Month: July 2024

ଘରୋଇ ନର୍ସିଂହୋମରେ ଅଗ୍ନିକାଣ୍ଡ, ଜଳିଲା ଆଇସିୟୁ ଡ୍ୟୁଟି ରୁମ

ବାରିପଦା: ପୁଣି ଏକ ଘରୋଇ ନର୍ସିଂହୋମରେ ଅଗ୍ନିକାଣ୍ଡ। ବାରିପଦାରେ ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ। ଟାଉନ୍ ଥାନା ଅନ୍ତର୍ଗତ ସାଇ ହସ୍ପିଟାଲରେ ନିଆଁ ଲାଗିଛି। ଆଜି ଭୋର୍ ସମୟରେ ଦ୍ବିତୀୟ ମହଲାର ଆଇସିୟୁ (ICU) ଡ୍ୟୁଟି ରୁମରେ ନିଆଁ ଲାଗିଥିବା ସୂଚନା ରହିଛି।…

ଭଙ୍ଗାଗଲା ଭିତର ରତ୍ନଭଣ୍ଡାର ର ୩ଟି ତାଲା, ସିନ୍ଦୁକ-ଆଲ୍‌ମିରାରେ ରହିଛି ଅଳଙ୍କାର: ମୁଖ୍ୟ ପ୍ରଶାସକ

ପୁରୀ: ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ରବିବାର ଦିନ ୧ଟା ୨୮ରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲାଯାଇଛି। ରତ୍ନଭଣ୍ଡାର ଖୋଲିବା ପାଇଁ ଗଠନ କରାଯାଇଥିବା ସ୍ବତନ୍ତ୍ର ଟିମ୍‌ ପ୍ରଥମେ ବାହାର ରତ୍ନଭଣ୍ଡାର ଖୋଲିଛନ୍ତି। ପ୍ରଥମେ ବାହାର ରତ୍ନଭଣ୍ଡାର ଖୋଲିବା ପରେ ଅଳଙ୍କାର ସ୍ଥାନାନ୍ତରିତ…

ନନ୍ଦନକାନନକୁ ରାଞ୍ଚିରୁ ଆସିଲେ ମହାବଳ ବାଘ ସହ ଅନ୍ୟାନ୍ୟ ଜୀବଜନ୍ତୁ

ଭୁବନେଶ୍ୱର : ନନ୍ଦନକାନନକୁ ଆସିଲେ ନୂଆ ଅତିଥି । ରାଞ୍ଚି ବିର୍ସାମୁଣ୍ଡା ବାୟୋଲୋଜିକାଲ ପାର୍କରୁ ଗୋଟିଏ ରୟାଲ ବେଙ୍ଗଲ ଟାଇଗରକୁ ପ୍ରାଣୀ ଉଦ୍ୟାନକୁ ଅଣାଯାଇଛି । ଏହାସହ ୪ଟି ହରିଣ, ୪ଟି ପାଲମ ସିଭେଟ, ୨ଟି ଇଣ୍ଡିଆନ ଫକ୍ସ, ୨ଟି ପେଲିକାନ,…

ଅସ୍ମିତା ଖେଲୋ ଇଣ୍ଡିଆ ମହିଳା ଭାରୋତ୍ତୋଳନ ପ୍ରତିଯୋଗିତାରେ ଓଡ଼ିଶାକୁ ୨୭ ପଦକ

ଭୁବନେଶ୍ୱର: ଅସ୍ମିତା ଖେଲୋ ଇଣ୍ଡିଆ ମହିଳା ଭାରୋତ୍ତୋଳନ ପ୍ରତିଯୋଗିତା (ଜୋନ୍ ଏ) ଉଦଯାପିତ ହୋଇଯାଇଛି। କଳିଙ୍ଗ ଷ୍ଟାଡ଼ିୟମର ବିଜୁ ପଟ୍ଟନାୟକ ଭାରୋତ୍ତୋଳନ କେନ୍ଦ୍ରରେ ୧୧ ତାରିଖରୁ ଆରମ୍ଭ ହୋଇଥିଲା ଏହି ପ୍ରତିଯୋଗିତା। ଯୁବ ବର୍ଗରେ ଓଡ଼ିଶା ୬ଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ…

EOW ପଞ୍ଝାରେ ୬୦୦ କୋଟି ଟଙ୍କା ଠକେଇର ମାଷ୍ଟରମାଇଣ୍ଡ

ଭୁବନେଶ୍ୱର : କ୍ରାଇମବ୍ରାଞ୍ଚ EOWକୁ ବଡ଼ ସଫଳତା । ୬୦୦ କୋଟି ଟଙ୍କା ଠକେଇର ମାଷ୍ଟରମାଇଣ୍ଡ ଗିରଫ। LFS ବ୍ରୋକିଂ ଓ PMS ସର୍ଭିସେସର ମୁଖ୍ୟ ଅଭିଯୁକ୍ତ ସୟଦ ଜିୟାକୁର ରେହମାନକୁ ପଶ୍ଚିମ ବଙ୍ଗ ହୁଗୁଳିରୁ ଗିରଫ କରିଛି EOW ।…

