Month: December 2024

ହସ୍ପିଟାଲ ପରେ ଏବେ ହୋଟେଲ୍‌, ବାଂଲାଦେଶୀଙ୍କ ଏଣ୍ଟ୍ରି ଉପରେ ଲାଗିଲା ବ୍ୟାନ୍‌

ପ୍ରଥମେ ହସ୍ପିଟାଲ ଆଉ ଏବେ ହୋଟେଲ। ବାଂଲାଦେଶୀଙ୍କୁ ପାଇଁ ଲାଗିଲା ନୋ-ଏଣ୍ଟ୍ରି ବୋର୍ଡ। ବାଂଲାଦେଶ ନାଗରିକଙ୍କ ଉପରେ ବ୍ୟାନ୍‌ ଲଗାଇଲେ ତ୍ରିପୁରା ହୋଟେଲ ଏବଂ ରେଷ୍ଟୁରାଣ୍ଟ ମାଲିକ ସଂଘ। ଏଣିକି ଆଉ ବାଂଲାଦେଶୀଙ୍କୁ ହୋଟେଲ୍‌ରେ ମିଳିବନି ରୁମ୍‌। ରେଷ୍ଟୁରାଣ୍ଟରେ ସେମାନଙ୍କୁ ଆଉ…

ଆଷାଢ଼ ଶୁକ୍ଳ ଦ୍ଵିତୀୟା ଠାରୁ ଦଶମୀ ମଧ୍ୟରେ ରଥଯାତ୍ରା କରିବ ଇସ୍କନ

ପୁରୀ: ଅଦିନିଆ ନୁହେଁ ଗୋଟିଏ ତିଥିରେ ରଥଯାତ୍ରା ପାଇଁ ଉଦ୍ୟମ ଜାରି ରଖିଛି ଶ୍ରୀମନ୍ଦିର ପ୍ରଶାସନ । ଏନେଇ ଗତକାଲି ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଶ୍ରୀନଅରରେ ବସିଥିଲା ବୈଠକ । ବୈଠକରେ ଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ନୀତି ପ୍ରଶାସକ…

ଭୂଜାଲି ଚୋଟରେ ରାଜସ୍ବ କର୍ମଚାରୀ ଗୁରୁତର

ଟାଙ୍ଗୀ: ଭୂଜାଲି ଚୋଟରେ ରାଜସ୍ବ କର୍ମଚାରୀ ଗୁରୁତର । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ସୋରଣ ରାଜସ୍ବ ନୀରିକ୍ଷକ କାର୍ଯ୍ୟାଳୟ ସମ୍ମୁଖରେ ମରଣାନ୍ତକ ଆକ୍ରମଣ ହୋଇଛି । ଗୁରୁତର କର୍ମଚାରୀ ହେଲେ ମନୋଜ ହରିଚନ୍ଦନ । ଚିଲିକା ତହସିଲ କାର୍ଯ୍ୟାଳୟରେ ଚତୁର୍ଥ…

କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା, ସପ୍ତମ ଅଭିଯୁକ୍ତ ଗିରଫ

କଟକ: କଟକରେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ଘଟଣା । ବିଶାଖାପାଟଣାର ଏକ ଚା ଦୋକାନରୁ ସପ୍ତମ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଯୁବକ ଜଣଙ୍କ ନୟାଗଡ଼ର ହୋଇଥିବା ବେଳେ ଘଟଣା ପରେ ଫେରାର ଥିଲେ । ଶେଷରେ ଯୁବକଙ୍କୁ…

ମହଙ୍ଗା ହେବ କୋଲ୍ଡ ଡ୍ରିଂକ୍ସ, ସିଗାରେଟ ଓ ତମାଖୁ; ୩୫% ଲାଗିବ GST

କେଲ୍ଡ ଡ୍ରିଂକ୍ସ ବା ମୃଦୁ ପାନୀୟ, ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ସାମଗ୍ରୀ ଉପରେ ବୃଦ୍ଧି ପାଇବ GST। ଏସବୁ ସାମଗ୍ରୀ ଉପରେ GST ୩୫%କୁ ବୃଦ୍ଧି କରିବାକୁ GST ହାର ନିର୍ଦ୍ଧାରଣ କମିଟି ଆଲୋଚନା କରିଛି। ବର୍ତ୍ତମାନ ୨୮% GST…

