Month: November 2023

୧୬ ବର୍ଷ ପରେ ଗାଜା ଷ୍ଟ୍ରିପ୍‌ ଉପରୁ ନିୟନ୍ତ୍ରଣ ହରାଇଛି ହମାସ୍‌: ଇସ୍ରାଏଲ୍‌ର ପ୍ରତିରକ୍ଷା ମନ୍ତ୍ରୀ

ଜେରୁଜେଲମ୍‌: ଦୀର୍ଘ ୧୬ ବର୍ଷ ଶାସନ କରିବା ପରେ ହମାସ୍‌ ଗାଜା ଷ୍ଟ୍ରିପ୍‌ ଉପରୁ ନିୟନ୍ତ୍ରଣ ହରାଇଥିବା କଥା ଆଜି ଇସ୍ରାଏଲ୍‌ର ପ୍ରତିରକ୍ଷା ମନ୍ତ୍ରୀ ୟୋୟଭ୍‌ ଗାଲାଣ୍ଟ୍‌ କହିଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ଏଏଫ୍‌ପି’ ରିପୋର୍ଟ କରିଛି। ଇସ୍ରାଏଲ୍‌ର ମୁଖ୍ୟ…

ରାବିଡ଼ିଙ୍କ ନୁହେଁ, କଣ ତମ ପତ୍ନୀଙ୍କୁ ମୁଖ୍ୟମନ୍ତ୍ରୀ କରିଥାନ୍ତି ? ଲାଲୁଙ୍କ ଟାର୍ଗେଟରେ କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ

ପାଟନା: କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କୁ ନିଜର ଚିରାଚରିତ ମଜାଳିଆ ଢଙ୍ଗରେ ଟାର୍ଗେଟ କରିଛନ୍ତି ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ। ସେ କହିଛନ୍ତି ଯେ, ରାବିଡ଼ି ଦେବୀଙ୍କୁ ବିହାରର ମୁଖ୍ୟମନ୍ତ୍ରୀ ନ କରି କଣ ନିତ୍ୟାନନ୍ଦଙ୍କ ପତ୍ନୀଙ୍କୁ ମୁଖ୍ୟମନ୍ତ୍ରୀ କରିଥାନ୍ତି ?…

ସ୍ବ-ଜାତିରେ ବାହା ହେବାକୁ ଝିଅମାନଙ୍କୁ ‘ଶପଥ’ କରାଇଲେ ‘ଡିଏମ୍‌କେ’ ସହଯୋଗୀ ଦଳର ନେତା

ଚେନ୍ନାଇ: ସ୍ବ-ଜାତି ବା ଆପଣା ସମ୍ପ୍ରଦାୟରେ ବିବାହ କରିବା ଲାଗି ତାମିଲନାଡୁର ଶାସକ ‘ଡିଏମ୍‌କେ’ର ଅନ୍ୟତମ ସହଯୋଗୀ ଦଳ ‘କୋଙ୍ଗୁ ନାଡୁ ମକ୍କଲ ଦେଶୀୟା କାତ୍‌ଚି’ର କୋଷାଧ୍ୟକ୍ଷ କେ.କେ.ସି. ବାଲୁ ଦଳେ ଝିଅଙ୍କୁ ‘ଶପଥ’ କରାଇଥିବା ଗୋଟାଏ ଭିଡିଓରେ ଦେଖାଯାଉଛି। ଏହି…

ଆଜି “ମହାକାଳୀ” ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା ଭଦ୍ରକାଳୀ

ଭଦ୍ରକ : କାଳୀପୂଜା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଭଦ୍ରକ ସହର । ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ପୀଠ ହୋଇଉଠିଛି ଚଳଚଞ୍ଚଳ । ସାତ ଦିନରେ ସପ୍ତମାତୃକା ବେଶରେ ଦର୍ଶନ ଦେବେ ମା’ । କିନ୍ତୁ ଏହି ପୀଠରେ…

ବିଜେଡ଼ି ସରକାର ବିରୁଦ୍ଧରେ ୧୪ ରୁ ୧୮ ଯାଏଁ ରାଜ୍ୟବ୍ୟାପି ଆନ୍ଦୋଳନ କରିବ ବିଜେପି

ନୂଆପଡ଼ା: ରାଜ୍ୟ ବିଜେପିର ଆହ୍ୱାନ କ୍ରମେ ଆସନ୍ତାକାଲି ଅର୍ଥାତ୍ ୧୪ ରୁ ୧୮ ତାରିଖ ଯାଏଁ ସମଗ୍ର ରାଜ୍ୟରେ ବିଜେଡ଼ି ସରକାର ବିରୁଦ୍ଧରେ ଆନ୍ଦୋଳନ। ବିଭିନ୍ନ ପ୍ରସଙ୍ଗ ଉଠାଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରିବା ନେଇ ଚେତାବନୀ ଦେଇଛି ବିଜେପି।…

