Month: June 2026

ଭେନେଜୁଏଲାରେ ଦୁଇଟି ଶକ୍ତିଶାଳୀ ଭୂକମ୍ପରେ ମୃତ୍ୟୁ ସଂଖ୍ୟା ୧,୪୩୦କୁ ବୃଦ୍ଧି

ଭେନେଜୁଏଲା: ଭେନେଜୁଏଲାରେ ପ୍ରଳୟ । ଦୁଇଟି ଶକ୍ତିଶାଳୀ ଭୂକମ୍ପରେ ମୃତ୍ୟୁ ସଂଖ୍ୟା ୧,୪୩୦କୁ ବୃଦ୍ଧି । ଧ୍ୱଂସାବଶେଷ ତଳେ ଜୀବନ ପାଇଁ ସଂଗ୍ରାମ । ବଡ଼ ବିପର୍ଯ୍ୟୟର ସାମ୍ନା କରିଛି ଭେନେଜୁଏଲା । ଗତ ବୁଧବାର ସନ୍ଧ୍ୟାରେ ଦେଶରେ ଅନୁଭୂତ ହୋଇଥିବା…

ମହାନଦୀରେ ବୁଡି ତିନି ଯୁବକ ନିଖୋଜ

କଟକ : ମହାନଦୀରେ ଅଘଟଣ । ମହାନଦୀରେ ବୁଡି ତିନି ଜଣ ଯୁବକ ନିଖୋଜ ହୋଇଥିବା ଜଣାଯାଇଛି । ଜଗତପୁର ସାତବାଟିଆ ଅଞ୍ଚଳରେ ଘଟିଛି ଏହି ଅଘଟଣ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର କର୍ମଚାରୀମାନେ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି ।…

ପୂର୍ବତନ ସାଂସଦଙ୍କ ପୁଅ ପରିଚୟ ଦେଇ ଠକେଇ

ଭୁବନେଶ୍ଵର:ପୂର୍ବତନ ସାଂସଦଙ୍କ ପୁଅ କହି ଠକେଇ। ଏଭଳି ହାଇ ପ୍ରୋଫାଇଲ ଠକକୁ ଗିରଫ କରିଛି ଭୁବନେଶ୍ଵର ଇନ୍‌ଫୋସିଟି ପୋଲିସ। ଲୋକଙ୍କୁ ପୂର୍ବତନ ସାଂସଦ କୃପାସିନ୍ଧୁ ଭୋଇଙ୍କ ପୁଅ କହି ଠକେଇ କରୁଥିଲେ। କାର୍ ସର୍ଭିସ କମ୍ପାନୀ ନାମରେ ୫କୋଟି ଠକେଇ ତାଙ୍କ…

ବିଶ୍ବବିଦ୍ୟାଳୟରୁ ମହାବିଦ୍ୟାଳୟକୁ ପ୍ରତ୍ୟାବର୍ତ୍ତନ କଲେ ୬୧ ଅଧ୍ୟାପକ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ ୬୧ ଓଡ଼ିଶା ଶିକ୍ଷା ସେବା(କଲେଜ ଶାଖା) ଅଧିକାରୀଙ୍କ ପ୍ରତ୍ୟାବର୍ତ୍ତନ କରାଯାଇଛି। ମହାବିଦ୍ୟାଳୟରୁ ବିଶ୍ୱବିଦ୍ୟାଳୟକୁ ଉନ୍ନୀତ ହୋଇଥିବା ଅଧ୍ୟାପକଙ୍କ ପ୍ରତ୍ୟାବର୍ତ୍ତନ ନିଷ୍ପତ୍ତି ନିଆଯାଇଛି। ଏନେଇ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ମୋଟ ୬୧ ଅଧ୍ୟାପକଙ୍କୁ…

