ପ୍ରଭୁ ଜଟେଶ୍ବରଙ୍କ ପୀଠରେ ବିଶ୍ବଶାନ୍ତି ମହାଯଜ୍ଞ ସଂପନ୍ନ
କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ ଅର୍ନ୍ତଗତ ବଡବେତରା ଗ୍ରାମର ଇଷ୍ଟଦେବ ପ୍ରଭୁ ଜଟେଶ୍ବରଙ୍କ ପୀଠରେ ବିଶ୍ବର କଲ୍ୟାଣ ଲାଗି ସାତଦିନ ବ୍ୟାପୀ ଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ମଇ ମାସ ୬ ତାରିଖଠାରୁ ୧୨ ତାରିଖ ପର୍ଯ୍ୟନ୍ତ…