ଚାଲିଛି ସୁଭଦ୍ରା ହିତାଧିକାରୀଙ୍କ ସ୍କିଲ ମ୍ୟାପିଂ, ୬୦ ବର୍ଷ ଟପିଲେ ଭତ୍ତା ପୋର୍ଟାଲକୁ ଆପେ ଯିବ ନାଁ
ଭୁବନେଶ୍ୱର : ସୁଭଦ୍ରା ହିତାଧିକାରୀଙ୍କ ସ୍କିଲ ମ୍ୟାପିଂ ହେଉଛି । ଯାହା ପାଖରେ ଦକ୍ଷତା ଥିବ ଏଆଇ ଆଧାରରେ ଅନୁଧ୍ୟାନ କରି ଅନ୍ୟ ବିଭାଗ ସହ ମିଶି ମହିଳାଙ୍କ ଅର୍ଥନୈତିକ ପ୍ରଗତି ପାଇଁ କାମ କରାଯିବ । ଏହା କହିଛନ୍ତି ଉପମୁଖ୍ୟମନ୍ତ୍ରୀ…