Month: February 2024

ବେଙ୍ଗଲରେ ଟିଏମସି, ପଞ୍ଜାବରେ ଜଲୱା ଦେଖାଇବେ ଆପ ଓ କଂଗ୍ରେସ

ନୂଆଦିଲ୍ଲୀ : ଆସନ୍ତା ଲୋକସଭା ନିର୍ବାଚନ ଓ ଫଳାପଳ ପୂର୍ବରୁ କିଛି ଜାତୀୟ ଗଣମାଧ୍ୟମ ସେମାନଙ୍କ ସର୍ଭେ ରିପୋର୍ଟ ପ୍ରକାଶ କରିବାରେ ଲାଗିଛନ୍ତି। ବିଶାଳ ଜନସଂଖ୍ୟା ମଧ୍ୟରୁ ମାତ୍ର କିଛି ହଜାର ଲୋକଙ୍କୁ ସର୍ଭେ ସାମିଲ କରି ଗଣମାଧ୍ୟମ ଗୁଡ଼ିକ ରିପୋର୍ଟ…

‘ହେମନ୍ତ ସୋରେନଙ୍କ ଘରୁ ଜବତ BMW କାର୍ କଂଗ୍ରେସ ସାଂସଦ ଧୀରଜ ସାହୁଙ୍କର’

ରାଞ୍ଚି : ଅର୍ଥ ହେରଫେର୍ ମାମଲାରେ ଗିରଫ ହୋଇଥିବା ଝାଡ଼ଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଜବତ ସମ୍ପତ୍ତିକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଇଡି ତାଙ୍କ ଘରୁ ଜବତ କରିଥିବା BMW କାର୍ ତାଙ୍କର ନୁହେଁ। ଏହି କାର୍…

‘ହୁକ୍କା’ରେ, ଲାଗିଲା ବ୍ୟାନ୍‌, ବିଜ୍ଞାପନ ଓ ପ୍ରଚାର ପ୍ରସାର ଉପରେ ମଧ୍ୟ ରୋକ୍‌

ବେଙ୍ଗାଲୁର : ଆଉ ମିଳିବନି ହୁକ୍କା। ଯୁବପିଢ଼ି ଆଉ ଟାଣି ପାରିବେନି ହୁକ୍କା। ଲାଗିଲା ବ୍ୟାନ୍। ହୁକ୍କା ଉତ୍ପାଦର କିଣା ବିକା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ରାଜ୍ୟ ସରକାର। କେବଳ ସେତିକି ନୁହେଁ ହୁକ୍କାର ବିଜ୍ଞାପନ ଓ ପ୍ରଚାର ପ୍ରସାର ଉପରେ…

ମୋଦୀ ଓବିସି ନୁହଁନ୍ତି, ସାଧାରଣ ବର୍ଗର: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀ ଭାରତ ଯୋଡୋ ନ୍ୟାୟ ଯାତ୍ରା ଅବସରରେ ‌ଏବେ ଝାରସୁଗୁଡ଼ରରେ ଅଛନ୍ତି। ଏହି ସମୟରେ ଭାଷଣ ଦେଇଥିବା ବେଳେ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଜାତି ବିଷୟରେ ମିଥ୍ୟା କହିଛନ୍ତି ବୋଲି ପ୍ରକାଶ କରିଛନ୍ତି ରାହୁଲ।। ପ୍ରଧାନମନ୍ତ୍ରୀ…

୫ମ ଶ୍ରେଣୀ ଯାଏଁ ପାଠପଢ଼ିଥିଲେ ବି ଏଭଳି ଭାବେ ମୁଁ ଇଂରାଜୀ କହିବା ଶିଖିଛି: ସୀମା

ନୂଆଦିଲ୍ଲୀ: ଅନଲାଇନରେ ପବଜି ଗେମ ଖେଳୁଥିବା ବେଳେ ପାକିସ୍ତାନର ବ‌ାସିନ୍ଦା ଭାରତରେ ରହୁଥିବା ସୀମା ହାଇଦରଙ୍କ ପ୍ରେମରେ ପଡ଼ିଯାଇଥିଲେ। ଏହାପରେ ସେ ପାକିସ୍ତାନ ସୀମା ଅତିକ୍ରମ କରି ଭାରତରେ ନିଜ ପ୍ରେମିକଙ୍କ ପାଖରେ ଆସି ପହଞ୍ଚିଯାଇଥିଲେ। ସମ୍ପ୍ରତି ସୀମା ହାଇଦର ଗ୍ରେଟର…