ଆଇନ ତା ବାଟରେ କାମ କରୁନି ବରଂ ନ୍ୟସ୍ତ ସ୍ୱାର୍ଥ ସାଧନ ପାଇଁ ଉଦ୍ଦିଷ୍ଟ: ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର: ବିଜେପିରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଯୋଗ ଦେବା ନେଇ ଚର୍ଚ୍ଚା ଭିତରେ ସେ ଆଜି ପୁଣିଥରେ ରାଜ୍ୟ ସରକାର ତଥା ସିଏମଓ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ବିଜେଡି ଟିକେଟରୁ ନିର୍ବାଚିତ ହୋଇ ବିଧାୟକ ହୋଇଥିବା ଏହି ନେତା…

ହାଇଦ୍ରାବାଦରେ ଭୟଙ୍କର ବିସ୍ଫୋରଣ, ମୃତ୍ୟୁସଂଖ୍ୟା ୯କୁ ବୃଦ୍ଧି

ହାଇଦ୍ରାବାଦର ଏକ ଆବାସିକ କୋଠାରେ ନିଆଁ ଲାଗିବା ଘଟଣାରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଉଛି। ଆଉ ତିନି ଜଣଙ୍କ ମୃତଦେହ ଉଦ୍ଧାର କଲେ ଉଦ୍ଧାରକାରୀ ଟିମ୍। ନୂଆ ସଦ୍ୟତମ ରିପୋର୍ଟ ଅନୁସାରେ, ମୃତ୍ୟୁସଂଖ୍ୟା ୯ରେ ପହଞ୍ଚିଛି। ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦର ନାମପଲ୍ଲୀ ଅଞ୍ଚଳରେ…

ଟିଏମସି ନେତାଙ୍କୁ ଗୁଳି କରି ହତ୍ୟା, ଅଭିଯୁକ୍ତକୁ ପିଟିପିଟି ମାରିଦେଲେ ଲୋକେ

ଅଶାନ୍ତ ହୋଇପଡ଼ିଛି ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା। ଏଠାରେ ଜଣେ ଟିଏମସି ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏହାପରେ ଅଭିଯୁକ୍ତକୁ କିଛି ଲୋକ ପିଟିପିଟି ମାରି ଦେଇଛନ୍ତି। ଏହି ଡବଲ ମର୍ଡରକୁ ନେଇ ପୂରା ଦକ୍ଷିଣ ୨୪ ପ୍ରଗଣାରେ ଉତ୍ତେଜନା…

ଗୃହ ମନ୍ତ୍ରଣାଳୟର ବଡ଼ କାର୍ଯ୍ୟାନୁଷ୍ଠାନ, ୯ ମେତେଇ ଉଗ୍ରବାଦୀ ସଙ୍ଗଠନ ବ୍ୟାନ୍‌

ମଣିପୁରରେ ହୋଇଥିବା ହିଂସା ଭିତରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସୋମବାର ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମେତେଇ ଉଗ୍ରବାଦୀ ସଙ୍ଗଠନ ‘ପିପୁଲ୍ସ ଲିବରେସନ୍ ଆର୍ମି (PLA)’କୁ ୫ ବର୍ଷ ପାଇଁ ବେଆଇନ ଘୋଷଣା କରିଛି ମନ୍ତ୍ରଣାଳୟ। PLAର ପଲିଟିକାଲ୍‌ ଓ୍ଵିଙ୍ଗ୍‌ ରିଭୋଲ୍ୟୁସନାରୀ…

ଫ୍ଲିପ୍‌କାର୍ଟ ଅଫିସରୁ ବନ୍ଧୁକ ମୁନରେ ଲୁଟିନେଲେ ଟଙ୍କା ବାକ୍ସ

କଟକ: ଦୁଇ ଦିନ ତଳେ ସ୍ପଷ୍ଟ ଦିବାଲୋକରେ ଏଟିଏମ୍ ଭ୍ୟାନ୍ରୁ ଲୁଟ୍ ହୋଇଥିବା ବେଳେ ସୋମବାର ଦିନ କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳରେ ସଶସ୍ତ୍ର ଦୁର୍ବୃତ୍ତମାନେ ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟ ଅଫିସ୍ ଓ ଗୋଦାମ ଉପରେ ଆକ୍ରମଣ କରି ବିପୁଳ ପରିମାଣର…