କଟକରେ AQI ୨୯୪ ଓ ଭୁବନେଶ୍ୱରର ପଟିଆ ଅଞ୍ଚଳରେ ୨୯୦ ରହିଥିଲା। ଆଶ୍ଚର୍ଯ୍ୟର କଥା ଗତକାଲି ରାତି ଗୋଟାଏରେ ଭୁବନେଶ୍ବର ଲିଙ୍ଗରାଜ ମନ୍ଦିର ଅଞ୍ଚଳରେ PM10 ମାତ୍ରା ୯୯୯ ଛୁଇଁଥିବା ବେଳେ ପଟିଆରେ ୬୭୬ ଓ କଟକରେ ୮୮୨ ରହିଥିଲା