ଚାଲିଗଲା ଦୁଇ ପର୍ବତାରୋହୀଙ୍କ ଜୀବନ, ୪୮ ଘଣ୍ଟା ଯାଏ ଶବକୁ ଜଗି ରହିଲା କୁକୁର

ନୂଆଦିଲ୍ଲୀ : କୁକୁର ଅତ୍ୟନ୍ତ ବିଶ୍ୱସ୍ତ। ସେ ସବୁବେଳେ ନିଜ ମାଲିକଙ୍କ ପାଖରେ ରହିବାକୁ ଚାହେଁ। ତା’ ପାଇଁ ମାଲିକ ସବୁ କିଛି। ମୃତ୍ୟୁ ପରେ ମଧ୍ୟ ସେ ମାଲିକଙ୍କୁ ଏକା କରେ ନାହିଁ। କୁକୁର କେବେ ହେଲେ ଧୋକ୍କା ଦିଏ…

କଂଗ୍ରେସର ‘ବ୍ଲାକ୍ ପେପର୍’ ରିଲିଜ୍; ସରକାର ଅର୍ଥନୀତିରେ ବିଫଳ କହିଲେ ଖଡଗେ

ନୂଆଦିଲ୍ଲୀ : ବିଜେପି ସରକାରଙ୍କ ‘ହ୍ୱାଇଟ୍ ପେପର୍’ ବିପକ୍ଷରେ ‘ବ୍ଲାକ୍ ପେପର୍’ ରିଲିଜ୍ କଲା କଂଗ୍ରେସ। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଆଜି ବ୍ଲାକ୍ ପେପର୍ ପ୍ରକାଶ କରି ବିଜେପି ସରକାର ଉପରେ ପ୍ରବଳ ବର୍ଷିଛନ୍ତି। ଏହି ‘ବ୍ଲାକ୍ ପେପର୍’ରେ ବିଜେପି…

ଦିଲ୍ଲୀ-ନୋଇଡ଼ା ମାର୍ଗରେ ବଡ଼ ଧରଣର ଟ୍ରାଫିକ୍‌ ଜାମ୍‌; ଅଟକି ରହିଲା ଅନେକ ଦୁଇ ଓ ଚାରିଚକିଆ ଯାନ

ନୂଆଦିଲ୍ଳୀ: ଗୁରୁବାର ସକାଳେ ଦିଲ୍ଲୀ-ନୋଏଡା ସୀମାରେ ଖୁବ୍‌ ଜୋର୍‌ରେ ଟ୍ରାଫିକ ଜାମ୍ ହୋଇଥିବା ଖବର ରହିଛି। ନୋଏଡା ଏବଂ ଗ୍ରେଟର ନୋଏଡାର କୃଷକମାନେ ସଂସଦକୁ ବିରୋଧ ପ୍ରଦର୍ଶନ କରିବା ପରେ ଏହି ଟ୍ରାଫିକ୍‌ ଜାମ୍‌ ଉପୁଜିଛି। ସରିତା ବିହାର ଅଞ୍ଚଳରେ ଜାମରେ…

କାନାଡାକୁ କଡ଼ା ଜବାବ ଦେଲା ଭାରତ

ନୂଆଦିଲ୍ଲୀ : ଥମୁନି ଭାରତ ଓ କାନାଡା ମଧ୍ୟରେ ଲାଗି ରହିଥିବା ବିବାଦ। ଦୁଇ ଦେଶ ମଧ୍ୟରେ ଦିନକୁ ଦିନ ତିକ୍ତତା ବଢ଼ିବାରେ ଲାଗିଛି। ଏହାରି ଭିତରେ ଦେଶକୁ ବଦ୍‌ନାମ କରିବାକୁ ଚେଷ୍ଟା କରୁଥିବା କାନାଡାକୁ ନିଜ ଷ୍ଟାଇଲ୍‌ରେ କଡା ଜବାବ…

ବିକାଶ ଓ ଅପରାଧକୁ ନେଇ ରାଜନୀତି କରିବା ଠିକ୍ ନୁହେଁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଆଲୋଚନାର ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପରୀ ଭଳି ସମ୍ବେଦନଶୀଳ ମାମଲାରେ ବିରୋଧୀ ରାଜନୀତି କରୁଛନ୍ତି। ଗତକାଲି ପରୀ ଘଟଣାରେ ଦୋଷୀ ଦଣ୍ଡ ପାଇଛି। ବିରୋଧୀ…