Month: November 2026

ରାମମନ୍ଦିର ଦାନ ଅର୍ଥ ହଡ଼ପ ମାମଲା, ନୂଆ ଏସ୍‌ଆଇଟି ଗଠନ ପାଇଁ କଂଗ୍ରେସର ଦାବି

ନୂଆଦିଲ୍ଲୀ: ଅଯୋଧ୍ୟାର ରାମମନ୍ଦିରକୁ ଭକ୍ତମାନେ ଦାନ କରିଥିବା ଅର୍ଥ ହଡ଼ପ ଅଭିଯୋଗର ତଦନ୍ତ ପାଇଁ ନୂଆ ଓ ସ୍ୱାଧୀନ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍‌ଆଇଟି) ଗଠନ କରିବାକୁ ସୋମବାର କଂଗ୍ରେସ ଦାବି କରିଛି। ଏହି ତଦନ୍ତକାରୀ ଦଳ କେବଳ ସୁପ୍ରିମ୍‌କୋର୍ଟଙ୍କୁ ସିଧାସଳଖ…

ବିଜେପି ୪୦୩ ନିର୍ବାଚନ ମଣ୍ଡଳୀରେ କରିବ ‘ଜନ ଚୌପାଲ’ : ୧୯ରେ ଗୋରଖପୁରରୁ ଅଭିଯାନ ଆରମ୍ଭ କରିବେ ଯୋଗୀ

ଲକ୍ଷ୍ନୌ: ୨୦୨୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି ବିଜେପି ରାଜ୍ୟରେ ‘ଜନ ଚୌପାଲ’ (ଜନସଭା) ଅଭିଯାନ ଆରମ୍ଭ କରିବ। ଚଳିତମାସ ୧୯ ତାରିଖରେ ଗୋରଖପୁରରୁ ଏହି ଅଭିଯାନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଏହି କାର୍ଯ୍ୟକ୍ରମରେ ସେ…

ୟୁପିରେ ଆସନ ବଣ୍ଟନ ଆଲୋଚନାର ନେତୃତ୍ୱ ନେବେ ପ୍ରିୟଙ୍କା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ସମାଜବାଦୀ ପାର୍ଟି (ସପା) ସହ ଆସନ ବଣ୍ଟନ ଆଲୋଚନାର ନେତୃତ୍ୱ କଂଗ୍ରେସ ପକ୍ଷରୁ ପ୍ରିୟଙ୍କା ଗାନ୍ଧୀ ନେବେ। ଏକ ସୂତ୍ରରୁ ଏହା ଜଣାପଡ଼ିଛି। ଆସନ୍ତାବର୍ଷ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ଏହାକୁ ନେଇ…

ନିର୍ମଳାଙ୍କ ପ୍ରାକ୍‌ ବଜେଟ୍‌ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ଆସନ୍ତା ଆର୍ଥିକ ବର୍ଷ (୨୦୨୭-୨୮)ର ବଜେଟ୍‌ ପ୍ରସ୍ତୁତ କରିବା ଲାଗି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିଭିନ୍ନ ଅଂଶୀଦାରମାନଙ୍କ ସହ ବଜେଟ୍‌ ପୂର୍ବରୁ ହେଉଥିବା ଆଲୋଚନା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ସେ ଅର୍ଥନୀତିଜ୍ଞ ଏବଂ କୃଷି ତଥା ଗ୍ରାମୀଣ ବିକାଶ କ୍ଷେତ୍ରର…

ଟିଭିଏସ୍‌ ପରିବାରରେ ସମ୍ପତ୍ତି ବିବାଦ: ଭାଗବଣ୍ଟା ଦାବି କଲେ ଲକ୍ଷ୍ମୀ ବେଣୁ

ଚେନ୍ନାଇ: ଭାରତର ପ୍ରତିଷ୍ଠିତ ଶିଳ୍ପପତି ପରିବାର ଟିଭିଏସ୍‌ରେ ସମ୍ପତ୍ତି ଭାଗବଣ୍ଟାକୁ ନେଇ ବିବାଦ ତୀବ୍ର ହୋଇଛି। ପରିବାରର ସଦସ୍ୟ ଲକ୍ଷ୍ମୀ ବେଣୁ ସମ୍ପତ୍ତି ଭାଗବଣ୍ଟା ପାଇଁ ଦାବି କରି ଆଇନଗତ ନୋଟିସ୍‌ ପଠାଇଛନ୍ତି। ସେ ଅଭିଯୋଗ କରିଛନ୍ତି ‌ଯେ ପରିବାରର ସମ୍ପତ୍ତିରେ…

ଭାରତରେ ପହଞ୍ଚିଲେ ବ୍ରିଟେନ୍‌ର ରାଜକୁମାର ୱିଲିୟମ୍‌ ଓ ରାଜକୁମାରୀ କ୍ୟାଥରିନ୍‌, ତିନିଦିନିଆ ଗସ୍ତରେ ମୁମ୍ବାଇ ଓ ନୂଆଦିଲ୍ଲୀ ଆସିଛନ୍ତି