ଦେବସ୍ନାନ ପୂର୍ଣ୍ଣିମା ଲାଗି ପୁରୀ ବେଳାଭୂମିରେ ପୁଲିସ ପକ୍ଷରୁ ସୁରକ୍ଷା ନିର୍ଦେଶନାମା

ପୁରୀ : ଆସନ୍ତାକାଲି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ପୁରୀରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବ । ପୁରୀ ବେଳାଭୂମିରେ ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ପୁରୀ ପୁଲିସ ପକ୍ଷରୁ ଏକ Public Safety Notice ଜାରି…

ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ

ଝାରସୁଗୁଡ଼ା : ସ୍ତ୍ରୀକୁ ପିଟିପିଟି ସ୍ୱାମୀ ମାରିଦେଇଥିବା ନେଇ ଅଭିଯୋଗ ଆସିଛି । ଝାରସୁଗୁଡ଼ା ସଦର ଥାନା ହଂଶାମୁରା କଣ୍ଟାପାଲି, ଘୁନଘୁଟି ପଡ଼ାରେ ଅଭାବନୀୟ ଘଟଣା । ପାରିବାରିକ କଳହକୁ ନେଇ ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ । ଗତକାଲି…

ବଜ୍ରାଘାତରେ ମା’ ଓ ଝିଅ ମୃତ

ରାଇଘର : ବଜ୍ରାଘାତରେ ମା’ ଓ ଝିଅଙ୍କ ମୃତ୍ୟୁ । ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ମୁଣ୍ଡିବେଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ନିନାଶପାଣୀ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ନିଜ ଜମିରେ ଥିବା କୁସୁମ ଗଛରୁ କୁସୁମ କୋଳି ତୋଳୁଥିବା ବେଳେ ଅପରାହ୍ନ…

ପାଉଁଶ ଗଦା ତଳୁ ମହିଳାଙ୍କ ମୃତଦେହ ଉଦ୍ଧାର

ରାଉରକେଲା : ପାଉଁଶ ଗଦା ତଳୁ ମହିଳାଙ୍କ ମୃତଦେହ ଉଦ୍ଧାର । ରାଉରକେଲା ବୀରମିତ୍ରପୁର ଥାନା ରାମପାଲ୍ ଛକ ନିକଟସ୍ଥ ଧାନ ମିଲ ପାଉଁଶ ଗଦାରୁ ମିଳିଲା ମହିଳାଙ୍କ ମୃତଦେହ । ଧାନ ମିଲରୁ ବାହାରୁଥିବା ଗରମ ଚଷୁକୁ ନିଆଁ ଲଗାଇ…

ମୋବାଇଲ ପାଇଁ ଭାଇ ଓ ବାପାକୁ ହାଣିଦେଲା ପୁଅ

ଉଦଳା : ସାମାନ୍ୟ ମୋବାଇଲ ପାଇଁ ବାପା ଓ ଭାଇକୁ ହାଣିଦେଲା ପୁଅ । ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଶିରାଥଳି ଗାଁରେ ଅଭାବନୀୟ ଘଟଣା ଘଟିଛି । ଉଭୟ ଗୁରୁତରଙ୍କୁ ଉଦଳା ମେଡିକାଲରେ ଭର୍ତ୍ତି କରାଯାଇଛି । ଗାଁର ସଦାନନ୍ଦ…

କାଲି ଦେବସ୍ନାନ ପୂର୍ଣ୍ଣିମା, ଗଜାନନ ବେଶରେ ଦର୍ଶନ ଦେବେ ମହାପ୍ରଭୁ

ପୁରୀ : ଆଜି ସକାଳ ୭ଟା ୧୫ରେ ସେନାପଟା ଲାଗି ନିମନ୍ତେ ଦଇତାପତି ସେବାୟତ ମାନେ ଶ୍ରୀ ମନ୍ଦିର କୁ ପ୍ରବେଶ କରିଥିଲେ l ଗତକାଲି ରାତିରେ ରତ୍ନ ସିଂହାସନରେ କୋଠ ସୁଆସିଆଙ୍କ ଦ୍ୱାରା ଚାର ମାଳ ବନ୍ଧା କାର୍ଯ୍ୟ କରାଯାଉଥିବାରୁ…