Month: December 2023

ଫୁଡ୍‌ ଡେଲିଭରୀ କମ୍ପାନୀ ଜୋମାଟାକୁ ୪୦୧.୭କାଟିର ଟ୍ୟାକ୍ସ ନୋଟିସ

ନୂଆଦିଲ୍ଲୀ : ଅଡୁଆରେ ଅନ୍‌ଲାଇନ୍‌ ଫୁଡ୍‌ ଡେଲିଭରୀ କମ୍ପାନୀ ଜୋମାଟା। ସେ ଟ୍ୟାକ୍ସ ଫାଙ୍କୁ ଥିବା ନେଇ ହୋଇଛି ଅଭିଯୋଗ। ଜୋମାଟୋକୁ ୪୦୧.୭ କୋଟି ଟଙ୍କାର ମିଳିଛି ଟ୍ୟାକ୍ସ ନୋଟିସ। ଜିଏସ୍ଟି ଇଣ୍ଟେଲିଜେନ୍ସ ଡାଇରେକ୍ଟୋରେଟ ଜେନେରାଲ (ଡିଜିଜିଆଇ) ଜୋମାଟୋ ଏବଂ ସ୍ୱିଗିକୁ…

ବଢୁଛି କରୋନା : ଗତ ୨୪ ଘଣ୍ଟାରେ ୬ ମୃତ

ନୂଆଦିଲ୍ଲୀ : ଦେଶରେ ପୁଣିଥରେ ବଢ଼ି ଚାଲିଛି କରୋନା ମାମଲା। ନୂଆ ଭାରିଏଣ୍ଟ ଆସିବା ପରେ ସଂକ୍ରମିତ ସଂଖ୍ୟା ହୁ ହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି। ପୁଣି ନେଉଛି କରୋନା। ଏହି ମହାମାରୀରେ ଆକ୍ରାନ୍ତ ହୋଇ ଦେଶରେ ଦିନକରେ ୬…

ମାତ୍ର କେତେ ମିନିଟ୍ ବ୍ୟବଧାନରେ ଦୁଇ ଦୁଇଟି ବଡ଼ଧରଣର ଭୂକମ୍ପ : ସୁନାମୀ ସମ୍ଭାବନା

ଟୋକିଓ : ମାତ୍ର କିଛି ମିନିଟ ବ୍ୟବଧାନରେ ଦୁଇ ଦୁଇଟି ବଡ଼ଧରଣର ଭୂକମ୍ପ ଝଟକାରେ ଥରିଛି ଜାପାନ ଉପକୂଳ। ପ୍ରଥମେ ସ୍ଥାନୀୟ ସମୟ ଅପରାହ୍ନ ୨.୪୫ ଓ ପରେ ୩.୦୭ ମିନିଟରେ ଲୋକମାନେ ଝଟକା ଅନୁଭବ କରିଛନ୍ତି। ୟୁଏସଜିଏସ୍‌ର ସୂଚନା ଅନୁସାରେ,…

୨୦୨୪ ନିର୍ବାଚନ ପାଇଁ ମୋଦିଙ୍କୁ ଆଗୁଆ ଶୁଭେଚ୍ଛା ଜଣାଇଲେ ପୁଟିନ

ନୂଆଦିଲ୍ଲୀ :ଆସନ୍ତା ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସଫଳତା କାମନା କରିବା ସହ ଶୁଭେଚ୍ଛା ଜଣାଇଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ଏହାସହ ନୂଆଦିଲ୍ଲୀ ଓ ମକ୍ସୋ ମଧ୍ୟରେ ଥିବା ପାରମ୍ପରିକ ଓ ପୁରୁଣା ସମ୍ପର୍କ ସର୍ବଦା ବଜାୟ ରହିବ ବୋଲି…

ମୁଁ ନିର୍ବାଚନରେ ଲଢ଼ିବା ଦ୍ୱାରା ହିନ୍ଦୁମାନଙ୍କୁ ସାହସ ମିଳିବ: ସବେରା ପ୍ରକାଶ

ଲାହୋର: ଆସନ୍ତା ବର୍ଷ ଫେବୃଆରୀ ୮ରେ ପାକିସ୍ତାନରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ଆଉ ଏହାକୁ ନେଇ ପଡୋଶୀ ଦେଶରେ ରାଜନୈତିକ ତାତି ବଢିଛି | ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରାର୍ଥୀମାନେ ସେମାନଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହି ସମୟରେ, ଗୋଟିଏ…

