Spread the love

ସିଂହପୁର: ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ୍‌ ହଳଦୀଡ଼ିହ ପଞ୍ଚାୟତର ଫଳପୁର ଗ୍ରାମରେ ଆଜି ନାଳରେ ବୁଡ଼ି ୨ବର୍ଷର ଶିଶୁପୁତ୍ରର ମୃତ୍ୟୁ ହୋଇଛି। ଗ୍ରାମର ଆକାଶ ମଲିକଙ୍କ ଶିଶୁପୁତ୍ର ଶ୍ରୀୟାଂଶୁ(୨) ମଧ୍ୟାହ୍ନରେ ଖାଇସାରି ବାହାରେ ବୁଲୁଥିବା ବେଳେ ଘର ନିକଟରେ ବର୍ଷାପାଣିରେ ପୂର୍ଣ୍ଣ ଥିବା ଏକ ନାଳରେ ପଡ଼ି ଯାଇଥିଲେ।

Leave a Reply

Your email address will not be published. Required fields are marked *