ରତ୍ନଭଣ୍ଡାରର ତୁରନ୍ତ ମରାମତି ନେଇ ଏଏସଆଇକୁ ଚିଠି

ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାରର ତୁରନ୍ତ ମରାମତି ନେଇ ଏଏସଆଇକୁ ଚିଠି । ଏଏସଆଇକୁ ଚିଠି ଲେଖି ଅନୁରୋଧ କଲା ଶ୍ରୀମନ୍ଦିର ପ୍ରଶାସନ । ଜିପିଆର୍-ଜିପିଏସ୍ ସର୍ଭେ ରିପୋର୍ଟ ମିଳିବା ପରେ ଚିଠି ଲେଖିଲା ପ୍ରଶାସନ । ସମଗ୍ର ରତ୍ନଭଣ୍ଡାରର ମରାମତି, ରକ୍ଷଣାବେକ୍ଷଣ…

ନୌସେନା ଦିବସ ଦେଖିବାକୁ ବସରେ ପୁରୀ ଯିବେ ବିଧାୟକ, ଗୃହରେ ଘୋଷଣା କଲେ ବାଚସ୍ପତି

ଭୁବନେଶ୍ୱର : ବସରେ ନୌସେନା ଦିବସ ଦେଖିବାକୁ ପୁରୀ ଯିବେ ବିଧାୟକ | ସମସ୍ତ ବିଧାୟକ ଆସନ୍ତା ବୁଧବାର ଡ଼ିସେମ୍ବର 4 ତାରିଖରେ ନୌସେନା ଦିବସ ଦେଖିବାକୁ ପୁରୀ ଯିବା ପାଇଁ ଗୃହରେ ଘୋଷଣା କଲେ ବାଚସ୍ପତି ସୁରମା ପାଢ଼ୀ |…

ବାତ୍ୟା ପରେ ବନ୍ୟା ସ୍ଥିତି, ରାସ୍ତାରେ ଭାସୁଛି ବସ୍

ବାତ୍ୟା ‘ଫେଙ୍ଗଲ୍’ ଶନିବାର ରାତିରେ ତାମିଲନାଡ଼ୁ ଓ ପୁଡୁଚେରୀ ଉପକୂଳ ଅତିକ୍ରମ କରିସାରିଛି। ହେଲେ ଉଭୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଛି। ଯାହା ଭୟଙ୍କର ବନ୍ୟାର ରୂପ ନେଲାଣି। ତେବେ ତାମିଲନାଡ଼ୁର କ୍ରିଷ୍ଣାଗିରି ଜିଲ୍ଲା ଗତ…

ଖୋଲିଲା ପୁଟସିଲ ଇକୋ ରିଟ୍ରଟ୍

ଜୟପୁର: ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ କୋରାପୁଟ ଜିଲ୍ଲା । ସେମିଳିଗୁଡା ବ୍ଲକ ଅନ୍ତର୍ଗତ ଦୁଧାରୀ ପଞ୍ଚାୟତର ପୁଟସିଲ ଓ ଫୁଲବନ୍ଧ ମଧ୍ୟରେ ଥିବା ପର୍ବତ ଗିର୍ଲିମାଳୀ । ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଦୃଷ୍ଟିରୁ ଓଡ଼ିଶା ସରକାର ଗତ କିଛି ବର୍ଷ ପୂର୍ବେ…

ଦେହ ଅସୁସ୍ଥ ଥିବା ଦର୍ଶାଇ ମହାୟୁତି ବୈଠକକୁ ଆସିଲେନି ସିନ୍ଦେ

ମହାରାଷ୍ଟ୍ରରେ ବିଜେପି ନେତୃତ୍ଵାଧୀନ ମହାୟୁତି ମେଣ୍ଟରେ ସରକାର ଗଠନ ପାଇଁ ଏପର୍ଯ୍ୟନ୍ତ ଅଙ୍କ ଛିଡ଼ୁନି। ଯଦିଓ ବିଜେପି ମେଣ୍ଟରେ ଥିବା ଏନସିପି ମୁଖିଆ ଅଜିତ ପାୱାର ବିଜେପିକୁ ବହୁ ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ସମର୍ଥନ କରିଛନ୍ତି, ହେଲେ ବିଜେପିର ମୁଣ୍ଡ…