ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଲାଗି ଫର୍ମ ପୂରଣ ଆରମ୍ଭ
କଟକ: ୨୦୨୫ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଲାଗି ଫର୍ମ ପୂରଣ ଆରମ୍ଭ ହୋଇଛି। ଚଳିତ ବର୍ଷ ପରୀକ୍ଷାରେ ଅନୁପସ୍ଥିତ ଥିବା ପ୍ରାର୍ଥୀ, ପରୀକ୍ଷା ଦେଇ ଫେଲ୍ ହୋଇଥିବା ପରୀକ୍ଷାର୍ଥୀ ଓ କପି କରି ଏମ୍ପି ହୋଇଥିବା ପରୀକ୍ଷାର୍ଥୀମାନେ ହିଁ ପୁଣି ପରୀକ୍ଷା…