Month: October 2023

ସୁନ୍ଦରଗଡରେ ୨୪ ଘଣ୍ଟାରେ ପୁଣି ୩ ସ୍କ୍ରବ୍ ଟାଇଫସ୍ ପଜିଟିଭ ଚିହ୍ନଟ

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲାର ପିଛା ଛାଡୁନି ସ୍କ୍ରବ୍ ଟାଇଫସ୍ । ଦିନକୁ ଦିନ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହାରି ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୩ ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ମିଳିଛି ।…

କମର୍ସିଆଲ୍ ଗ୍ୟାସ୍ ଦର ବୃଦ୍ଧି

ଅକ୍ଟୋବର ଆରମ୍ଭରୁ ଗ୍ରାହକଙ୍କୁ ବଡ଼ ଝଟକା। କମର୍ସିଆଲ୍ ଏଲପିଜି ସିଲିଣ୍ଡର ମୂଲ୍ୟ ବୃଦ୍ଧି କଲେ ତୈଳ କମ୍ପାନୀ। ଆଜିଠାରୁ ନୂଆ ଦର ଲାଗୁ କରାଯାଇଛି। ନୂଆ ଦର ଅନୁସାରେ, ଗ୍ୟାସ୍ ସିଲିଣ୍ଡର୍ ପିଛା 209 ଟଙ୍କା ବୃଦ୍ଧି ପାଇଛି। ଏହି ବୃଦ୍ଧି…

ଭୁବନେଶ୍ବର ଜିଜିପି କଲୋନୀରେ ରସି ଲଗାଇ ଜୀବନ ହାରିଲେ ଯୁବକ

ଭୁବନେଶ୍ବର : ଭୁବନେଶ୍ବର ଜିଜିପି କଲୋନୀରେ ଯୁବକଙ୍କ ଆତ୍ମହତ୍ୟା । ପ୍ରେମ ବ୍ୟାପାରକୁ ନେଇ ଆତ୍ମହତ୍ୟା କରିଥିବା ସନ୍ଦେହ । ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା ସନ୍ଦେହ । ମୃତ ଯୁବକ ବାଲିପାଟଣାର ସଚିତ୍ର ବାରିକ ବୋଲି ଜଣାପଡ଼ିଛି ।…

୩୫୦ ବର୍ଷ ପରେ ଭାରତ ଫେରିବ ଛତ୍ରପତି ଶିବାଜୀଙ୍କ ‘ବାଘ ନଖ’

ନଭେମ୍ବରରେ ଫେରିବ ଛତ୍ରପତି ଶିବାଜୀ ମହାରାଜଙ୍କ ‘ବାଘ ନଖ’। ଶିବାଜୀଙ୍କ ୩୫୦ତମ ରାଜ୍ୟାଭିଶେଷକ ଉତ୍ସବ ପାଳନ ଅବସରରେ ଏହି ଅସ୍ତ୍ର ବ୍ରିଟେନରୁ ଫେରିବ। ପୂର୍ବରୁ ଏନେଇ ବ୍ରିଟେନ ସରକାରଙ୍କ ସହ କଥାବାର୍ତ୍ତା ସରିଥିଲା। ଆସନ୍ତା ମଙ୍ଗଳବାର ମହାରାଷ୍ଟ୍ରର ସଂସ୍କୃତି ମନ୍ତ୍ରୀ ସୁଧୀର…

ଏମ୍ସ ଭୁବନେଶ୍ବରରେ ଶିଶୁ କ୍ୟାନସର ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ବଢ଼ାଇଲା ଚିନ୍ତା

ଭୁବନେଶ୍ୱର: ରାଜ୍ୟରେ ଏମ୍ସ ଏକମାତ୍ର ସରକାରୀ ହସ୍ପିଟାଲ ଯେଉଁଠି କର୍କଟ ରୋଗରେ ଆକ୍ରାନ୍ତ ଶିଶୁଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି। ତେବେ ଆଶାଠାରୁ ଅଧିକ ବେଗରେ କ୍ୟାନସର ରୋଗୀ ଏହି ଅନୁଷ୍ଠାନକୁ ଆସୁଛନ୍ତି ଯାହା ଏବେ ଚିନ୍ତାଜନକ ଏବଂ କେବଳ ପ୍ରାପ୍ତ ବୟସ୍କ…

