Month: October 2023

କ୍ୟାଟଲିନ କ୍ୟାରିକୋ, ଡ୍ରିଉ ଓ୍ବିଜମ୍ୟାନଙ୍କୁ ଚିକିତ୍ସା ବିଜ୍ଞାନରେ ନୋବେଲ

ଷ୍ଟକହୋମ୍: ୨୦୨୩ ପାଇଁ ଚିକିତ୍ସା ବିଜ୍ଞାନ ଅର୍ଥାତ୍ ମେଡିସିନରେ ନୋବେଲ ପୁରସ୍କାର କ୍ୟାଟଲିନ କାରିକୋ ଏବଂ ଡ୍ରିଉ ୱିସମ୍ୟାନଙ୍କୁ ପ୍ରଦାନ କରାଯିବ । ନ୍ୟୁକ୍ଲିଓସାଇଡ୍ ଭିତ୍ତିକ ସଂଶୋଧନ ସମ୍ବନ୍ଧୀୟ ଆବିଷ୍କାର ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ । ସେମାନଙ୍କ…

ଭାରତରେ ୭୪ ଲକ୍ଷରୁ ଅଧିକ ଆକାଉଣ୍ଟ ବନ୍ଦ କଲା ହ୍ୱାଟସଆପ୍‌

ଇନଷ୍ଟା ମେସଜିଂ ପ୍ଲାଟଫର୍ମ ହ୍ୱାଟସଆପ୍‌ ଭାରତରେ ୭୪.୨ ଲକ୍ଷ ଆକାଉଣ୍ଟକୁ ଅଗଷ୍ଟ ମାସରେ ବ୍ୟାନ କରିଛି। ସେପ୍ଟେମ୍ବର ମାସରେ ବ୍ୟାନ ହୋଇଥିବା ଆକାଉଣ୍ଟ ତୁଳନାରେ ଏହା ୨ ଲକ୍ଷ ଅଧିକ। ଭାରତ ସରକାରଙ୍କ ନୂଆ ଆଇଟି ନିୟମ ୨୦୨୧ ଆଧାରରେ ହ୍ୱାଟସଆପ୍‌…

ସୌରୀନ ଭଟ୍ଟଙ୍କ ବିରୋଧରେ ଜାରି ହେବ NBW

କଟକ:ବଢ଼ିଲା ଜଣାଶୁଣା କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କ ଅଡୁଆ । ମହିଳାଙ୍କୁ ଯୌନ ଶୋଷଣ ଅଭିଯୋଗରେ ତାଙ୍କ ବିରୋଧରେ ଜାରି ହେବ NBW। ଜାମିନ ବିହୀନ ଗିରଫ ପରୱାନା ପାଇଁ କୋର୍ଟରେ ଆବେଦନ କରିବ କଟକ କମିଶନରେଟ ପୋଲିସ। ସୌରୀନ ଦୀର୍ଘ ଦିନ…

ବ୍ରିଟିସ୍‌ ରାଜ ପରିବାର ୱେବ୍‌ସାଇଟ୍‌ ଉପରେ ରୁଷୀୟ ସାଇବର୍‌ ଆକ୍ରମଣ

ଲଣ୍ଡନ୍‌: ରବିବାର ଦିନ ବ୍ରିଟିସ୍‌ ରାଜ ପରିବାରର ଅଫିସିଆଲ୍‌ ୱେବ୍‌ସାଇଟ୍‌ ଉପରେ ଦଳେ ରୁଷୀୟ ‘ହ୍ୟାକର୍‌’ ଆକ୍ରମଣ କରିଥିବା ଖବର ଅନ୍‌ଲାଇନ୍‌ରେ ପ୍ରସାରିତ ହେଉଥିବା କଥା ‘ସ୍କାଏ ନିଉଜ୍‌’ ରିପୋର୍ଟ କରିଛନ୍ତି। ଏଥିଯୋଗୁଁ ଉକ୍ତ ୱେବ୍‌ସାଇଟ୍‌ ‘ଡାଉନ୍‌’ ରହିଲା ଓ ପ୍ରାୟ…

ନବରଙ୍ଗପୁରରେ ୨୪ଘଣ୍ଟିଆ ବସ୍ ଧର୍ମଘଟ, ଯାତ୍ରୀ ହନ୍ତସନ୍ତ

ନବରଙ୍ଗପୁର: ବିନା ଆଲୋଚନା ରେ ସରକାର ଙ୍କ ଦ୍ଵାରା ଲକ୍ଷ୍ମୀ ଯୋଜନା କାର୍ଯ୍ୟକାରିତା ପ୍ରତିବାଦରେ ନବରଙ୍ଗପୁର ଜିଲ୍ଲା ଘରୋଇ ବସ ମାଲିକ ସଂଘ ପକ୍ଷରୁ ୨୪ ଘଣ୍ଟିଆ ଘରୋଇ ବସ ଚଳାଚଳ ବନ୍ଦ କରାଯାଇଛି । ଆଜି ଜିଲ୍ଲାରେ ୧୨୦ ଟି…

