ପ୍ରାଣ ପ୍ରତିଷ୍ଠା ପୂର୍ବରୁ ‘ମହାଯଜ୍ଞ’ କରିବେ ୨୧,୦୦୦ ପୂଜାରୀ
ଅଯୋଧ୍ୟା : ଆସନ୍ତା ୨୨ ତାରିଖରେ ହେବ ଅଯୋଧ୍ୟା ରାମ ମନ୍ଦିରରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା। ଉଦ୍ଘାଟନ ହେବ ଭବ୍ୟ ରାମ ମନ୍ଦିର। ଏଥିପାଇଁ ପୂରା ଦେଶ ଉତ୍ସବ ମୁଖର ହୋଇପଡିଛି। ତେବେ ଏହି ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଅଯୋଧ୍ୟାରେ ଭିଡ଼…