ଆବୁଧାବି ରାଜ ପରିବାର ପାଖରେ ୪୦୭୮ କୋଟି ଟଙ୍କାର ଭବନ, ୮ଟି ଘରୋଇ ଜେଟ୍
ଆବୁଧାବି: ଆବୁଧାବି ରାଜ ପରିବାର ଇଂଲଣ୍ଡ ଫୁଟବଲ କ୍ଲବ୍ ମାଞ୍ଚେଷ୍ଟର ସିଟିର ମାଲିକ ଏବଂ ତାଙ୍କର ମୁକେଶ ଅମ୍ବାନୀ ଓ ଗୌତମ ଆଦାନୀଙ୍କଠାରୁ ଅଧିକ ସମ୍ପତ୍ତି ରହିଛି। ଦୁନିଆର ସବୁଠାରୁ ଧନୀ ପରିବାର ପାଖରେ ଏକ ରାଷ୍ଟ୍ରପତି ଭବନ ରହିଛି ଯାହାର…