ପୁଲୱାମା ଆକ୍ରମଣକୁ ପୂରିଲା ୭ ବର୍ଷ, ଘାଟିରେ ହାଇଆଲର୍ଟ
ନୂଆଦିଲ୍ଲୀ : ପୁଲୱାମା ଆତଙ୍କୀ ଆକ୍ରମଣକୁ ପୂରିଲା ୭ ବର୍ଷ । ସହିଦ ୪୦ ଜଣ CRPF ଯବାନଙ୍କ ସ୍ମୃତିରେ ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଛି । ବଳିଦାନ ଦିବସ ପାଳନ ହେବାକୁ ଥିବାବେଳେ ସମଗ୍ର ଘାଟିରେ ସୁରକ୍ଷା…
ନୂଆଦିଲ୍ଲୀ : ପୁଲୱାମା ଆତଙ୍କୀ ଆକ୍ରମଣକୁ ପୂରିଲା ୭ ବର୍ଷ । ସହିଦ ୪୦ ଜଣ CRPF ଯବାନଙ୍କ ସ୍ମୃତିରେ ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଛି । ବଳିଦାନ ଦିବସ ପାଳନ ହେବାକୁ ଥିବାବେଳେ ସମଗ୍ର ଘାଟିରେ ସୁରକ୍ଷା…
ବିଞ୍ଝାରପୁର : ବିଞ୍ଝାରପୁର ଥାନା ଅନ୍ତର୍ଗତ ଜରୀସାମଲ ସାହି କୁନୀତା ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ବିଞ୍ଝାରପୁର ପୁଲିସ। ଋଣ ଟଙ୍କା ସୁଝିବାକୁ ଜିଦ କରିବାରୁ କୁନୀତାଙ୍କୁ ରଡ଼ରେ ପିଟି ହତ୍ୟା ପରେ ପୋଡିଦେଇଥିଲେ ଶାଶୁଘର ଲୋକେ।ଶନିବାର ବିଞ୍ଝାରପୁର ପୁଲିସ ଅଭିଯୁକ୍ତ ସ୍ୱାମୀ,ଶାଶୁ,ଶ୍ୱଶୁର,ଦିଅର…
ଆରଡି: ବାବା ଆଖଣ୍ଡଳମଣିଙ୍କ ପ୍ରସିଦ୍ଧ ଜାଗରଯାତ୍ରା ପାଇଁ ଉତ୍ସବମୁଖର ଆରଡିପୀଠ। ଆଜି ଜାଗରଯାତ୍ରା ଦିନ ତମାମ ମନ୍ଦିରରେ ଅନୁଷ୍ଠିତ ହେବା ସହ ସନ୍ଧ୍ୟାରୁ ରାତି ୧୨ଟା ଯାଏ ଚାରି ପ୍ରହର ରୁଦ୍ରାଭିଷେକ ଓ ଘର୍ଷଣ ଲାଗି,ରାତ୍ର ୧ଟାରେ ସୁନା ବେଶ ଓ…
ପଟ୍ଟାମୁଣ୍ଡାଇ: ରାଜନଗର ଘଡ଼ିଆମାଳ ନୂଆଗାଁ ଅଙ୍ଗନବାଡି କେନ୍ଦ୍ର ବିବାଦ ଘଟଣା। ରାଜ୍ୟ ମହିଳା କମିଶନ ସଦସ୍ୟା ଡକ୍ତର କଳ୍ପନା ମଲ୍ଲିକ, ଶିଶୁ ସୁରକ୍ଷା ଆୟକର ସଦସ୍ୟା ସୁଜାତା ନାୟକ, ଉପଜିଲ୍ଲାପାଳ ଅରୁଣ କୁମାର ନାୟକ, ଏଡିଏମଓ ନବକିଶୋର ଜେନା,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ…
ଭୁବନେଶ୍ୱର : ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଆମର କର୍ତ୍ତବ୍ୟ । ଲିଙ୍ଗରାଜ ମନ୍ଦିରରେ ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି CP । ପୋଲିସ ଅଧିକାରୀମାନେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ କରେଇବା ସହ ଭଲ ବ୍ୟବହାର କରିବେ ସେଥି ପ୍ରତି ଆମର ନଜର ରଖିବା…
କେନ୍ଦୁଝର : କେନ୍ଦୁଝର ଜିଲ୍ଲାରେ ଶିଳ୍ପ ବିବିଧତା ଏବଂ ଡିଜିଟାଲ୍ ଭିତ୍ତିଭୂମି ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ଯୋଡି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଧରଣୀଧର ବିଶ୍ୱବିଦ୍ୟାଳୟ ପରିସରରେ ୧୦୦ କୋଟି ଟଙ୍କାର ଟେକ୍ସଟାଇଲ୍ ପାର୍କ ଏବଂ ୧୮୭ କୋଟି…
ଭଦ୍ରକ : ମଶାଣିରୁ ଶବ ଚୋରି । ପୁଣି ଥରେ ବହୁ ଚର୍ଚ୍ଚିତ ମଣିନାଥପୁର ମଶାଣିରୁ ୫ ଶବ ଚୋରି ହୋଇଛି । ଏହା ପୂର୍ବରୁ ୫ ଥର ଚୋରି ହୋଇଥିଲେ ସୁଦ୍ଧା ଏଯାଏ ରାକେଟ କି ଅଭିଯୁକ୍ତଙ୍କୁ ପୋଲିସ ଧରିପାରିନାହିଁ…
ଚୌଦ୍ଵାର : ଧରା ପଡ଼ିଲା ଚୌଦ୍ଵାର ମଣ୍ଡଳ କାରାଗାରରୁ ଫେରାର ଆସାମୀ । ଦୁଇ ଫେରାର କଏଦୀଙ୍କ ମଧ୍ୟରୁ ମଧୁକାନ୍ତ ରାଣାକୁ ଉତ୍ତର ପ୍ରଦେଶରୁ ଗିରଫ କଲା କମିଶନରେଟ ପୋଲିସ । ବିଶେଷ ସୂତ୍ରରୁ ଖବର ପାଇ ଗତକାଲି ଏକ ନିର୍ଦ୍ଦିଷ୍ଟ…
ବାଲୁଗାଁ: ବାଲୁଗାଁରେ ବଜାରରେ ମାତିଲେ ଲୁଟେରା ଗ୍ୟାଙ୍ଗ । ରାତିରେ ୫ଟି ସ୍ଥାନରେ ୮ ମନ୍ଦିରରୁ ସିରିଜ ଲୁଟ । ଲୁଟି ନେଲେ ମନ୍ଦିରର ଦେବଦେବୀଙ୍କ ଲକ୍ଷାଧିକ ଟଙ୍କାର ସୁନାରୁପା ଅଳଙ୍କାର । ଦାନ ବାକ୍ସ ମଧ୍ୟ ଭାଙ୍ଗି ଟଙ୍କା ଲୁଟି…
ଭୁବନେଶ୍ବର: ରାତି ପାହିଲେ ଜାଗର । ଚଳଚଞ୍ଚଳ ଲିଙ୍ଗରାଜ ମନ୍ଦିର । ରାତି ୧୦ଟାରେ ଉଠିବ ଲିଙ୍ଗରାଜ ପ୍ରଭୁଙ୍କ ମହାଦୀପ । ଲକ୍ଷାଧିକ ଲୋକଙ୍କ ସମାଗମକୁ ନଜର ରଖି ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଶୃଙ୍ଖଳିତ ଦର୍ଶନ…