ନିରୋଦ ଦାସ ଓ ରତ୍ନାକର ପଲାଇଙ୍କ ଜାମିନ ଆବେଦନ ନାମଞ୍ଜୁର

ଭୁବନେଶ୍ୱର: ବହୁ ଚର୍ଚ୍ଚିତ କ୍ରିପ୍ଟୋ ପଞ୍ଜି ସ୍କାମର ୨ ମାଷ୍ଟର ମାଇଣ୍ଡ ନିରୋଦ ଦାସ ଓ ରତ୍ନାକର ପଲାଇଙ୍କ ଜାମିନ ଆବେଦନ ନାମଞ୍ଜୁର। ଉଭୟଙ୍କର ଜାମିନ ଆବେଦନ ନାମଞ୍ଜୁର କଲେ କଟକ ସ୍ବତନ୍ତ୍ର ଓପିଆଇଡି କୋର୍ଟ। କ୍ରିପ୍ଟୋ ଇନଭେସ୍ଟମେଣ୍ଟ ନାଁରେ ହଜାର…

ରାଜ୍ୟର ୬ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ୧୧ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ବଙ୍ଗୋପସାଗରରେ ସକ୍ରିୟ ଥିବା ଗତକାଲିର ସଦୃଶ ଲଘୁଚାପ କ୍ଷେତ୍ର ଦୁର୍ବଳ ହୋଇ ଆଜି ଲଘୁଚାପ କ୍ଷେତ୍ରରେ ପରିଣତ ହୋଇ ଏବେ ଦକ୍ଷିଣ-ପଶ୍ଚିମ ଝାଡ଼ଖଣ୍ଡ ଓ ଏହାର ସଂଲଗ୍ନ ଉତ୍ତର ଛତିଶଗଡ଼ ଉପରେ ରହିଛି। ତେବେ, ଏହାର ପ୍ରଭାବରେ ଦକ୍ଷିଣ-ପଶ୍ଚିମ ମୌସୁମୀ…

ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ ସୌମ୍ୟ ପଟ୍ଟନାୟକ: ଜୟନାରାୟଣ

ଭୁବନେଶ୍ୱର: ଦିନକ ପରେ ୪୦ ବର୍ଷରେ ପଦାର୍ପଣ ଦୈନିକ ଖବରକାଗଜ ‘ସମ୍ବାଦ’ । ହେଲେ ତା ପୂର୍ବରୁ ସମ୍ପାଦକ ପଦରୁ ଅବ୍ୟାହତି ନେଇଛନ୍ତି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ । ସୌମ୍ୟ ସମ୍ପାଦକ ପଦରୁ ଛାଡିବା ପରେ ସବୁ ଦାୟିତ୍ୱ ଝିଅ…

ସୁନ୍ଦରଗଡ଼ରେ ପୁଣି ୯ ସ୍କ୍ରବ୍ ଟାଇଫସ ଆକ୍ରାନ୍ତ ଚିହ୍ନଟ: ସଂଖ୍ୟା ୩୦୪ ଛୁଇଁଲା

ସୁନ୍ଦରଗଡ଼:୨୪ ଘଣ୍ଟାରେ ପୁଣି ୯ ସ୍କ୍ରବ୍ ଟାଇଫସ ଆକ୍ରାନ୍ତ ଚିହ୍ନଟ। ୩୪ ରକ୍ତ ନମୁନାରୁ ୯ ପଜିଟିଭ ଚିହ୍ନଟ। ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୦୪ରେ ପହଞ୍ଚିଲା। ଏନେଇ ସୂଚନା ଦେଇଛନ୍ତି ଭାରାପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର କାହ୍ନୁଚରଣ ନାୟକ।…

ନିଜ ହୀରା ଖଣିକୁ ପରିଦର୍ଶନରେ ଯାଉଥିବା ଭାରତୀୟ ବ୍ୟବସାୟୀ ଓ ତାଙ୍କ ପୁତ୍ର ସମେତ ୬ ମୃତ

ଜୋହାନ୍‌ସବର୍ଗ: ଦକ୍ଷିଣ-ପଶ୍ଚିମ ଜିମ୍ବାେଓ୍ଵର ଏକ ହୀରା ଖଣି ନିକଟରେ ଏକ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ଦୁର୍ଘଟଣା ଘଟି ଜଣେ ଭାରତୀୟ କୋଟିପତି ଖଣି ବ୍ୟବସାୟୀ ଏବଂ ତାଙ୍କ ପୁଅଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ଘଟିଛି। ଜିମ୍ବାୱେର ଏକ ନ୍ୟୁଜ୍‌…