Month: January 2024

ହ୍ରାସ ହେବ ରାତି ତାପମାତ୍ରା, ଆହୁରୀ ବଢିବ ଶୀତର ପ୍ରକୋପ

ଭୁବନେଶ୍ବର: ରାଜ୍ୟରେ ଏବେ ଜାରି ରହିଛି ଶୀତର ଲହରୀ । ଦୀର୍ଘ ବର୍ଷର ବ୍ୟବଧାନ ପରେ ଚଳିତବର୍ଷ ପ୍ରବଳଶୀତରେ କଲବଲ ହେଉଛନ୍ତି ଓଡିଶାବାସୀ । ତେବେ ବର୍ତ୍ତମାନ ଶୀତରେ ଥରହର ହେଉଛଥିବାବେଳେ, ଆଗକୁ ରାତିର ତାପମାତ୍ରା ୨ ରୁ ୩ ଡିଗ୍ରୀ…

ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ, ଘୋଷଣା ହୋଇଥିଲା ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି

ମାଲକାନଗିରି: ଲାଲବାହିନୀ ଛାଡିଲେ ମହିଳା ମାଓବାଦୀ। ମାଲକାନଗିରି ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ମାଓବାଦୀ ଉଙ୍ଗି ମାଢ଼ୀ ଓରଫ ରୋଶନି। କାଙ୍ଗେର ଏରିଆ କମ୍ମିଟିର ସଦସ୍ୟ ଭାବେ ସେ ସକ୍ରିୟ କାର୍ଯ୍ୟ କରୁଥିଲେ । ତାଙ୍କୁ ଧରିବା ପାଇଁ ୧ ଲକ୍ଷ…

ଗଛରୁ ଝୁଲନ୍ତା ଅବସ୍ଥାରେ ନାବାଳିକାଙ୍କ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

ସୁନ୍ଦରଗଡ଼ : ଗଛରୁ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଦୁଷ୍କର୍ମ ପରେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି । ଝୁଲନ୍ତା ମୃତଦେହ ଉଦ୍ଧାର ପରେ…

ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା

ପୁରୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣକୁ ଆଉ ମାତ୍ର ସପ୍ତାହେ ବାକି । ବର୍ତ୍ତମାନ ସୁଦ୍ଧା ୯୯ ପ୍ରତିଶତ କାମ ସରିଗଲାଣି । ଆସନ୍ତାକାଲି ସୁଦ୍ଧା ଯାତ୍ରୀ ପରିକ୍ରମା କାମ ଶେଷ କରି ହସ୍ତାନ୍ତର କରିବ ଓବିସିସି । ଗତକାଲି…

ସାଂସଦ ଓ ବିଧାୟକଙ୍କ ବିରୋଧରେ ୪୨୩ ମାମଲା, ଖୋର୍ଦ୍ଧାରେ ସବୁଠାରୁ ଅଧିକ

ନୂଆଦିଲ୍ଲୀ: ନିର୍ବାଚନ ପୂର୍ବରୁ ରାଜ୍ୟର ସାଂସଦ ଓ ବିଧାୟକଙ୍କ ବିରୋଧରେ ଅପରାଧିକ ମାମଲା ନେଇ ଏକ ଚାଞ୍ଚଲ୍ୟକର ରିପୋର୍ଟ ସାମ୍ନାକୁ ଆସିଛି। ରାଜ୍ୟରେ ସାଂସଦ ଓ ବିଧାୟକଙ୍କ ବିରୋଧରେ ୪୨୩ ମାମଲା ଏବେ ବିଚାରାଧୀନ ଅଛି। ୩୦ଟି ଜିଲ୍ଲାର ସାଂସଦ ଏବଂ…

