Spread the love

ନୂଆଦିଲ୍ଲୀ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜୋସେଫ ବିଜୟ ସରକାରୀ କାର୍ଯ୍ୟାଳୟରେ ଭିଆଇପି ଚେୟାରରେ ଦେଖାଯାଉଥିବା ଦୀର୍ଘଦିନର “ଟାୱେଲ୍ ସଂସ୍କୃତି”କୁ ବନ୍ଦ କରିଛନ୍ତି।

ଜଣେ ପରିବେଶବିତ ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ସାମାଜିକ ଗଣାମଧ୍ୟମ ଏକ୍ସରେ ଆବେଦନ କରିଥିଲେ। ଆବେଦନର ୨୪ଘଣ୍ଟା ମଧ୍ୟରେ, ବିଜୟ ଚୁପଚାପ୍ ଏହି ଆବେଦନ କାର୍ଯ୍ୟ କରିଛନ୍ତି। ଏହି ପଦକ୍ଷେପ ବିଷୟରେ କୌଣସି ସରକାରୀ ଘୋଷଣା କିମ୍ବା ପ୍ରଚାର ବିନା ତାଙ୍କ ଚୌକିରୁ ପାରମ୍ପରିକ ଧଳା ଟାୱେଲ୍ ହଟାଇ ଦେଇଛନ୍ତି।

Leave a Reply

Your email address will not be published. Required fields are marked *