Month: February 2024

ସ୍ବାସ୍ଥ୍ୟ ପାଇଁ ବ୍ୟୟବରାଦ ୨୪% ବୃଦ୍ଧି

ଭୁବନେଶ୍ବର : ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଦ୍ବାରା ଉପସ୍ଥାପିତ ରାଜ୍ୟ ଅନ୍ତରୀଣ ବଜେଟରେ ସ୍ବାସ୍ଥ୍ୟ କ୍ଷେତ୍ର ଉପରେ ଗୁରୁତ୍ବ ପ୍ରଦାନ କରାଯାଇଛି । ଜନସ୍ବାସ୍ଥ୍ୟ ସେବା କ୍ଷେତ୍ର ପାଇଁ ୧୯୯୫୯ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ଯାହାକି ପୂର୍ବବର୍, ତୁଳନାରେ…

ଚଳଚ୍ଚିତ୍ର ନିର୍ମାଣ ମାଧ୍ୟମରେ ଜନଜାତିମାନେ ସେମାନଙ୍କ ସମସ୍ୟା ବିଷୟରେ କହିପାରିବେ : କୁଳପତି

କୋରାପୁଟ: ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓ ପୁଣେସ୍ଥିତ ଭାରତୀୟ ଚଳଚ୍ଚିତ୍ର ଓ ଦୂରଦର୍ଶନ ପ୍ରତିଷ୍ଠାନ (ଏଫଟିଆଇଆଇ)ର ମିଳିତ ଆନୁକୂଲ୍ୟରେ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ଚଳଚ୍ଚିତ୍ର ଭିତ୍ତିକ ଦକ୍ଷତା ପାଠ୍ୟକ୍ରମ ଉପରେ ଏକ କର୍ମଶାଳା ଗୁରୁବାର ବିଶ୍ବବିଦ୍ୟାଳୟ ପରିସରରେ ଉଦ୍‌ଘାଟିତ ହୋଇଯାଇଛି।…

୩ ଦିନିଆ ଓଡ଼ିଶା ଗସ୍ତରେ ଭାରତର ମୁଖ୍ୟ ନିର୍ବାଚନ କମିସନର

ଭୁବନେଶ୍ବର: ଓଡ଼ିଶା ଆସୁଛନ୍ତି ଭାରତର ମୁଖ୍ୟ ନିର୍ବାଚନ କମିସନର ରବି କୁମାର। ନିର୍ବାଚନ ପାଇଁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ସେ। ଏହି ଗସ୍ତ ଅବସରରେ ମୁଖ୍ୟ ନିର୍ବାଚନ କମିସନର ପ୍ରସ୍ତୁତି ନେଇ ସମୀକ୍ଷା କରିବେ। ଆସନ୍ତା ୧୫ ତାରିଖରୁ…

୮ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ସଇଁତଳା ତହସିଲ ଅମିନ

ସଇଁତଳା: ବଲାଙ୍ଗୀର ଜିଲ୍ଲା ସଇଁତଳା ତହସିଲରେ କାର୍ଯ୍ୟରତ ଅମିନ ନିର୍ମଳେନ୍ଦୁ କବି ଆଜି ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ସଇଁତଳାର ନିରଞ୍ଜନ ସାହୁଙ୍କୁ ତାଙ୍କ ଜମି ଡିମାରକେସନ ବାବଦକୁ ଆଗରୁ ଅମିନ ନିର୍ମଳେନ୍ଦୁ କବି ପଇସା ଲାଞ୍ଚ ମାଗୁଥିଲେ। ଏ ନେଇ ବଲାଙ୍ଗୀର…

ବିଧାନସଭାରେ ଅର୍ପଣ ରଥ ଓ ଉଷୁନା ଚାଉଳ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଲା ବିଜେପି

ଭୁବନେଣ୍ବର: ଶୂନ୍ୟକାଳରେ ବିଜେପି ପୁଣି ଉଠାଇଲା ଅର୍ପଣ ରଥ ଓ ଉଷୁନା ଚାଉଳ ପ୍ରସଙ୍ଗ। ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ। କାହା ନିର୍ଦ୍ଦେଶରେ ଅର୍ପଣ ରଥ ବାହାରିଥିଲା ? କାହା ନିର୍ଦ୍ଦେଶରେ…

