ଏଥିଲାଗି ଜନସାଧାରଣ ମଧ୍ୟ ସଜ ତୁଳସୀ ପଠାଇପାରିବେ । ରତ୍ନଭଣ୍ଡାର ଗଣତି , ମଣତି , ମରାମତି ଓ ଚାରି ଦ୍ବାର ଖୋଲିବା , ବେଦାନ୍ତ ଜମି ହସ୍ତାନ୍ତର ନ କରିବା କାରଣରୁ କଂଗ୍ରେସ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଏଭଳି ଅଭିନବ ପ୍ରତିବାଦ ନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।