Month: November 2023

ନଭେମ୍ବର ୬ରୁ ବିକ୍ରି ହେବ ୨୯ତମ ଇଲେକ୍ଟୋରାଲ ବଣ୍ଡ

ନୂଆଦିଲ୍ଲୀ: ଏଇ ନିକଟରେ ୫ଟି ରାଜ୍ୟରେ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ସରକାର ୨୯ତମ ପର୍ଯ୍ୟାୟ ଇଲେକ୍ଟୋରାଲ ବଣ୍ଡ ଜାରି କରିବାକୁ ମଞ୍ଜୁରି ଦେଇଛନ୍ତି। ଫଳରେ ଆସନ୍ତା ନଭେମ୍ବର ୬ ତାରିଖରେ ୨୯ତମ ପର୍ଯ୍ୟାୟ ଇଲେକ୍ଟୋରାଲ ବଣ୍ଡ ବିକ୍ରି…

ସୀମାଙ୍କ ପ୍ରଥମ ୟ୍ୟୁଟୁ୍ୟବ ରୋଜଗାର – ୪୫ ହଜାର ଟଙ୍କା

ଲକ୍ଷ୍ନୌ: ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦର ୟୁଟ୍ୟୁବରୁ ପ୍ରଥମ ପାରିଶ୍ରମିକ ପାଇଛନ୍ତି। ପ୍ରଥମଥର ଏହି ପାରିଶ୍ରମିକ ଟଙ୍କା ପାଇବା ପରେ ସୀମା ବହୁତ ଖୁସି ହୋଇଯାଇଛନ୍ତି। ଏହି ଘଟଣାକୁ ନେଇ ସୀମା ୟୁଟ୍ୟୁବ ପରିବାରକୁ ନିଜର ଦୁଃଖ ବଖାଣିଛନ୍ତି। ସୀମା…

ମନମୋହନ ସିଂଙ୍କୁ ଟାର୍ଗେଟ କଲେ ଅମିତ ଶାହା

ନୂଆଦିଲ୍ଲୀ: ୧୭ ନଭେମ୍ବରରେ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। କଂଗ୍ରେସ ଏବଂ ବିଜେପି ଏଥିପାଇଁ ଜୋରଦାର ପ୍ରଚାର କରୁଥିବାବେଳେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଗୃହମନ୍ତ୍ରୀ ଅମିତ ଶାହା ଆଜି ମଧ୍ୟପ୍ରଦେଶର ଶିବପୁରୀରେ ନିର୍ବାଚନ ରାଲିରେ ସମ୍ବୋଧିତ କରିଛନ୍ତି।…

ଭୟଙ୍କର ହେଉଛି ଦିଲ୍ଲୀରେ ବାୟୁ ପ୍ରଦୂଷଣ: ଶ୍ରୀଲଙ୍କା ଟିମ୍‌ର ଅଭ୍ୟାସ ବାତିଲ

ନୂଆଦିଲ୍ଲୀ: ବାଂଲାଦେଶ ପରେ ଶ୍ରୀଲଙ୍କା ମଧ୍ୟ ବାୟୁ ପ୍ରଦୂଷଣ କାରଣରୁ ଶନିବାର ଜାତୀୟ ରାଜଧାନୀରେ ହେବାକୁ ଥିବା ପ୍ରଥମ ଅଭ୍ୟାସ ଅଧିବେଶନକୁ ବାତିଲ କରିବାକୁ ବାଧ୍ୟ ହୋଇଛି। ଏହା ପୂର୍ବରୁ ବୁଧବାର ନୂଆଦିଲ୍ଲୀରେ ପହଞ୍ଚିଥିବା ବାଂଲାଦେଶ ସହରରେ ପ୍ରଦୂଷଣ ସ୍ତର ‘ସିଭିୟର…

ଗ୍ରାମ ବିକାଶ କ୍ଷେତ୍ରରେ ନବୀନ ଓଡ଼ିଶା ହେବ ସାରା ଭାରତବର୍ଷ ପାଇଁ ପଥ ପ୍ରଦର୍ଶକ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡ଼ିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡ଼ିଶା ସଶକ୍ତ ଓଡ଼ିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ। ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ, ପ୍ରତି…

