
ସେହି ରୋଗୀ ଜଣକ ପ୍ରାୟ ୨୦ଦିନ ଆଇସିୟୁରେ ଚିକିତ୍ସିତ ହେଉଥିଲେ । ପୂର୍ବରୁ ମଧ୍ୟ ସେ ଅନ୍ୟ ରୋଗରେ ମଧ୍ୟ ଆକ୍ରାନ୍ତ ଥିଲେ । ଏହାର ମୁକାବିଲା ପାଇଁ ସମସ୍ତ ପଦକ୍ଷେପ ନିଆଯାଉଥିବା ସୂଚନା ଦେଇଛନ୍ତି ଭାରପ୍ରାପ୍ତ ସିଡିଏମଓ କାହ୍ନୁଚରଣ ନାୟକ । ବିଲ ବା ଜଙ୍ଗଲ ଯାଉଥିବା ଲୋକଙ୍କୁ ଚିଗର ନାମକ କୀଟ କାମୁଡିବା ଦ୍ବାରା ଏହା ବ୍ୟାପୁଛି। ଏହାର ଲକ୍ଷଣ ଜ୍ବର ଲାଗି ରହିବା,ମୁଣ୍ଡ ବିନ୍ଧା ବୋଲି କୁହାଯାଇଛି।