ବିକାଶଧାରା ଦେଖି କହିଲେ ଅଯୋଧ୍ୟାର ରାଜା

ଅଯୋଧ୍ୟା: ମାଆ ସୀତା ତାଙ୍କ ଅଭିଶାପ ଫେରାଇ ନେଇଥିବା ପରି ମନେ ହେଉଛି ବୋଲି ସମ୍ପ୍ରତି ଅଯୋଧ୍ୟାରେ ଚାଲିଥିବା ସାମଗ୍ରିକ ବିକାଶ ଦେଖି ରାଜା ଭାବେ ସୁପରିଚିତ ବିମଳେନ୍ଦ୍ର ମୋହନ ପ୍ରତାପ ମିଶ୍ରା କହିଛନ୍ତି। ସୂଚନାଯୋଗ୍ୟ, ବିମଳେନ୍ଦ୍ର ହେଉଛନ୍ତି ଅଯୋଧ୍ୟାର ରାଜା…

୨୦୨୪ ଲୋକସଭା ନିର୍ବାଚନରେ ବିଜେପି ୪୦୦ରୁ ଅଧିକ ଆସନ ଜିତିବ: କଂଗ୍ରେସ ନେତା ସାମ୍ ପିଟ୍ରୋଡା

ନୂଆଦିଲ୍ଲୀ: କିଛିଦିନ ତଳେ ରାଜସ୍ଥାନ, ତେଲେଙ୍ଗାନା, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ନିର୍ବାଚନ ଫଳାଫଳ ସାମ୍ନାକୁ ଆସିଥିଲା | ଆଉ ତେଲେଙ୍ଗାନାକୁ ଛାଡି ଅନ୍ୟ ୩ଟି ରାଜ୍ୟରେ ବିଜେପି ବିଜୟ ହୋଇଥିଲା | ତେବେ ଏହାପରେ କଂଗ୍ରେସ ନେତାମାନେ ଇଭିଏମ ଉପରେ…

ସିଟ ଶେୟାରିଂକୁ ନେଇ ଇଣ୍ଡିଆ ମେଣ୍ଟରେ ଫାଟ ! ଉଦ୍ଧବ ମାଗିଲେ ୨୩ ସିଟ, ମନାକଲା କଂଗ୍ରେସ

ନୂଆଦିଲ୍ଲୀ : ବିଜେପି ବିରୋଧରେ ଲଢ଼ିବାକୁ ଅଣ୍ଟା ଭିଡ଼ି ଥିବା ବିରୋଧୀ ମେଣ୍ଟରେ ପୁଣି ଫାଟ ଦେଖିବାକୁ ମିଳିଛି। ଏଥର ସିଟ ଶେୟାରିଂକୁ ନେଇ ଉଦ୍ଧବ ଠାକରେଙ୍କ ଶିବସେନା ଓ କଂଗ୍ରେସ ମଧ୍ୟରେ ମତାନ୍ତର ହୋଇଛି। ଆଗାମୀ ସାଧାରଣ ନିର୍ବାଚନରେ ଉଦ୍ଧବ…

ପାକିସ୍ତାନକୁ ଭାରତର ଦାବି, କହିଲା- ଆମକୁ ଦିଅ ହାଫିଜ ସଇଦ

ନୂଆଦିଲ୍ଲୀ : ପାକିସ୍ତାନକୁ ଦାବି କଲା ଭାରତ। ମୁମ୍ବାଇ ୨୬/୧୧ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଲଶ୍କର-ଇ-ତୋଏବା ପ୍ରତିଷ୍ଠାତା ହାଫିଜ ସଇଦକୁ ଭାରତକୁ ହସ୍ତାନ୍ତର କରିବାକୁ ପାକିସ୍ତାନକୁ ଦାବି କରାଯାଇଛି। ପାକିସ୍ତାନରୁ ହାଫିଜ ସଇଦଙ୍କୁ ପ୍ରତ୍ୟର୍ପଣ ପାଇଁ ଭାରତ ସରକାର ଆନୁଷ୍ଠାନିକ ଭାବେ…

କତାରରେ ଫସିଥିବା ୮ ଭାରତୀୟଙ୍କୁ ଆଶ୍ୱସ୍ତି, ମିଳିବନି ଫାଶୀ

ନୂଆଦିଲ୍ଲୀ : ଗୁଇନ୍ଦାଗିରି ଅପରାଧରେ କତାରରେ ଫସିଥିବା ୮ ପୂର୍ବତନ ନୌସେନା କର୍ମଚାରୀଙ୍କୁ ମିଳିଲା ଆଶ୍ୱସ୍ତି। ଏମାନଙ୍କୁ ଆଉ ଦିଆଯିବନି ଫାଶୀ। କତାରର ଏକ କୋର୍ଟ ଏମାନଙ୍କ ମୃତ୍ୟୁ ଦଣ୍ଡାଦେଶ ଉପରେ ରୋକ ଲଗାଇ ଦେଇଛନ୍ତି। ଅକ୍ଟୋବର ୨୬ରେ କତାରର ଏକ…