Month: October 2023

ଜାନୁଆରି ୨୦୨୪ରୁ ବନ୍ଦ ହେବ ଗୁଗୁଲର ଏହି ୧୦ ବର୍ଷ ପୁରୁଣା ସେବା

ନୂଆଦିଲ୍ଲୀ: ଗୁଗୁଲ ନିଜର ସର୍ଭିସର ଆଉ ଏକ ଫିଚରକୁ ହଟାଇବାକୁ ପ୍ରସ୍ତୁତି ଚଳାଇଛି । କମ୍ପାନୀ ଘୋଷଣା କରିଛି ଯେ ଜାନୁଆରୀ ୨୦୨୪ରୁ ଜିମେଲର ବେସିକ ଏଚଟିଏମଏଲ ଭିଉ ବନ୍ଦ ହୋଇଯିବ । ଜିମେଲର ବେସିକ୍ ଏଚଟିଏମଏଲ ଭିୟୁ ୟୁଜରମାନଙ୍କୁ ସ୍ଲୋ…

ଉଦୟପୁର ଟେଲରଙ୍କ ନିର୍ମମ ହତ୍ୟା ଘଟଣା ପୁଣି ସମସ୍ତଙ୍କୁ ମନେପକାଇ ଦେଲେ ମୋଦି

ରାଜସ୍ଥାନରେ କ୍ଷମତାସୀନ ଅଶୋକ ଗେହଲଟ ସରକାରଙ୍କୁ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ଜୋରଦାର ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିସହ ସେ ୨୦୨୨ ମସିହା ଉଦୟପୁରେ ଜଣେ ଟେଲରଙ୍କୁ ନିର୍ମମ ଭାବେ କରାଯାଇଥିବା ହତ୍ୟା ଘଟଣାକୁ ପୁଣି ସମସ୍ତଙ୍କର ମନେ…

ଘରେ ଥିବା ଟ୍ରଙ୍କରୁ ମିଳିଲା ତିନି ଭଉଣୀଙ୍କ ମୃତଦେହ

ଟ୍ରଙ୍କ୍ ଭିତରୁ ମିଳିଲା ତିନି ଭଉଣୀଙ୍କ ମୃତଦେହ। ଗତକାଲିଠୁ ନିଖୋଜ ଥିବା ତିନି ଭଉଣୀଙ୍କ ମୃତଦେହ ସେମାନଙ୍କ ଘରେ ଥିବା ଏକ ଟ୍ରଙ୍କ ଭିତରୁ ଉଦ୍ଧାର ହୋଇଛି। ପଞ୍ଜାବର ଜଳନ୍ଧର ଜିଲ୍ଲାରେ ଘଟିଛି ଏପରି ଏକ ଅଭାବନୀୟ ଘଟଣା। ବାପା-ମାଆ ଘରେ…

SCBରେ ବିଜୁଳି ପରେ ପାଣି ସମସ୍ୟା

କଟକ: ବଡ଼ ମେଡିକାଲ ତଥା ଏସସିବିକୁ ଏମ୍ସ ପ୍ଲସ ହସ୍ପିଟାଲ କରିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ହେଲେ ଯେଉଁଭଳି ବିଜୁଳି ପରେ ପାଣି ସମସ୍ୟା ହସ୍ପିଟାଲ ପରିସରରେ ଦେଖିବାକୁ ମିଳିଛି ତାହା ରାଜ୍ୟ ସରକାର କେବେଳ ଘୋଷଣା କରିଦେଇ ନିଜ…

ଆରମ୍ଭ ହେଲା ବିଜେଡିର ଜନସମ୍ପର୍କ ପଦଯାତ୍ରା, ଶୁଭାରମ୍ଭ କଲେ ନବୀନ ପଟ୍ଟନାୟକ

ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହେଲା ବିଜେଡିର ଜନସମ୍ପର୍କ ପଦଯାତ୍ରା। ଭୁବନେଶ୍ବର ଏକାମ୍ର ନିର୍ବାଚନମଣ୍ଡଳୀରୁ ରାଜ୍ୟବ୍ୟାପୀ ପଦଯାତ୍ରାର ଶୁଭାରମ୍ଭ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବଡଗଡ଼ ବ୍ରିଟ୍ କଳିଙ୍ଗ ବିଜୁ ଆଦର୍ଶ କଲୋନୀରେ ପଦଯାତ୍ରାରେ ସାମିଲ ହୋଇଥିଲେ ନବୀନ ।…