ଚିଡ଼ିଆଖାନା କର୍ମଚାରୀଙ୍କ ତଣ୍ଟି କାମୁଡ଼ି ମାରିପକାଇଲା ସିଂହ

ଟୋକିଓ: ଜାପାନର ଫୁକୁଶିମାସ୍ଥିତ ‘ତୋହୋକୁ ସଫାରି ପାର୍କ’ରେ ଜଣେ ୫୩ ବର୍ଷିୟ ଚିଡ଼ିଆଖାନା କର୍ମଚାରୀଙ୍କୁ ଗୋଟାଏ ସିଂହ ମାରି ପକାଇଥିବା କଥା ସମ୍ବାଦ ସରବରାହା ସଂସ୍ଥାନ ‘ରଏଟର୍ସ’ ରିପ‌ୋର୍ଟ କରିଛି। ଗୁରୁବ‌ାର ଦିନ ସିଂହଟିକୁ ଖାଇବାକୁ ଦେଉଥିବା ବେଳେ କେନିଚି କାତୋ…

ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ; ୪ ଗୁରୁତର

କାକଟପୁର: କାକଟପୁରରେ ବାଇକ ଦୁର୍ଘଟଣାରେ ଜଣେ ମୃତ, ୪ ଗୁରୁତର । କାକଟପୁର ଉକୁଳେଇ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । କାକଟପୁର ପଟୁ ଏକ ବାଇକରେ ୨ ଜଣ ଯୁବକ ଦ୍ରୁତ ଗତିରେ ଆସୁଥିବା ସମୟରେ ବାଇକରେ…

ପାଠପଢ଼ା ଚାଲିଥିବା ବେଳେ ଶ୍ରେଣୀଗୃହରେ ଛାତ୍ରୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ହୃଦଘାତଜନିତ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି କିଛି ଦିନ ହେବ ୧୦ରୁ ୧୫ବର୍ଷ ମଧ୍ୟରେ ଛାତ୍ରଛାତ୍ରୀଙ୍କ ହୃଦଘାତରେ ମୃତ୍ୟୁ ହେଉଥିବା ଘଟଣା ସାମ୍ନାକୁ ଆସୁଛି। ଏହି କ୍ରମ‌ରେ ଦେଖିବାକୁ ଗଲେ…

ବରଗଡ଼ରେ ସ୍କ୍ରବ୍ ଟାଇଫସରେ ପୁଣି ଜଣଙ୍କର ମୃତ୍ୟୁ

ବରଗଡ଼ : ବରଗଡ଼ରେ ସ୍କ୍ରବ୍ ଟାଇଫସରେ ପୁଣି ଜଣଙ୍କର ମୃତ୍ୟୁ। ବରଗଡ଼ରେ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି। ମୃତ ବ୍ୟକ୍ତି ଜଣକ ସୋହେଲା ଅଞ୍ଚଳର ଜଣେ ୪୮ ବର୍ଷୀୟ ବ୍ୟକ୍ତି। ବେସରକାରୀ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିବା ସମୟରେ ତାଙ୍କର ମୃତ୍ୟୁ…

କାର୍ ଦୁର୍ଘଟଣାରେ ମହିଳା ମୃତ ଘଟଣା, କନ୍ନଡ ଅଭିନେତା ନାଗଭୂଷଣ ଗିରଫ

ଗିରଫ ହେଲେ କନ୍ନଡ ଅଭିନେତା ନାଗଭୂଷଣ। ଦୁର୍ଘଟଣା ମାମଲାରେ ଆଜି ତାଙ୍କୁ ଗିରଫ କରିଛି ପୁଲିସ। ଏଥିସହ ତାଙ୍କ କାରକୁ ଜବତ ରଖିଛି ପୁଲିସ। ନାଗଭୂଷଣଙ୍କ କାର୍ ଧକ୍କାରେ ଜଣେ ମହିଳାଙ୍କ ଜୀବନ ଯାଇଥିଲା। ସୂଚନା ଅନୁସାରେ, ବେଙ୍ଗାଲୁରୁର କୁମାରସ୍ୱାମୀ ଟ୍ରାଫିକ…