ରାଗିଗଲେ ପ୍ରେମିକ, ବ୍ରେକ୍ଅପ୍ ପାଇଁ କାଟିଦେଲେ ପ୍ରେମିକାର ବେକ
କଲେଜରେ ମନ ମିଶିଲା, ଆରମ୍ଭ ହେଲା ପ୍ରେମ । ହେଲେ ବେଶି ଦିନ ତିଷ୍ଠି ପାରିଲାନି ଏହି ମଧୁର ସମ୍ପର୍କ। ଆଉ ଖୁବ୍ କମ୍ ଦିନରେ ବ୍ରେକ୍ଅପ୍ ବି ହୋଇଗଲା। ମାତ୍ର ଏହାକୁ ପ୍ରେମିକଜଣକ ସହଜେ ଗ୍ରହଣ କରି ପାରିଲେନି। ପ୍ରତିଶୋଧ…
କଲେଜରେ ମନ ମିଶିଲା, ଆରମ୍ଭ ହେଲା ପ୍ରେମ । ହେଲେ ବେଶି ଦିନ ତିଷ୍ଠି ପାରିଲାନି ଏହି ମଧୁର ସମ୍ପର୍କ। ଆଉ ଖୁବ୍ କମ୍ ଦିନରେ ବ୍ରେକ୍ଅପ୍ ବି ହୋଇଗଲା। ମାତ୍ର ଏହାକୁ ପ୍ରେମିକଜଣକ ସହଜେ ଗ୍ରହଣ କରି ପାରିଲେନି। ପ୍ରତିଶୋଧ…
ଭୁବନେଶ୍ୱର : ପେଶାରେ ହାବିଲଦାର କିନ୍ତୁ ନିଶା ପ୍ରେମରେ ଫସାଇବା । ଖାଲି ପ୍ରେମ ନୁହେଁ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ଆଉ ତାପରେ ବାରମ୍ବାର ଗର୍ଭପାତରେ ବି ଓସ୍ତାଦ୍ । ନାଁ ପୁଣି ପ୍ରେମସାଗର, ଲାଗୁଛି ନିଜ ନାଁର…
ସୁନ୍ଦରଗଡ଼: ଆଜି ଅପରାହ୍ନରେ ସୁନ୍ଦରଗଡ଼ ସଦର ଥାନା ଆଗରେ ଧାରଣାରେ ବସିଛନ୍ତି । ଧାରଣାରେ ଓରାମ ସମାଜର ଶତାଧିକ ମହିଳା ଓ ପୁରୁଷ। ଗତ ଅକ୍ଟୋବର ୨୪ରେ ସଦର ଥାନା କରମଡିହି ଇଲକାପଡ଼ାଠାରେ ଆୟୋଜିତ ଓରାମ ସମାଜର କରମା ପୂଜାସ୍ଥଳରେ ପଶି…
ଲାଞ୍ଜିଗଡ : ଆଗେ ରାସ୍ତା ମରାମତି କର , ତା ପରେ ବିଧାୟକଙ୍କୁ ଗାଁ ଭିତରକୁ ପଶିବାକୁ ଦେବୁ । ଏହା ଥିଲା କିଛି ଗାଁ ଲୋକଙ୍କ ଦାବି । ଏମିତି କିଛି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ନିୟମଗିରି…
ଭୁବନେଶ୍ବର : କ୍ୟାବିନେଟ ନିଷ୍ପତ୍ତି ଉପରେ ଲାଗିଲା ରୋକ । ଅଣ ଅନୁସୂଚିତ ଜନଜାତିଙ୍କୁ ଜମି ହସ୍ତାନ୍ତର ନିଷ୍ପତ୍ତି ସ୍ଥଗିତ ରଖିଲେ ସରକାର । ଏ ନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି । ନଭେମ୍ବର…
ପୁଣି ଅଶାନ୍ତ ହୋଇ ଉଠିଛି ହରିୟାଣାର ନୁହ ଜିଲ୍ଲା । ଗତକାଲି ରାତିରେ କୁଆଁ ପୂଜା ପାଇଁ ଯାଉଥିବା ମହିଳାଙ୍କ ଉପରକୁ ପଥରମାଡ ହୋଇଥିବା ବେଳେ ୮ ଜଣ ଆହତ ହୋଇଥିବା ସୂଚନା ରହିଛି । ସେପଟେ ପଥରମାଡ ପରେ ମୁଣ୍ଡ…
ପାରାଦୀପ:ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେ(IOCL)ର ଦୁଇ କର୍ମଚାରୀଙ୍କର ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ଗୁରୁବାର ବିଳମ୍ବିତ ରାତିରେ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ସନ୍ତରାଗଡ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ଏକ ଏସୟୁଭି ଆଇଓସିଏଲ କର୍ମଚାରୀଙ୍କ ବାଇକକୁ ଧକ୍କା ଦେଇ…
ଭୁବନେଶ୍ୱର: ଓଡ଼ିଶା କ୍ରାଇମ ବ୍ରାଞ୍ଚର ଇକୋନମିକ ଅଫେନ୍ସ ୱିଙ୍ଗ ବା ଇଓଡବ୍ଲ୍ୟୁ ଆଉ ଏକ କ୍ରିପ୍ଟୋକରେନ୍ସି ଦୁର୍ନୀତିର ପର୍ଦ୍ଦାଫାଶ କରିଛି । ଏହି ଘଟଣାର ମୁଖ୍ୟ କୁହାଯାଉଥିବା ୟେଶ ୱାର୍ଲଡ କ୍ରିପ୍ଟୋ ଟୋକେନର ସନ୍ଦୀପ ଚୌଧୁରୀଙ୍କୁ ଜୟପୁର(ରାଜସ୍ଥାନ )ରୁ ଗିରଫ କରାଯାଇଛି…
ଭଦ୍ରକ: ମା’ ଭଦ୍ରକାଳୀଙ୍କ ସପ୍ତମାତୃକା ବେଶର ପଞ୍ଚମ ଦିନରେ ଆଜି ମା’ଙ୍କର ଜଗଦ୍ଧାତ୍ରୀ ବେଶ ଅନୁଷ୍ଠିତ ହୋଇଛି । ଜଗଦ୍ଧାତ୍ରୀ ବେଶରେ ମା’ଙ୍କର ଆଜି ବାଘ ବାହନ ଥିବା ବେଳେ ମୁଖ ମଣ୍ଡଳ କୃଷ୍ଣ ବର୍ଣ୍ଣ ଥିଲା । ମା’ ନାଲି…
ରାଉରକେଲା : ବ୍ଲାଷ୍ଟ ଫର୍ଣ୍ଣେସ ଫାଟି ଶ୍ରମିକ ମୃତ, ୨ ଗୁରୁତର । ରାଉରକେଲା କଲୁଙ୍ଗା ଇଣ୍ଡ୍ରଷ୍ଟ୍ରିଆଲ୍ ଇଷ୍ଟେଟ ସ୍ଥିତ ଶୁଭମ୍ ଇସ୍ପାତରେ ଦୁର୍ଘଟଣ । ବ୍ଲାଷ୍ଟ ଫର୍ଣ୍ଣେସ ଫାଟି ଜଣେ ଶ୍ରମିକ ମୃତ, ୨ ଗୁରୁତର ହୋଇଛନ୍ତି । ୨…