ବାଇଡେନଙ୍କ ବ୍ୟକ୍ତିଗତ କୂଟନୈତିକ ଉଦ୍ୟମ ସଫଳ
ୱାସିଂଟନ: ଅକ୍ଟୋବର ୭ ତାରିଖରେ ଦକ୍ଷିଣ ଇସ୍ରାଏଲ ଉପରେ ଆକ୍ରମଣ କରି ହମାସ ଆତଙ୍କବାଦୀମାନେ ପ୍ରାୟ ୨୪୦ ଜଣଙ୍କୁ ବନ୍ଦୀ କରି ନେଇଥିଲେ। ଏହାପରେ କତର ସରକାର ହ୍ୱାଇଟ୍ ହାଉସ୍ ସହ ଯୋଗାଯୋଗ କରି ବନ୍ଦୀମାନଙ୍କୁ ମୁକ୍ତ କରିବା ଲାଗି କାର୍ଯ୍ୟ…
ୱାସିଂଟନ: ଅକ୍ଟୋବର ୭ ତାରିଖରେ ଦକ୍ଷିଣ ଇସ୍ରାଏଲ ଉପରେ ଆକ୍ରମଣ କରି ହମାସ ଆତଙ୍କବାଦୀମାନେ ପ୍ରାୟ ୨୪୦ ଜଣଙ୍କୁ ବନ୍ଦୀ କରି ନେଇଥିଲେ। ଏହାପରେ କତର ସରକାର ହ୍ୱାଇଟ୍ ହାଉସ୍ ସହ ଯୋଗାଯୋଗ କରି ବନ୍ଦୀମାନଙ୍କୁ ମୁକ୍ତ କରିବା ଲାଗି କାର୍ଯ୍ୟ…
ଚେନ୍ନାଇ : ତାମିଲନାଡୁରେ ଲାଗି ରହିଛି ବର୍ଷା। ଅଦିନିଆ ବର୍ଷା କାରଣରୁ ରାଜ୍ୟର ଆଠଟି ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲଗୁଡିକୁ ଛୁଟି ଘୋଷଣା କରାଯାଇଛି। ଗତକାଲିଠାରୁ ପ୍ରବଳ ବର୍ଷା ଲାଗି ରହିବାରୁ ଆଜି ସମସ୍ତ ସ୍କୁଲ୍ ବନ୍ଦ ରହିଛି।…
କୋଚି: ଉତ୍ତର କେରଳର ଜଣେ ବ୍ୟକ୍ତିଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଅଭିଯୋଗ ଆଧାରରେ ପୁଲିସ କ୍ରିକେଟର ଏସ୍ ଶ୍ରୀସନ୍ଥ ଏବଂ ଅନ୍ୟ ଦୁଇ ଜଣଙ୍କ ବିରୋଧରେ ଏକ ଠକେଇ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି।…
ନୂଆଦିଲ୍ଲୀ : କଂଗ୍ରେସ ନେତା ତଥା ଓ୍ୱାଇନାଡ ସାଂସଦ ରାହୁଲ ଗାନ୍ଧିଙ୍କ ବଢ଼ିଲା ଅଡୁଆ। ତାଙ୍କୁ ନୋଟିସ୍ ପଠାଇଲେ ନିର୍ବାଚନ କମିଶନର। ରାଜସ୍ଥାନ ନିର୍ବାଚନ ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପରୋକ୍ଷରେ ଟାର୍ଗେଟ୍ କରି ‘ପନୌତି’ ଶବ୍ଦ ପ୍ରୟୋଗ କରିଥିଲେ ରାହୁଲ।…
ଭୁବନେଶ୍ବର: ରାଜ୍ୟରେ ଆଦିବାସୀମାନେ ବଞ୍ଚିତ ଆଉ ଅବହେଳିତ ଅବସ୍ଥାରେ ଅଛନ୍ତି। ଛତିଶଗଡ଼ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଗୁରୁବାର ଏହା କହିଛନ୍ତି। ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବା ସମୟରେ ୧୯୮୦ ମସିହା ପୂର୍ବରୁ ସବୁ ଆଦିବାସୀ ଗାଁଗୁଡ଼ିକ ରାଜସ୍ବ ଗ୍ରାମରେ ପରିଣତ…
ନୂଆଦିଲ୍ଲୀ : ସୁପ୍ରିମକୋର୍ଟର ପ୍ରଥମ ମହିଳା ବିଚାରପତି ଫତିମା ବିବିଙ୍କ ପରଲୋକ। ୯୬ ବର୍ଷ ବୟସରେ ଫତିମାଙ୍କର ପରଲୋକ ଘଟିଛି। ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଫତିମା। ତାଙ୍କ ପରଲୋକରେ କେରଳ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ…
କୋଲକାତା : ଆଇସିସି ବିଶ୍ୱକପ୍ରେ ଭାରତ ହାରିବା ସମସ୍ତଙ୍କୁ ନିରାଶ କରିଛି। ଅଷ୍ଟ୍ରେଲିଆ ଠାରୁ ଭାରତ ହାରିବାକୁ କେହି ମଧ୍ୟ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଗୋଟିଏ ପଟେ ଏହାକୁ ନେଇ କ୍ରିକେଟ୍ ପ୍ରେମୀ ଦୁଃଖରେ ଥିବାବେଳେ ଅନ୍ୟପଟେ ଏହାକୁ ନେଇ…
ନୂଆଦିଲ୍ଲୀ : ପ୍ଲସ୍ ଟୁ ସାଇନ୍ସରେ ବାୟୋଲୋଜି ନ ରଖି ପାସ୍-ଆଉଟ୍ ହୋଇଥିବା ପିଲାମାନେ ଏଣିକି ଡାକ୍ତର ହୋଇପାରିବେ। ଏକଥା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। କାରଣ NMC ଲାଗୁ କରିବାକୁ ଯାଉଛି ଏହି ନୂଆ ନିୟମ। ଯୁକ୍ତ ଦୁଇ ବିଜ୍ଞାନରେ…
ଭବାନୀପାଟଣା : ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଆଜି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ବଡ୍କର୍ଲାକୋଟ ଜିଆରଏସ୍ ମାର୍ଗ୍ରେଟ୍ ପାଣିଗ୍ରାହୀ। ଜଣେ ଜବ୍ କାର୍ଡଧାରୀଙ୍କଠାରୁ ସେ ଏହି ଅର୍ଥ ନେଉଥିବା ବେଳେ ଭିଜିଲାନ୍ସ ହାତରେ…
ଭୁବନେଶ୍ୱର: ସରକାରୀ ଖାତାରେ ଦାଦନ ସଂଖ୍ୟା ୪୦ ହଜାର ୮୮ । ବିଧାନସଭାରେ ଉତ୍ତର ରଖି ଏହି ତଥ୍ୟ ଦେଇଛନ୍ତି ଶ୍ରମ ମନ୍ତ୍ରୀ। ରାଜ୍ୟରୁ ୪୦ ହଜାର ୮୮ ଜଣ ଶ୍ରମିକ ଅନ୍ୟ ରାଜ୍ୟରେ କାମ କରିବାକୁ ଯାଉଛନ୍ତି। ଲାଇସେନ୍ସ ପ୍ରାପ୍ତ…