
ଦେଶର ବିଭିନ୍ନ ରାଜ୍ୟରେ ବିଶେଷ କରି ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, କର୍ନାଟକ, ହରିୟାଣା, କେରଳ, ତାମିଲନାଡୁ, ପଞ୍ଜାବ, ବିହାର, ଦିଲ୍ଲୀ, ହିମାଚଳ ପ୍ରଦେଶ ଏବଂ ପଶ୍ଚିମବଙ୍ଗର ୭୬ ଟି ସ୍ଥାନରେ ଚଢାଉ କରାଯାଇଥିଲା। ଏହି ସମୟ ମଧ୍ୟରେ ସାଇବର ଅପରାଧରେ ଜଡିତ ଅପରାଧୀଙ୍କୁ ଗିରଫ କରାଯାଇଥିଲା। କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ମଧ୍ୟ ୫ ଟି ମାମଲା ରୁଜୁ କରିଛି। ଆମାଜନ ଏବଂ ମାଇକ୍ରୋସଫ୍ଟର ଅଭିଯୋଗ ଉପରେ ସିବିଆଇ ଏହି ପଦକ୍ଷେପ ନେଇଛି।