ମୁମ୍ବାଇ: ବ୍ରିଟେନ୍‌ର ରାଜକୁମାର ୱିଲିୟମ୍‌ ଓ ତାଙ୍କ ପତ୍ନୀ ରାଜକୁମାରୀ କ୍ୟାଥରିନ୍‌ ସୋମବାର ତିନିଦିନିଆ ଭାରତ ଗସ୍ତରେ ଆସି ମୁମ୍ବାଇରେ ପହଞ୍ଚିଛନ୍ତି। ଏହି ଗସ୍ତରେ ସେମାନେ ମୁମ୍ବାଇ ଓ ନୂଆଦିଲ୍ଲୀରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ୨୦୨୪ରେ କ୍ୟାଥରିନ୍‌ଙ୍କଠାରେ କର୍କଟ ରୋଗ ଚିହ୍ନଟ…

ଆତଙ୍କବାଦ ନିୟନ୍ତ୍ରଣ ପାଇଁ ଆଫଗାନିସ୍ତାନକୁ ପାକିସ୍ତାନର ଆହ୍ୱାନ

ଇସ୍‌ଲାମାବାଦ: ଆଞ୍ଚଳିକ ଅର୍ଥନୈତିକ ସହଯୋଗ ଓ ବାଣିଜ୍ୟିକ ସମ୍ପର୍କ ବୃଦ୍ଧି ପାଇଁ ଆଫଗାନିସ୍ତାନକୁ ଆତଙ୍କବାଦର ନିୟନ୍ତ୍ରଣ କରିବାକୁ କହିଛି ପାକିସ୍ତାନ। ସୋମବାର ଇସ୍‌ଲାମାବାଦରେ ଅନୁଷ୍ଠିତ ଅର୍ଥନୈତିକ ସହଯୋଗ ସଂଗଠନ (ଇସିଓ)ର ୩୦ତମ ମନ୍ତ୍ରିସ୍ତରୀୟ ପରିଷଦ ବୈଠକରେ ପାକିସ୍ତାନର ଉପପ୍ରଧାନମନ୍ତ୍ରୀ ତଥା ବୈଦେଶିକ…

ଚଳିତ ବର୍ଷ ପଞ୍ଚୁକ ୪ ଦିନ, ୨୪ରେ ବୋଇତ ବନ୍ଦାଣ

ଭୁବନେଶ୍ୱର: ପବିତ୍ର କାର୍ତ୍ତିକ ମାସର ସମାପନ ପାଇଁ ସମଗ୍ର ଓଡ଼ିଶାରେ ଶ୍ରଦ୍ଧାଳୁମାନେ ପ୍ରସ୍ତୁତି ଚଳାଇଥିବା ବେଳେ ଚଳିତ ବର୍ଷର ‘ପଞ୍ଚୁକ’ ସମୟସୀମାକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି। ଏକ ବିରଳ ‘ତିଥି କ୍ଷୟ’ କାରଣରୁ ଚଳିତ ବର୍ଷ ପଞ୍ଚୁକ ପାଞ୍ଚ ଦିନ ପରିବର୍ତ୍ତେ…

ବଚ୍ଚନ ପିତାପୁତ୍ରଙ୍କୁ ଗ୍ୟାଙ୍ଗଷ୍ଟର ଗୋଲ୍ଡି ଧିଲୋଁଙ୍କ ଧମକ : ବୁଲେଟ୍‌ପ୍ରୁଫ୍‌ କାଚ ପଛରେ ଲୁଚିଲେ ବି ହତ୍ୟା କରିବି

ମୁମ୍ବାଇ: ବଲିଉଡ୍‌ ମେଗାଷ୍ଟାର ଅମିତାଭ ବଚ୍ଚନ ଓ ତାଙ୍କ ପୁଅ ଅଭିଷେକ ବଚ୍ଚନଙ୍କୁ ପୁଣି ଥରେ ହତ୍ୟା ଧମକ ମିଳିଛି। ନିଜକୁ ଗୋଲ୍ଡି ଧିଲୋଁ ବୋଲି ପରିଚୟ ଦେଉଥିବା ଜଣେ ବ୍ୟକ୍ତି ଫେସ୍‌ବୁକ୍‌ରେ ପୋଷ୍ଟ କରି ବଚ୍ଚନ ପିତା-ପୁତ୍ରଙ୍କୁ ଏହି ଧମକ…

୧୧ ବର୍ଷ ତଳର ପୂର୍ବ ଶତ୍ରୁତାରୁ ପଥରରେ ଛେଚି ବୃଦ୍ଧଙ୍କୁ ହତ୍ୟା

ଘଷିପୁରା: କେନ୍ଦୁଝର ଘଷିପୁରାରେ ବୀଭତ୍ସ ହତ୍ୟାକାଣ୍ଡ। ପଥରରେ ଛେଚି ବୃଦ୍ଧଙ୍କୁ ହତ୍ୟା ଅଭିଯୋଗ। ୧୧ ବର୍ଷ ତଳର ପୂର୍ବ ଶତ୍ରୁତାରୁ ବୀଭତ୍ସ ହତ୍ୟାକାଣ୍ଡ। କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଅନ୍ତର୍ଗତ ପାତନା ହାଟପିଣ୍ଡି ଛକଠାରେ ୧୧ ବର୍ଷ ତଳର ପୂର୍ବ ଶତ୍ରୁତାକୁ…