଦୁଇ କୁଇଣ୍ଟାଲ ବାସି ଖାଦ୍ୟ ନଷ୍ଟ କରାଗଲାଣି। ସିଏମସି ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସତ୍ୟବ୍ରତ ମହାପାତ୍ରଙ୍କ ନେତୃତ୍ବରେ ସ୍ୱାସ୍ଥ୍ୟ ବିଭାଗ ଟିମ ଚଢ଼ାଉ କରି ବାସି ଓ ଅପମିଶ୍ରିତ ଖାଦ୍ୟ ନଷ୍ଟ କରୁଛନ୍ତି।

 

Leave a Reply

Your email address will not be published. Required fields are marked *