Month: May 2025

ନବ ଦାସ ହତ୍ୟା ମାମଲା: ତ୍ୱରିତ ବିଚାର ପାଇଁ ପିପିଙ୍କ ସହ କ୍ରାଇମବ୍ରାଞ୍ଚର ଆଲୋଚନା

ଝାରସୁଗୁଡ଼ା: ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାର ପୁନଃ ତଦନ୍ତର ଦ୍ଵିତୀୟ ପର୍ଯ୍ୟାୟ ଛାନଭିନ ଗତକାଲିଠାରୁ ଆରମ୍ଭ ହୋଇଛି। ଆଜି ଦ୍ୱିତୀୟ ଦିନରେ ଅତିରିକ୍ତ ଏସପି ବିଜୟ…

ଖୁବ୍ ଶୀଘ୍ର ବଦଳିବ ମାଷ୍ଟରକ୍ୟାଣ୍ଟିନ୍ ଛକର ନାଁ : ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର

ଭୁବନେଶ୍ବର: ବଦଳିବ ରାଜଧାନୀର ଚଳଚଞ୍ଚଳ ଛକ ମାଷ୍ଟରକାଣ୍ଟିନର ନାଁ । ଖୁବ୍ ଶୀଘ୍ର ଏହାର ନାମ ପରିବର୍ତ୍ତନ କରାଯାଇ, ଓଡିଶାର ବରପୁତ୍ରଙ୍କ ନାଁରେ ନାମକରଣ କରାଯିବ ।…

ତାଇଓ୍ବାନ ଦଖଲ କରିବାକୁ ପ୍ରସ୍ତୁତ ହେଉଛି ଚୀନ: ଆମେରିକା

ତାଇଓ୍ବାନକୁ ଦଖଲ କରିବାକୁ ପ୍ରସ୍ତୁତ ହେଉଛି ଚୀନ। ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ସହଯୋଗୀମାନଙ୍କୁ ଶନିବାର ଏ ନେଇ ସତର୍କ କରାଇଛନ୍ତି ଆମେରିକା ପ୍ରତିରକ୍ଷା ସଚିବ ପେଟ୍‌ ହେଗସେଠ୍‌।…

ଭାରତକୁ ଚୀନ ଦେଲା ଝଟ୍‌କା; ସଙ୍କଟରେ ଅଟୋମୋବାଇଲ ଶିଳ୍ପ !

ଭାରତ ସରକାର ଚୀନ ଉତ୍ପାଦିତ ସାମଗ୍ରୀ ପାଇଁ ଭାରତୀୟ ବଜାରକୁ ମୁକ୍ତ କରିଦେଇଛନ୍ତି। ହେଲେ ଚୀନ ଏହାର ଦୋମୁହାଁ ନୀତିରୁ ବାହାରିପାରୁ ନାହିଁ। ବିଭିନ୍ନ ସମୟରେ ଭାରତୀୟ…

ଭାଇ ବୋହୂଙ୍କୁ ଦୁଷ୍କର୍ମ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେଲା ଦେଢ଼ଶୁର, ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ

କଟକ : ଭାଇ ବୋହୂଙ୍କୁ ଦୁଷ୍କର୍ମ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ, ସଜ୍ଜା ଭୋଗିଲେ ଦେଢ଼ଶୁର। ଏକ ଦୁଷ୍କର୍ମ ଅଭିଯୋଗ ମାମଲାର ଶୁଣାଣି କରି ଆଜି ରାୟ ପ୍ରକାଶ…

ଉତ୍ତେଜନାପୂର୍ଣ୍ଣ ଭାଷଣ ଦେଇ ପଦ ହରାଇଲେ ବିଧାୟକ

ଉତ୍ତେଜନାପୂର୍ଣ୍ଣ ଭାଷଣ ଦେଇ ପଦବୀ ହରାଇଛନ୍ତି ବିଧାୟକ ଆବ୍ବାସ ଅନସାରୀ। ଉତ୍ତରପ୍ରଦେଶର ମାଉ ବିଧାୟକ ଅବ୍ବାସ ହେଉଛନ୍ତି ପୂର୍ବତନ ବିଧାୟକ ତଥା ଗ୍ୟାଙ୍ଗଷ୍ଟର ମୁଖତାର ଅନସାରୀଙ୍କ ପୁଅ।…

୭ ଦୁର୍ଦ୍ଦାନ୍ତ ଅପରାଧି ଗିରଫ, ୭ ମାଉଜର ଓ ୬ ମାଗାଜିନ ଜବତ

ବ୍ରହ୍ମପୁର : ବ୍ରହ୍ମପୁର ବୈଦ୍ୟନାଥପୁର ଓ ଗୋଷାଣି ନୂଆଗାଁ ପୋଲିସର ଚଢ଼ାଉ । ୭ ଦୁର୍ଦ୍ଦାନ୍ତ ଅପରାଧି ଗିରଫ । ସେମାନଙ୍କ ନିକଟରୁ ୭ମାଉଜର, ୬ ମାଗାଜିନ, ୩୪…

ଜୁନ୍ ୧୨ରୁ ସିଧା ଆବୁଧାବିକୁ ଉଡିବ ବିମାନ

ଭୁବନେଶ୍ବର: ସିଧା ରାଜଧାନୀ ଭୁବନେଶ୍ବରରୁ ୟୁଏଇ ରାଜଧାନୀ ଆବୁଧାବି ସହ ସଂଯୋଗ ହେବ ବିମାନ ସେବା । ଆସନ୍ତା  ଜୁନ୍‌ ୧୨ ତାରିଖରେ ଭୁବନେଶ୍ୱର ବିମାନବନ୍ଦରରୁ  ସିଧା…

ଗତ ୨୪ଘଣ୍ଟା ମଧ୍ୟରେ ୬୮୫ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ, ୪ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ ପୁଣିଥରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇବାରେ ଲାଗିଛି। ସ୍ବାସ୍ଥ୍ୟମନ୍ତ୍ରାଳୟ ମଇ ୩୧ ତାରିଖ ସକାଳ ୮ଟା ପର୍ଯ୍ୟନ୍ତ ଜାରି କରିଥିବା ଆକଳନ ଅନୁଯାୟୀ…