ଆଜି ସକାଳେ ହିଥ ଷ୍ଟ୍ରକଙ୍କ ମୃତ୍ୟୁ ଖବର ଭାଇରାଲ ହୋଇଥିଲା । ଯାହାକି କ୍ରିକେଟ ଜଗତକୁ ଏକ ବଡ ଝଟକା ଲାଗିଥିଲା । ସୋସିଆଲ ମିଡିଆରେ ଏହି ଖବର ଜାଣିବା ପରେ ଅନେକ ଖେଳାଳୀ ଦୁଃଖ ପ୍ରକାଶ କରିଥିଲେ । କିନ୍ତୁ ବର୍ତ୍ତମାନ ପ୍ରକୃତ ସତ୍ୟ ସାମ୍ନାକୁ ଆସିଛି ।
Post Views: 6