ଛାଡ଼ପତ୍ର ନେଇ ସୂଚନା ଦେଲେ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି

କଟକ: ଅବଶେଷରେ ଓଲିଉଡର ‌ସେଲିବ୍ରିଟି ଯୋଡ଼ି ଅନୁଭବ-ବର୍ଷାଙ୍କ ୧୦ ବର୍ଷର ସମ୍ପର୍କରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ହୋଇଛି ଛାଡ଼ପତ୍ର। ଏନେଇ ‘ଏକ୍ସ’ରେ ନିଜ ବିବାହ ବିଚ୍ଛେଦ ସଂପର୍କରେ…

ବିଜ୍ଞାନପ୍ରଚାର ସମିତି ସାଲେପୁର ଶାଖା ପକ୍ଷରୁ ଦୈନନ୍ଦିନ ବ୍ୟବହାରରେ ଔଷଧୀୟ ବୃକ୍ଷ ପୁସ୍ତକର ଉନ୍ମୋଚନ

କଟକ : ବିଶିଷ୍ଟ ମତ୍ସ୍ୟବିଜ୍ଞାନୀ ଡକ୍ଟର ଗଜେନ୍ଦ୍ରନାଥ ମିତ୍ରଙ୍କ ୧୦୮ତମ ଜନ୍ମବାର୍ଷିକୀ ଅବସରରେ ବିଜ୍ଞାନପ୍ରଚାର ସମିତି ସାଲେପୁର ଶାଖା ପକ୍ଷରୁ ଏକ ପ୍ରତିଭାପୂଜନ କାର୍ଯ୍ୟକ୍ରମ ବିବେକାନନ୍ଦ ବିଦ୍ୟାପୀଠ, ବହୁଗ୍ରାମ ଠାରେ ଅନୁଷ୍ଠିତ ହୋଇଯାଇଛି | ଏହି ଉପଲକ୍ଷେ ଆୟୋଜିତ ସଭାରେ ସଭାପତିତ୍ବ…

ଝାରସୁଗୁଡ଼ାରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରା

ଝାରସୁଗୁଡ଼ା: ଝାରସୁଗୁଡ଼ାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାରତ ଯୋଡ଼ ନ୍ୟାୟ ଯାତ୍ରା କରିଛନ୍ତି। ଝାରସୁଗୁଡ଼ା ପୁରୁଣା ବସଷ୍ଟାଣ୍ଡରୁ ଯାତ୍ରା ଆରମ୍ଭ କରିଥିଲେ ରାହୁଲ ଗାନ୍ଧୀ। ପ୍ରାୟ ଦୁଇ କିଲୋମିଟର ଯାତ୍ରା ପରେ ଜନସାଧାରଣଙ୍କୁ ସମ୍ବୋଧିତ କରିଛନ୍ତି ରାହୁଲ ଗାନ୍ଧୀ। ଏହି…

ଆନ୍ଧ୍ର ପ୍ରଦେଶରେ ଏନଡିଏ ଓ ଇଣ୍ଡିଆ ଗୋଟିଏ ହେଲେ ଆସନ ଜିତି ପାରିବେ ନାହିଁ

ଆନ୍ଧ୍ର ପ୍ରଦେଶରେ ବିଜେପି ନେତୃତ୍ୱାଧୀନ ଏନଡିଏ କିମ୍ବା ବଡ଼ ବଡ଼ ବିରୋଧୀ ଦଳ ଏକାଠି ଗଠନ କରିଥିବା ଇଣ୍ଡିଆ ମେଣ୍ଟକୁ ଲାଗିବ ଝଟକା। କାରଣ ୨୦୨୪ ଲୋକସଭା ନିର୍ବାଚନରେ ଏନଡିଏ ଓ ଇଣ୍ଡିଆ ଗୋଟିଏ ହେଲେ ଆସନ ଜିତି ପାରିବେ ନାହିଁ।…

ନୋଏଡା ସୀମା ସିଲ, ହରିଆଣାରେ ବ୍ୟାରିକେଡ୍‌

ନୂଆଦିଲ୍ଲୀ : ନିଜର ହକ ପାଇଁ ଦିଲ୍ଲୀରେ ବିକ୍ଷୋଭ କରିବାକୁ ଆସୁଥିବା ଶତାଧିକ ଚାଷୀଙ୍କ ବାଟ ଓଗାଳିବାକୁ ଉତ୍ତର ପ୍ରଦେଶ ଓ ହରିଆଣା ସରକାର ବ୍ୟାପକ ଯୋଜନା କରିଛନ୍ତି। ନୋଏଡା ପ୍ରଶାସନ ନିଜର ସୀମା ସିଲ କରିଥିବା ବେଳେ ହରିୟାଣା ପକ୍ଷରୁ…