ସୂଚନା ଅନୁସାରେ ଗତକାଲି ଦୁଇଜଣ ଯୁବକ ବୁଲେଟରେ ଆସୁଥିବା ବେଳେ ବମିଖାଲ ଓଭର ବ୍ରିଜ ଡିଭାଇଡରରେ ବାଡେଇ ହୋଇ ତଳକୁ ଖସିପଡ଼ିଥିଲେ । ଘଟଣାସ୍ଥଳରୁ ଯୁବକଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଛି ଲକ୍ଷ୍ମୀ ସାଗର ଥାନା ପୋଲିସ ।