Month: October 2023

ଯୁବକଙ୍କ ଅଭାବନୀୟ କାଣ୍ଡ, ବିଷ ପିଇ ମରିବା ପୂର୍ବରୁ କଲେ ଭିଡିଓ

ବାଲେଶ୍ବର: ଏବେ ଜୀବନ ହାରିବା ଯେମିତି ଏକ ଟ୍ରେଣ୍ଡ ପାଲଟିଛି। ପୁଣି ଆତ୍ମହତ୍ୟା ପୂର୍ବରୁ ଭିଡିଓ କରିବାର ନିଶା ବି କିଛି କମ୍ ନୁହେଁ । ଏବେ ଜଣେ ଯୁବକ ବିଷ ପିଇ ଆତ୍ମହତ୍ୟା କରୁଥିବା ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଘୂରି…

ଭୂକମ୍ପରେ ଥରିଲା ରାଜଧାନୀ

ନୂଆଦିଲ୍ଲୀ: ଭୂକମ୍ପରେ ଥରିଲା ରାଜଧାନୀ। ଆଜି ୨ଟା ୫୩ରେ ଦିଲ୍ଲୀ ଏନସିଆରରେ ଭୂକମ୍ପ ଝଟକା ଅନୁଭବ ହୋଇଛି। ରିକ୍ଟର ସ୍କେଲରେ ଏହାର ତିବ୍ରତା ୪.୬ ରେକର୍ଡ କରାଯାଇଛି। ନେପାଳ ଭୂକମ୍ପର କେନ୍ଦ୍ରସ୍ଥଳ ବୋଲି ସୂଚନା ମିଳିଛି। ଭୂକମ୍ପରେ କୌଣସି ଧନଜୀବନ କ୍ଷୟକ୍ଷତି…

ଲୋକସେବା ଭବନରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ

ଭୁବନେଶ୍ୱର: ରାଜଧାନୀରେ ଥିବା ଲୋକସେବା ଭବନରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ଲୋକସେବା ଭବନର ପ୍ରଥମ ମହଲାରେ ନିଆଁ ଲାଗିଥିଲା। ଏହି ପ୍ରଥମ ମହଲାରେ ରାଜସ୍ୱ ବିଭାଗର କାର୍ଯ୍ୟାଳୟ ରହିଛି। ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ…

ହବିଷ୍ୟାଳିଙ୍କ ପାଇଁ ପଞ୍ଜିକରଣ ଆରମ୍ଭ

ପୁରୀ: କାର୍ତ୍ତିକ ମାସରେ ବ୍ରତ ପାଳନ ପାଇଁ ହବିଷ୍ୟାଳି ଯୋଜନାରେ ଆଜି ଠାରୁ ପଞ୍ଜିକରଣ ଆରମ୍ଭ ହେବ । ଚଳିତବର୍ଷ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ୩ ହଜାରରୁ ଉର୍ଦ୍ଧ ହବିଷ୍ୟାଳିଙ୍କୁ ବ୍ରତ ପାଳନର ସୁଯୋଗ ମିଳିବ । ଏଥିପାଇଁ ବୃନ୍ଦାବତୀ ନିବାସ…

ସୁନ୍ଦରଗଡରେ ୨୪ ଘଣ୍ଟାରେ ଆଉ ୪ ସ୍କ୍ରବ ଟାଇଫସ ଆକ୍ରାନ୍ତ ଚିହ୍ନଟ, ୩୦୮ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ସୁନ୍ଦରଗଡ଼ : ସୁନ୍ଦରଗଡ଼ରେ ଚିନ୍ତା ବଢ଼ାଇଛି ସ୍କ୍ରବ ଟାଇଫସ୍ । ୨୪ ଘଣ୍ଟାରେ ଆଉ ୪ ଆକ୍ରାନ୍ତ ଚିହ୍ନଟ । ଏହାକୁ ମିଶାଇ ସୁନ୍ଦରଗଡରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୩୦୮ରେ ପହଞ୍ଚିଛି । ସେହିପରି ବରଗଡ଼ରେ ୨ ଦିନ ତଳେ ଜଣଙ୍କର…

