Spread the love

ସୁବର୍ଣ୍ଣପୁର : ପୁରୀରେ ରଥ ନିର୍ମାଣ ପାଇଁ ସୋନପୁରରୁ ଆସିବ ରଥକାଠ ।  ପ୍ରଥମ ଥର ପାଇଁ ସୁବର୍ଣ୍ଣପୁରରୁ ଆସିବ ରଥ କାଠ  l  ପୁରୀ ରଥଯାତ୍ରା ପାଇଁ ରଥ ନିର୍ମାଣ ପାଇଁ ସୁବର୍ଣ୍ଣପୁର ଜିଲ୍ଲା ମଲ୍ଲିକ ମୁଣ୍ଡା ଗାଁରେ ରଥକାଠ କଟାଯାଇଛି  l  ଗାଁରେ ଥିବା ମିଶ୍ର ପରିବାରଙ୍କ ବାଡ଼ିପଟେ ଥିବା ପାଞ୍ଚଟି ଫାସୀ ଗଛକୁ କଟାଯାଇଛି  l  ଆଜି ସକାଳୁ ରୀତି ନୀତିରେ ପୂଜା ପାଠ ପରେ ଗଛ କଟା କାର୍ଯ୍ୟ ଆରମ୍ଭ କରାଯାଇଥିଲା  l  ଏହି ଅବସରରେ ଭଜନ କୀର୍ତ୍ତନ ସହ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା  l  ଏ ନେଇ ସେମାନଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ସୁବର୍ଣ୍ଣପୁର ପ୍ରତିନିଧି ଶେଷଦେବ ବାରିକ ।

Leave a Reply

Your email address will not be published. Required fields are marked *