ବେଳେ ବେଳେ ଅତ୍ୟଧିକ ଆତ୍ମବିଶ୍ବାସର ପରିଣାମ ଭୋଗିବାକୁ ପଡ଼ିଥାଏ : ଯୋଗୀ

ଲକ୍ଷ୍ନୌ: ଗତ ଲୋକସଭା ନିର୍ବାଚନ ଫଳାଫଳ ପରେ ଲକ୍ଷ୍ନୌରେ ଭାରତୀୟ ଜନତା ପାର୍ଟି କାର୍ଯ୍ୟକାରିଣୀ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହେଉଛି । ବୈଠକରେ ନିର୍ବାଚନରେ ଦଳ ସମ୍ମୁଖୀନ ହୋଇଥିବା ପରାଜୟର ସମୀକ୍ଷା କରାଯାଉଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୨୦୨୪ ନିର୍ବାଚନ…

ଘରୋଇ ନର୍ସିଂହୋମରେ ଅଗ୍ନିକାଣ୍ଡ ଘଟଣା: ଶିଶୁଭବନରେ ଆଖି ବୁଜିଲା ୧୧ ଦିନର ଶିଶୁ

କଟକ: ଘରୋଇ ନର୍ସିଂହୋମ୍‌ ତ୍ରିଶା ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣାରେ ଶିଶୁ ଭବନରେ ଚିକିତ୍ସାଧୀନ ଜଣେ ୧୧ ଦିନର ଶିଶୁର ମୃତ୍ୟୁ ଘଟିଛି। ମୃତ ଶିଶୁଟି ଭଦ୍ରକ ଚାନ୍ଦବାଲି ଅଞ୍ଚଳର ହୋଇଥିବା ସୂଚନା ରହିଛି। ମୃତ୍ୟୁ ନେଇ ସୂଚନା ଦେଲେ ଶିଶୁ ଭବନ…

ମୋଦିଙ୍କ ‘୪ ବର୍ଷରେ ୮ କୋଟି’ ଚାକିରି ବୟାନକୁ ମିଛ କହିଲେ ଖଡଗେ

ଦେଶରେ ୪ ବର୍ଷ ମଧ୍ୟରେ ୮ କୋଟି ଚାକିରି ସୃଷ୍ଟି କରାଯାଇ ବେକାରୀ ସମସ୍ୟାର ମିଛ ଖବର ପ୍ରଚାର କରୁଥିବା ଲୋକଙ୍କୁ ଚୁପ କରି ଦିଆଯାଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିନକ ତଳେ କହିଥିଲେ। ମୋଦିଙ୍କ ଏହି ୮ କୋଟି…

ବିଦ୍ୟୁତ ଆଘାତ ଲାଗି ୧୦ରୁ ଉର୍ଦ୍ଧ୍ୱ ଶିଶୁ ଗୁରୁତର

ଗଞ୍ଜାମ: ବିଦ୍ୟୁତ ଆଘାତ ଲାଗି ୧୦ରୁ ଉର୍ଦ୍ଧ୍ୱ ଶିଶୁ ଗୁରୁତର ହୋଇଥିବା ଖବର ଆସିଛି। ଫାଶିଗୁଡ଼ା ଗାଁରେ ମନ୍ଦିର ପ୍ରତିଷ୍ଠା ବେଳେ ଏହି ଅଘଟଣ ଘଟିଛି। ରାମାୟଣ ନାଟକ ପ୍ରଦର୍ଶନ ବେଳେ ଷ୍ଟେଜ ନିକଟରେ ବିଦ୍ୟୁତ ଆଘାତରେ ଶିଶୁମାନେ ଗୁରୁତର ହୋଇଛନ୍ତି।…

ଅତିଥିମାନଙ୍କୁ ୧.୫ କୋଟି ଟଙ୍କିଆ ଘଣ୍ଟା ଗିଫ୍ଟ କଲେ ଅନନ୍ତ ଅମ୍ବାନୀ

ଚର୍ଚ୍ଚାରେ ଅମ୍ବାନୀ ପରିବାରର ବାହାଘର। ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତଙ୍କ ସହ ରାଧିକା ମର୍ଚ୍ଚାଣ୍ଟଙ୍କ ବାହାଘର ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ବାହାଘରରେ ଦେଶ ବିଦେଶରୁ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ। ବାହାଘର ପାଇଁ ଅମ୍ବାନୀ ପରିବାର…