ସ୍କୁଟିକୁ ପଛ ପଟରୁ ପିଟି ଶହେ ମିଟର ଘୋଷାଡି ନେଲା କାର୍, ୨ ଜଣ ଗୁରୁତର

ଭୁବନେଶ୍ବର: ଭୟଙ୍କର ଦୁର୍ଘଟଣା । ସ୍କୁଟିକୁ ପଛ ପଟରୁ ପିଟିଲା କାର୍ । ଦୁର୍ଘଟଣା ଏତେ ଭୟଙ୍କର ଥିଲେ ଯେ ସ୍କୁଟି ଚାଳକଙ୍କୁ ପାଖାପାଖି ଶହେ ମିଟର ଘୋଷାଡି ନେଇଥିଲା କାର୍ । ଭୁବନେଶ୍ବର ଉତ୍କଳ ହସ୍ପିଟାଲ ନିକଟରେ ଏହି ମର୍ମନ୍ତୁଦ…

ଭିଡ ନିୟନ୍ତ୍ରଣ କରିବାକୁ ଯାଇ ଆହତ ହୋଇଥିବା ମହିଳା ଏଏସଆଇଙ୍କ ମୃତ୍ୟୁ

ରାଉରକେଲା: ରାଉରକେଲା ଉଦିତନଗର ଥାନାର ଜଣେ ମହିଳା ଏଏସ୍ଆଇଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାଁ ଆଲିଶ ନରମି ଲୁଗୁନ(36)। ସେ ଭିଡ ନିୟନ୍ତ୍ରଣ କରିବାକୁ ଯାଇଥିବା ବେଳେ ଠେଲାପେଲାର ଶିକାର ହୋଇ ଆହତ ହୋଇଥିଲେ ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ…

ଜଣଙ୍କ ହତ୍ୟାର ପ୍ରତିଶୋଧ ପାଇଁ ଗୋଟିଏ ପରିବାରର ୫ ଜଣଙ୍କୁ ମାରିଦେଲେ

ଉତ୍ତର ପ୍ରଦେଶର ଦେଓରିଆ ଜିଲ୍ଲାରେ ଜମି ବିବାଦରୁ ଘଟିଛି ଭୟଙ୍କର କାଣ୍ଡ। ଜମି ବିବାଦରୁ ସୃଷ୍ଟି ହୋଇଥିବା ଗୋଷ୍ଠୀ ସଂଘର୍ଷ ଯୋଗୁ ୬ ଜଣଙ୍କ ଜୀବନ ଯାଇଛି। ଆଖିବୁଜା ଗୁଳିମାଡ଼ ସାଙ୍ଗକୁ ପୋଡ଼ାଜଳା ମଧ୍ୟ ହୋଇଛି। ଜଣଙ୍କ ହତ୍ୟାର ପ୍ରତିଶୋଧ ନେବା…

କଂଗ୍ରେସର ନୂଆ କୋଷାଧ୍ୟକ୍ଷ ନିଯୁକ୍ତ ହେଲେ ଅଜୟ ମାକନ୍‌

ନୂଆଦିଲ୍ଲୀ: ପବନ କୁମାର ବଂସଲ୍‌ଙ୍କୁ ହଟାଇ ରବିବାର ଦିନ କଂଗ୍ରେସ ଦଳର ବରିଷ୍ଠ ନେତା ଅଜୟ ମାକନ୍‌ଙ୍କୁ ତା’ର ନୂଆ କୋଷାଧ୍ୟକ୍ଷ ଭାବେ ନିଯୁକ୍ତ କରିଛି। କିଛି ମାସ ହେବ ରାଜସ୍ଥାନ କଂଗ୍ରେସର ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଇଥିବା ଅଜୟ…

ଡିଏନଏ ଟେଷ୍ଟ ପାଇଁ ସାମ୍ପୁଲ ସଂଗ୍ରହ

ଭୁବନେଶ୍ବର : କ୍ୟାପିଟାଲ ହସ୍ପିଟାଲ୍‌ରେ ଶିଶୁ ଅଦଳବଦଳ ଘଟଣା । ଆଜି ମାଆ ଏବଂ ଶିଶୁର ଡିଏନଏ ଟେଷ୍ଟ ପାଇଁ ଡାକ୍ତରୀ ଟିମ୍ ସାମ୍ପୁଲ ସଂଗ୍ରହ କରିଛନ୍ତି । କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ଉପସ୍ଥିତିରେ ସାମ୍ପୁଲ ସଂଗ୍ରହ କରାଯାଇଛି । ତେବେ…