ମୃତଦେହ ପରିବାରକୁ ହସ୍ତାନ୍ତର ପରେ ସରିଲା ଦିଲୀପଙ୍କ ଅନ୍ତିମ ସଂସ୍କାର

ଭୁବନେଶ୍ୱର: ହାଇଟେକ୍ ହସ୍ପିଟାଲ୍ ରେ ଏସି କମ୍ପ୍ରେସର ମରାମତି ବିସ୍ଫୋରଣ ଘଟଣା । ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିବା ତୃତୀୟ ବ୍ୟକ୍ତିଙ୍କ ଡିଏନଏ ରିପୋର୍ଟ ଆସିବାପରେ ମୃତଦେହକୁ ଦିଲୀପ ସାମନ୍ତରାୟଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଏହାପରେ ଦିଲ୍ଲୀପଙ୍କର ଅନ୍ତିମ…

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଝଟକା, ଲଢ଼ିପାରିବେନି ନିର୍ବାଚନ

ନୂଆଦିଲ୍ଲୀ: ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ପ୍ରତିଷ୍ଠାତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ମେ ୯ରେ ହୋଇଥିବା ହିଂସାକାଣ୍ଡ ସହ ଜିଏଚ୍‌କ୍ୟୁ ଆକ୍ରମଣ ମାମଲାରେ ଗିରଫ କରାଯାଇଛି। ପାକିସ୍ତାନୀ ଗଣମାଧ୍ୟମ ଅନୁଯାୟୀ, ରାୱଲପିଣ୍ଡିରେ ଆତଙ୍କବାଦ ବିରୋଧୀ କୋର୍ଟ (ଏଟିସି) ଜିଏଚ୍‌କ୍ୟୁ ଆକ୍ରମଣ…

ଫ୍ରାନ୍ସକୁ ମିଳିଲା ପ୍ରଥମ ସମଲିଙ୍ଗୀ ପ୍ରଧାନମନ୍ତ୍ରୀ

ଫ୍ରାନ୍ସକୁ ମିଳିଲା ପ୍ରଥମ ସମଲିଙ୍ଗୀ ପ୍ରଧାନମନ୍ତ୍ରୀ। ୩୪ ବର୍ଷୀୟ ଗାବ୍ରିଏଲ୍‌ ଅଟ୍ଟାଲଙ୍କୁ ମଙ୍ଗଳବାର ଫ୍ରାନ୍ସର ନୂଆ ପ୍ରଧାନମନ୍ତ୍ରୀ ଭାବେ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ନିଯୁକ୍ତ କରିଛନ୍ତି। ଗାବ୍ରିଏଲ ଏବେ ଫ୍ରାନ୍ସର ଯୁବ ଓ ପ୍ରଥମ ସମଲିଙ୍ଗୀ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ପୂର୍ବରୁ ସେ…

ଗୋଟିଏ ପାଣି ବୋତଲରେ ଥାଏ ଲକ୍ଷାଧିକ ପ୍ଲାଷ୍ଟିକ କଣିକା!

ଦୈନନ୍ଦିନ ବ୍ୟବହାରରେ ପ୍ଲାଷ୍ଟିକ ଏକ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ପାଲଟିଯାଇଛି। ପାଣି ବୋଟଲଠୁ ନେଇ ଟିଫିନ ବ୍ୟାଗ୍ ପର୍ଯ୍ୟନ୍ତ ସବୁକିଛି ପ୍ଲାଷ୍ଟିକରୁ ତିଆରି ହେଉଛି। ଏହି ପ୍ଲାଷ୍ଟିକ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଆମେ ଜାଣିଛେ, ହେଲେ ବଜାରରେ ବିକ୍ରି ହେଉଥିବା ପ୍ଲାଷ୍ଟିକ ପାଣି…

ମଝି ଆକାଶରେ ବିମାନର କବାଟ ଛିଡିବା ମାମଲା, ଜଣାପଡିଲା ତ୍ରୁଟି

ନିକଟରେ ମଝି ଆକାଶରେ ଅଲାସ୍କା ଏୟାରଲାଇନ୍ସର ଏକ ବୋଇଂ ବିମାନର କବାଟ ହାଠାତ୍‌ ଛିଡି ଯାଇଥିଲା। ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଥିଲା। ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିମାନଟିକୁ ଜରୁରୀ ଅବତରଣ କରିବାକୁ ପଡିଥିଲା। ତେବେ କବାଟଟି କାହିଁକି ଛିଡିଲା…