ଏହି ନୋଟଗୁଡିକ ମଧ୍ୟ ଖୁବ୍ଶୀଘ୍ର ଫେରି ଆସିବ ବୋଲି ସେ ଆଶବ୍ୟକ୍ତ କରିଛନ୍ତି। ବ୍ୟାଙ୍କକୁ ୮୭ପ୍ରତିଶତ ୨ହଜାର ଟଙ୍କିଆ ଫେରି ସାରିଛି। ଅବଶିଷ୍ଟ ଆରବିଆଇ ଆକାଉଣ୍ଟରେ ଜମା କରାଯାଉଛି ବୋଲି ଆରବିଆଇ ଗଭର୍ନର କହିଛନ୍ତି।