Month: December 2023

୩ ରାଜ୍ୟରେ ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ବିଜେପିର ବିଜୟ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଆଜି ସକାଳେ ମୁଖ୍ୟମନ୍ତ୍ରୀ ଟେଲିଫୋନ ଯୋଗେ ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇ ନରେନ୍ଦ୍ର ମୋଦୀଙ୍କୁ…

ନେହରୁ ଶତାବ୍ଦୀ ହସ୍‌ପିଟାଲ ହେଲା ପବିତ୍ର ମୋହନ ପ୍ରଧାନ ସରକାରୀ ଡାକ୍ତରଖାନା

ଭୁବନେଶ୍ବର/ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେରସ୍ଥିତ ନେହରୁ ଶତାବ୍ଦୀ ହସ୍‌ପିଟାଲର ନାମ ପରିବର୍ତ୍ତନ କରାଯାଇଛି। ମହାନଦୀ କୋଲଫିଲ୍ଡ ଲିମିଟେଡ୍‌ (ଏମ୍‌ସିଏଲ୍‌) ପରିଚାଳିତ ଏହି ହସ୍‌ପିଟାଲକୁ ରାଜ୍ୟ ସରକାର ହାତକୁ ନେବା ସହ ଏହାର ନାମ ‘ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍‌ପିଟାଲ’କୁ ପରିବର୍ତ୍ତନ…

ଭିଜିଲାନ୍ସ ଜାଲରେ ସିନିୟର ଆସିଷ୍ଟାଣ୍ଟ କ୍ଲର୍କ

ଅନୁଗୁଳ : ଭିଜିଲାନ୍ସ ଜାଲରେ ସିନିୟର ଆସିଷ୍ଟାଣ୍ଟ କ୍ଲର୍କ ନିତ୍ୟାନନ୍ଦ ଗାଇଗରିଆ । ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ କାବୁ କରିଥିଲା । ସୂଚନା ଅନୁସାରେ ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକରେ ପୂର୍ବରୁ ପିଅନ ଥିବା…

କିଏ କେଉଁଠି ଜିତିଲେ, ଓଡ଼ିଶା ଉପରେ ତାର ପ୍ରଭାବ ପଡ଼ିବ ନାହିଁ: ବିଜେଡି

ଭୁବନେଶ୍ବର: ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ବିଧାନସଭା ନିର୍ବାଚନରେ ବିଜେପି ଓ ତେଲେଙ୍ଗାନାରେ କଂଗ୍ରେସର ବିପୁଳ ବିଜୟ ପରେ ପ୍ରତିକ୍ରିୟା ରଖିଛି ବିଜେଡି। ଏନେଇ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି, ୨୦୦୦ରୁ ୨୦୨୩ ମଧ୍ୟରେ ଓଡ଼ିଶାରେ କେଉଁ ମଡେଲ କାମ…

ବର୍ଷିଲେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବୋହୂ: ବସ୍‌ ତଳକୁ ଯାଇ ମର

ମରିବାର ଅଛି ଯଦି ବସ୍‌ ତଳକୁ ଯାଇ ମାର୍‌। ମୋ କାର୍‌ର ଦାମ୍‌ ଦେଢ଼ କୋଟି।’ ଏଭଳି କିଛି କହି ବର୍ଷିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବୋହୂ। ବିଚ୍‌ ରାସ୍ତାରେ ବାଇକ୍‌ ଆରୋହୀଙ୍କୁ କରିଛନ୍ତି ଗାଳିଗୁଲଜ। ସମସ୍ତଙ୍କ ସାମ୍ନାରେ ଯାହା ମନକୁ ଆସିଲା…

ଅର୍ଚ୍ଚନା ନାଗଙ୍କୁ ମିଳିଲା ଜାମିନ

ଭୁବନେଶ୍ବର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ କୁ ଆଜି ଜାମିନ ମିଳିଛି । ହାଇକୋର୍ଟ ଅର୍ଚ୍ଚନାଙ୍କୁ ଏହି ଜାମିନ ପ୍ରଦାନ କରିଛନ୍ତି । ଯାହାଫଳେ ଖୁବ୍ ଶୀଘ୍ର ଜେଲରୁ ମୁକୁଳି ପାରନ୍ତି ଅର୍ଚ୍ଚନା ନାଗ । ପୂର୍ବରୁ ୨ଟି ମାମଲାରେ ଅର୍ଚ୍ଚନାଙ୍କୁ…

ଗୋଟିଏ ଦିନ ବଢିଲା ବାଲିଯାତ୍ରା ଅବଧି, ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଐତିହାସିକ କଟକ ବାଲିଯାତ୍ରାର ଆହୁରି ମଜା ନେବେ ଲୋକେ, କରାଣ ଆଉ ଗୋଟିଏ ଦିନ ବଢିଲା କଟକ ବାଲିଯାତ୍ରା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଜନ ସାଧାରଣଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଐତିହାସିକ ବାଲିଯାତ୍ରା କୁ ଗୋଟିଏ ଦିନ…

ପୁଣି ଅଶାନ୍ତ ହେଲା ମଣିପୁର, ସଂଘର୍ଷରେ ୧୩ ମୃତ

ପୁଣି ଅଶାନ୍ତ ହେଲା ମଣିପୁର। ଇଣ୍ଟରନେଟ୍‌ ସେବା ଉପରୁ ସୋମବାର ବ୍ୟାନ୍‌ ହଟିବା ପରେ ପୁଣିଥରେ ଏଠାରେ ହିଂସା ଘଟିଛି। ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ପରସ୍ପରକୁ ଉପରକୁ ଗୁଳିମାଡ଼ କରିଛନ୍ତି ଦୁଇ ଗୋଷ୍ଠୀ। ଏଥିରେ ଉପୟ ପକ୍ଷରୁ ୧୩…

ଭଡ଼ା ଘରୁ ସାମ୍ବାଦିକଙ୍କ ମୃତଦେହ ଉଦ୍ଧାର

ବ୍ରହ୍ମପୁର: ଭଡ଼ା ଘରୁ ସାମ୍ବାଦିକଙ୍କ ମୃତଦେହ ଉଦ୍ଧାର । ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା ରେଡିକା ସାହିର ଏକ ଭଡ଼ା ଘରୁ ମୃତଦେହ ମିଳିଛି। ମୃତକ ଗାଙ୍ଗପୁର ଥାନା ଖଇରପୁଟି ଗାଁର ଜଗନ୍ନାଥ ନାୟକ । ସେ ଏକ ଖବରକାଗଜରେ କାମ…

ମଧ୍ୟପ୍ରଦେଶରେ ପରାଜୟକୁ ନେଇ ଇଭିଏମ ଉପରେ ଦୋଷ ଲଦିଲେ ଅଖିଳେଶ

ଭୋପାଳ: ଗତକାଲି ୪ଟି ରାଜ୍ୟ ବିଧାନସଭା ନିର୍ବାଚନ‌ ଫଳାଫଳ ସାମ୍ନାକୁ ଆସିଥିଲା | ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ରେ ବିଜେପି ଚମତ୍କାର ବିଜୟ ହାସଲ କରିଥିବା ବେଳେ ତେଲେଙ୍ଗାନାରେ କଂଗ୍ରେସ ନିର୍ବାଚିତ ହୋଇଥିଲା । ମଧ୍ୟପ୍ରଦେଶରେ ବିଜେପି ଠାରୁ କ୍ଷମତା ଛଡ଼ାଇବା…