ବିସ୍କୁଟ ଗୋଦାମରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ନଷ୍ଟ

ବାଲିଗୁଡା: ବିସ୍କୁଟ ଗୋଦାମରେ ଅଗ୍ନିକାଣ୍ଡ। ନିଆଁରେ ଲକ୍ଷାଧିକ ଟଙ୍କାର ଚକଲେଟ୍ ଓ ବିସ୍କୁଟ ପୋଡି ନଷ୍ଟ ହୋଇଯାଇଛି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ପାଟ୍ଟଖଣ୍ଡା ସାହିରେ ଘଟିଛି ଏହି ଅଘଟଣ । ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି…

୨୦୨୪ ନିର୍ବାଚନ ଓଡ଼ିଶାରେ ଫୁଲ୍ ଦମରେ ଲଢ଼ିବ ବିଜେପି : ଅନୁରାଗ ଠାକୁର

ଭୁବନେଶ୍ୱର: ଏଥର ଓଡ଼ିଶାରେ ଫୁଲ ଦମରେ ଲଢିବ ବିଜେପି । ଭଲ ଫଳ ମଧ୍ୟ କରିବ । ଦଳୀୟ କର୍ମକର୍ତ୍ତାଙ୍କ ଦମରେ ଲଢିବ ବିଜେପି । ଓଡ଼ିଶାରେ ମୋଦିଙ୍କ ଲୋକପ୍ରିୟତା ବଢୁଛି । ଓଡ଼ିଶାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେତିକି ଗୁରୁତ୍ୱ…

ମଲରେ ନାବାଳକର ଆଖିବୁଜା ଗୁଳିଚାଳନା, ୪ ମୃତ

ଥାଇଲାଣ୍ଡ ରାଜଧାନୀ ବ୍ୟାଙ୍କକର ଏକ ବିଳାସପୂର୍ଣ୍ଣ ମଲରେ ଅଘଟଣ। ଜଣେ ୧୪ ବର୍ଷୀୟ ନାବାଳକର ଆଖିବୁଜା ଗୁଳିଚାଳନାରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ କେତେ ଜଣ ଆହତ ମଧ୍ୟ ହୋଇଛନ୍ତି। ଗୁଳି ଶବ୍ଦ ହେବା ପରେ ଅଧିକାଂଶ ଲୋକେ…

ବନ୍ଦ ଘରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଉଦ୍ଧାର

ସୁନ୍ଦରଗଡ଼: ବନ୍ଦ ଘରେ ମହିଳାଙ୍କ ମୃତଦେହ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନାର ସମରଦରି ଗାଁରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଦୀର୍ଘ ସମୟ ଧରି ଘର ବାହାରେ କବାଟ ବନ୍ଦ…

ଇଦ୍‌ ଶୋଭାଯାତ୍ରା ବେଳେ ସଂଘର୍ଷ: ୪୩ ଗିରଫ

ଦିନକ ତଳେ କର୍ଣ୍ଣାଟକାର ଶିବମୋଗା ଜିଲ୍ଲାରେ ଘଟିଥିବା ସାଂପ୍ରଦାୟିକ ଦଙ୍ଗାକୁ ନେଇ ଏବେ ବି ଉତ୍ତେଜନା ଲାଗି ରହିଛି। ରାଗିଗୁଡ୍ଡାରେ ଇଦ-ଇ-ମିଲାଦ-ଉନ-ନବି ଶୋଭାଯାତ୍ରା ବେଳେ ଦୁଇ ସଂପ୍ରଦାୟର ଲୋକଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ଏଥିରେ ସାମିଲ ଥିବା ୪୩ ଜଣଙ୍କୁ ସୋମବାର…