Month: May 2025

ଜ୍ଞାନପୀଠ ପୁରସ୍କାରରେ ସଂସ୍କୃତ ପଣ୍ଡିତ ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ ସମ୍ମାନିତ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀରେ ସଂସ୍କୃତ ପଣ୍ଡିତ ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟଙ୍କୁ ୨୦୨୩ ବର୍ଷ ପାଇଁ ୫୮ତମ ଜ୍ଞାନପୀଠ ପୁରସ୍କାର ପ୍ରଦାନ କରିଛନ୍ତି। ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ ଏବଂ ବିଶିଷ୍ଟ ଉର୍ଦ୍ଦୁ କବି ଏବଂ ଗୀତିକାର ଗୁଲଜାରଙ୍କୁ ୨୦୨୩ ପାଇଁ ଏହି ସମ୍ମାନଜନକ…

ଦୁର୍ବଳ ହୋଇଗଲାଣି ଇଣ୍ଡିଆ ମେଣ୍ଟ: ପି ଚିଦାମ୍ବରମ

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ଏବଂ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ ‘ଇଣ୍ଡିଆ’ ମେଣ୍ଟ ଉପରେ ଚିନ୍ତା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ବିରୋଧୀ ଦଳଗୁଡ଼ିକର ଏହି ମେଣ୍ଟ ଏବେ ବି ସମ୍ପୂର୍ଣ୍ଣ ଏକଜୁଟ ଅଛି କି ନାହିଁ…

ରଥଖଳା ଚଳଚଞ୍ଚଳ, ପ୍ରତି ରଥର ନାହାକା ଅଖ କାମ ଆରମ୍ଭ

ପୁରୀ: ଆସନ୍ତା ୧୯ ତାରିଖରେ ପବିତ୍ର ଭଉଁରୀ ତିଥି । ପରମ୍ପରା ଅନୁସାରେ ରଥ ଖଳାକୁ ଆଜ୍ଞା ମାଳ ବିଜେ କରିବା ସହ ଚକ ଅଖ ଯୋଖା ନୀତି ଅନୁଷ୍ଠିତ ହେବ । ବିଶ୍ଵକର୍ମା ମହାରଣା ମାନେ ଚକ ନିର୍ମାଣରେ ଲାଗିପଡ଼ିଥିବାବେଳେ…

ସମ୍ବଲପୁରରୁ ଖୁବ୍ ଶୀଘ୍ର କୃଷି ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ କରିବ: ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର: ସମ୍ବଲପୁରରେ ଆୟୋଜିତ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରାରେ ସାମିଲ ହୋଇଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତାଙ୍କ ସହ ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ଓ ପୂର୍ବତନ ବିଧାୟକ ନାଉରୀ ନାୟକ ପ୍ରମୁଖ ତ୍ରିରଙ୍ଗା…

ନିଯୁକ୍ତି ପାଇବେ ୧୫ଟି ବିଶ୍ବବିଦ୍ୟାଳୟର ଭିସି, ପୂରଣ ହେବ ହଜାରରୁ ଅଧିକ ଅଧ୍ୟାପକ ପୋଷ୍ଟ

ଭୁବନେଶ୍ବର: ରାଜ୍ୟ ସରକାର ଖୁବଶୀଘ୍ର ୧୫ଟି ରାଜ୍ୟ ବିଶ୍ୱବିଦ୍ୟାଳୟରେ ଭାଇସ୍‌ଚାନ୍ସଲର(ଭିସି)ଙ୍କ ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଯାଉଛନ୍ତି। ଏଥିସହିତ କଲେଜଗୁଡ଼ିକରେ ଦୀର୍ଘ ଦିନ ଧରି ଖାଲି ପଡ଼ିଥିବା ଅଧ୍ୟାପକ ପଦବୀ ମଧ୍ୟ ପୂରଣ ହେବ । ନିଯୁକ୍ତି ଉପରେ ଲାଗିଥିବା ପୂର୍ବ…

ନେତାଜୀ ସୁବାଷ ଚନ୍ଦ୍ର ବୋଷ ସେତୁ ଉପରେ ସିରିଜ୍ ଦୁର୍ଘଟଣା, ୪ ଆହତ

କଟକ : ନେତାଜୀ ସୁବାଷ ଚନ୍ଦ୍ର ବୋଷ ସେତୁ ଉପରେ ସିରିଜ୍ ଦୁର୍ଘଟଣା। ପଛକୁ ପଛ ପିଟିହେଲା ୫ଟି କାର୍। ଦୁର୍ଘଟଣାରେ ୪ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି।

ଆତଙ୍କବାଦୀ ବିରୋଧୀ ଲଢେଇର ନେତୃତ୍ୱ ନେଉଛି ବାୟୁସେନା

ଗୁଜରାଟ ଭୁଜ୍‍ ଏୟାରବେସରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଅପରେସନ ସିନ୍ଦୂରରେ ବାୟୁସେନାର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ଥିବାରୁ ସେନାର ବୀରତ୍ୱକୁ ସଲାମ କରିଛନ୍ତି ରାଜନାଥ । ଭୁଜ ଏୟାରବେସରୁ ଉଡାଣ ଆରମ୍ଭ କରି ଲଢୁଆ ବିମାନ ପରାକ୍ରମ ଦେଖାଇଛି।…

ବଜ୍ରପାତ ନେଲା ଗୋଟିଏ ପରିବାରର ୩ ଜୀବନ

ଲକ୍ଷ୍ମୀପୁର : ବଜ୍ରପାତ ନେଲା ଗୋଟିଏ ପରିବାରର ୩ ଜୀବନ । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନା ଓଡ଼ିଆପେଣ୍ଠ ପଂଚାୟତ ପର୍ଡିଗୁଡା ଗାଁରେ ଅଘଟଣ ଘଟିଛ । ମୃତକ ହିଙ୍ଗୁ ମାଣ୍ଡିଙ୍ଗା, ବୁରୁଦି ମାଣ୍ଡିଙ୍ଗା ଓ କଷା ମାଣ୍ଡିଙ୍ଗା । ୩ଜଣ…

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ଧର୍ମଶାଳା ବ୍ଲକ ଏବିଡିଓ

ଯାଜପୁର: ଗିରଫ ହେଲେ ଧର୍ମଶାଳା ବ୍ଲକ ଏବିଡିଓ ଅସିତ ପାତ୍ର। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ। ଗତକାଲି ଅସିତ ପାତ୍ରଙ୍କ ଘରେ ଚଢ଼ାଉ କରିଥିଲା ଭିଜିଲାନ୍ସ। ଏହି ଚଢାଉ ବେଳେ ୩ଟି ବହୁତଳ କୋଠା, କଟକରେ…

ଚୀନ୍‌ରେ ଭୂମିକମ୍ପ

ବେଜିଂ: ଚୀନରେ ଶୁକବ୍ରାର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ‘ଏକ୍ସ’ ଜରିଆରେ ଏନେଇ ସୂଚନା ଦେଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୫ ରେକର୍ଡ କରାଯାଇଛି। ଭାରତୀୟ ସମୟାନୁସାରେ, ମେ’ ୧୬ ତାରିଖ ସକାଳ ୬ଟା…