ମହାପ୍ରଭୁଙ୍କ ରତ୍ନଭଣ୍ଡାରର ହେବ ଲେଜର ସ୍କାନିଂ, ଅନୁମତି ଦେଲା ଏଏସ୍‌ଆଇ

ପୁରୀ: ବିଶ୍ବ ପ୍ରସିଦ୍ଧ ଶ୍ରୀମନ୍ଦିରର ରତ୍ନଭଣ୍ଡାରର ଲେଜର ସ୍କାନିଂ ହେବ। ଏନେଇ ଏଏସଆଇକୁ ଅନୁମତି ଦିଆଯାଇଛି। ପରିଚାଳନା ବୈଠକ ଶେଷ ହେବା ପରେ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଏନେଇ ସୂଚନା ଦେଇଛନ୍ତି। ପରିଚାଳନା ବୈଠକ…

ବିହନ ସଂଗ୍ରହକାରୀ ଛାତ୍ରୀ ହର୍ଷିତାଙ୍କୁ ଡାକିଲା ଓଡ଼ିଶା ମିଲଟ ମିସନ

ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ପ୍ରକାଶ ଇଂରାଜି ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ହର୍ଷିତା ପ୍ରିୟଦର୍ଶନୀ ମହାନ୍ତି ଗତ ସେପ୍ଟମ୍ବରରେ ନୂଆଦିଲ୍ଲୀରେ କୃଷକ ଅଧିକାର ଉପରେ ବିଶ୍ୱ ଆଲୋଚନାଚକ୍ରରେ ଭାଗ ନେଇ ବକ୍ତା ଭାବେ ଯୋଗ ଦେଇ ଜୈବବିବିଧତାର ସୁରକ୍ଷା କରିବାକୁ ଆହ୍ୱାନ…

ପଞ୍ଚଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ବାଣ ଜବତ, ମାଲିକ ଅଟକ

ସୋର: ବାଲେଶ୍ବର ଜିଲ୍ଲା ସୋର ଥାନା ଆଡଙ୍ଗବଜାରେ ଥିବା ଏକ ବାଣ ଗୋଦାମରେ ସୋର ପୁଲିସ ଅଚନାକ ଭାବେ ଚଢ଼ଉ କରି ପଞ୍ଚ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ବାଣ ଜବତ କରିଥିବା ଜଣାପଡିଛି। ସୂଚନା ଅନୁସାରେ ସୋର ଥାନାଧିକାରୀ ପ୍ରଭାଂଶୁ ଶେଖର…

ସାଲେପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ଡିଭିଜନର ସହକାରୀ ଯନ୍ତ୍ରୀ ଗିରଫ

କଟକ/ଡେରାବିଶ: କଟକ ଜିଲ୍ଲା ସାଲେପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ଡିଭିଜନର ସହକାରୀ ଯନ୍ତ୍ରୀ ଅର୍ଜୁନ ଚରଣ ସାହୁଙ୍କୁ ଭିଜିଲାନ୍ସ ଗିରଫ କରିଛି। ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ସହକାରୀ ଯନ୍ତ୍ରୀ ଅର୍ଜୁନ ଚରଣ ସାହୁଙ୍କ ଆଖିଖୋସା ସଂପତ୍ତି…

ନଭେମ୍ବର ୬ରୁ ଭୁବନେଶ୍ୱର-ଜୟପୁର ମଧ୍ୟରେ ଆରମ୍ଭ ହେବ ଦ୍ବିତୀୟ ବିମାନ ସେଵା

ଭୁବନେଶ୍ୱର/କୋରାପୁଟ: ନଭେମ୍ବର ୬ ତାରିଖରୁ ଭୁବନେଶ୍ୱର-ଜୟପୁର ମଧ୍ୟରେ ଆରମ୍ଭ ହେବ ଦ୍ବିତୀୟ ବିମାନ ସେଵା। ସପ୍ତାହକୁ ସୋମବାର ଓ ଶୁକ୍ରବାର ଏହି ଦୁଇ ଦିନ ଉଡ଼ିବ ବିମାନ। ଏନେଇ ଟ୍ବିଟ୍ କରି ସୂଚନା ଦେିଇଛି ବିମାନ ସେବା ଯୋଗାଉଥିବା ସଂସ୍ଥା ଇଣ୍ଡିଆ…