Spread the love ଖସୁଛି ପାରଦ । ବଢୁଛି ଶୀତ । ରାଜ୍ୟର ଅଧିକାଂଶ ଜିଲ୍ଲାରେ ଶୀତ ଅନୁଭୂତ ହେଲାଣି । ଆଗକୁ ଆହୁରୀ କମିପାରେ ତାପମାତ୍ରା । ଗତ ୨୪ ଘଣ୍ଟାରେ ଜି. ଉଦୟଗିରିରେ ସର୍ବନିମ୍ନ ରାତ୍ରି ତାପମାତ୍ର ୧୩ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି । କୋରାପୁଟରେ ୧୩.୮ ଏବଂ ଦାରିଙ୍ଗିବାଡିରେ୧୪.୫ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି । ସେପଟେ ଝାରସୁଗୁଡା ରାତ୍ରି ତାପମାତ୍ରା ହେଉଛି ୧୭.୩ ଡିଗ୍ରୀ । ଆଗକୁ ଆହୁରୀ କମିପାରେ ତାପମାତ୍ରା । ଫଳରେ ଧୀରେ ଧୀରେ ଶୀତ ବଢିବ । Post navigation Post navigation ଏନସିଟିଇ ଆଞ୍ଚଳିକ କମିଟିର ସଦସ୍ୟ ହେଲେ ଡକ୍ଟର ବି.ସି. ଦାସ ବିଜେପିର ‘ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ: ୧୩, ୧୨୮ଟି ଗାଁରୁ ସଂଗ୍ରହ ହୋଇଛି ମାଟି , ଆସନ୍ତାକାଲି ଯିବ ଦିଲ୍ଲୀ
ଖସୁଛି ପାରଦ । ବଢୁଛି ଶୀତ । ରାଜ୍ୟର ଅଧିକାଂଶ ଜିଲ୍ଲାରେ ଶୀତ ଅନୁଭୂତ ହେଲାଣି । ଆଗକୁ ଆହୁରୀ କମିପାରେ ତାପମାତ୍ରା । ଗତ ୨୪ ଘଣ୍ଟାରେ ଜି. ଉଦୟଗିରିରେ ସର୍ବନିମ୍ନ ରାତ୍ରି ତାପମାତ୍ର ୧୩ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି । କୋରାପୁଟରେ ୧୩.୮ ଏବଂ ଦାରିଙ୍ଗିବାଡିରେ୧୪.୫ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି । ସେପଟେ ଝାରସୁଗୁଡା ରାତ୍ରି ତାପମାତ୍ରା ହେଉଛି ୧୭.୩ ଡିଗ୍ରୀ । ଆଗକୁ ଆହୁରୀ କମିପାରେ ତାପମାତ୍ରା । ଫଳରେ ଧୀରେ ଧୀରେ ଶୀତ ବଢିବ । Post navigation