
ସୂଚନା ଅନୁସାରେ ବନ୍ଧାଗୁଡା ଗ୍ରାମ ନିକଟରେ ଥିବା କ୍ରସରରେ ପଥର ତଳେ ଚାପି ହୋଇ ୨ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା ମୃତ ଶ୍ରମିକ ଦୁଇ ଜଣ ହେଲେ ରମ୍ଭା ଥାନା ଝରଡ଼ି ରାଧାଗୋବିନ୍ଦପୁର ଗାଁର ନାରାୟଣ ନାହକ, ମଧୁରଛୁଆ ଗାଁର ବିଷ୍ଣୁ ପ୍ରସାଦ ନାହକ। ଦୁହେଁ ସମ୍ପର୍କରେ ମାମୁଁ ଏବଂ ଭଣଜା ହେବେ ବୋଲି ଜଣାପଡିଛି ।
Post Views: 5