Month: October 2023

ଶ୍ରୀଜଗନ୍ନାଥ ବିଶ୍ୱବିଦ୍ୟାଳୟରେ ପ୍ରଥମ ଥର ପାଇଁ ଆୟୋଜିତ ହେଲା ବିଶ୍ଵ ଅନ୍ତରୀକ୍ଷ ସପ୍ତାହ, ଯୋଗଦେଲେ ଇସ୍ରୋ ଉପ ନିର୍ଦ୍ଦେଶକ

ପୁରୀ: ପୁରୀ ଶ୍ରୀଜଗନ୍ନାଥ ବିଶ୍ୱବିଦ୍ୟାଳୟରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଛି ବିଶ୍ଵ ଅନ୍ତରୀକ୍ଷ ସପ୍ତାହ।ଏହି କାର୍ଯ୍ୟକ୍ରମରେ ଇସ୍ରୋ ଶ୍ରୀହରିକୋଟା ଅନ୍ତରୀକ୍ଷ ଗବେଷଣା କେନ୍ଦ୍ରର ଉପ ନିର୍ଦ୍ଦେଶକ ପି.ସୁନୀଲ ଯୋଗଦେଇ ଛାତ୍ର ଛାତ୍ରୀଙ୍କୁ ମହାକାଶ ବିଜ୍ଞାନ ପ୍ରତି ଆଗ୍ରହ ସୃଷ୍ଟି କରାଇଥିଲେ।…

ବିଦେଶୀ ଜାହାଜ ଅଟକାଇବା ପାଇଁ ବସାଇଥିବା ଯନ୍ତାରେ ପଡ଼ିଲା ଚୀନା ବୁଡ଼ାଜାହାଜ; ୫୫ ମୃତ

ନୂଆଦିଲ୍ଲୀ: ବିଦେଶୀ ବୁଡ଼ାଜାହାଜ ଧରିବା ପାଇଁ ପୀତ ସାଗରରେ (ୟେଲୋ ସି’) ବସାଯାଇଥିବା ଯନ୍ତାରେ ଚୀନ୍‌ର ଗୋଟାଏ ଆଣବିକ ଶକ୍ତି ଚାଳିତ ବୁଡ଼ାଜାହାଜ ପଡ଼ିଯିବାରୁ ପ୍ରାୟ ୫୫ଜଣ ଚୀନା ନାବିକଙ୍କର ମୃତ୍ୟୁ ଘଟିଥିବା କଥା ‘ଦି ମିରର୍‌’ ରିପୋର୍ଟ କରିଛି। ଇଂଲଣ୍ଡ୍‌…

ଆବାସିକ କଲୋନୀ ପାଇଁ ୪୨୯ଟି ରାସ୍ତା ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱର, ବାଲିଅନ୍ତା ଓ ଜଟଣୀ ବ୍ଲକର ଆବାସିକ କଲୋନୀ ଗୁଡିକ ପାଇଁ ୩୯ କୋଟି ୨୫ ଲକ୍ଷ ଟଙ୍କାର ୪୨୯ଟି ରାସ୍ତା ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ଗତ ଅଗଷ୍ଟ ମାସ ୨୩…

‘ସ୍ବର୍ଣ୍ଣ ମନ୍ଦିର’ରେ ରାହୁଲ୍‌ ଗାନ୍ଧୀଙ୍କ ‘ସେବା’: ପରିବା କାଟିଲେ, ଷ୍ଟାଣ୍ଡ୍‌ରେ ଜୋତା ସଜାଡ଼ିଲେ

ଅମୃତସର: ପଞ୍ଜାବ ଗସ୍ତରେ ଥିବା କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀ ମଙ୍ଗଳବାର ଦିନ ଅମୃତସରସ୍ଥିତ ସ୍ବର୍ଣ୍ଣ ମନ୍ଦିରରେ ଯାଇ ‘ଜୌରା ଘର୍‌’ରେ (ଜୋତଘର) ଭକ୍ତମାନଙ୍କ ଜୋତା ସଜାଡ଼ି ‘ସେବା’ କରିଛନ୍ତି। ପ୍ରାପ୍ତ ରିପୋର୍ଟ ଅନୁସାରେ, ମୁଣ୍ଡରେ କପଡ଼ା ବାନ୍ଧି ରାହୁଲ୍‌ ଗାନ୍ଧୀ…

ଭିଜିଲାନ୍ସ ଜାଲରେ ମାର୍କେଟିଙ୍ଗ ଇନ୍ସପେକ୍ଟର, ୧୪୦୦୦ ଟଙ୍କା ଲାଞ୍ଚ ନେବା ବେଳେ ମାଡି ବସିଲା ଭିଜିଲାନ୍ସ ଟିମ

କଳାହାଣ୍ଡି: ଭିଜିଲାନ୍ସ ଜାଲରେ ମାର୍କେଟିଙ୍ଗ ଇନ୍ସପେକ୍ଟର ସୁଶାନ୍ତ ମଲ୍ଲିକ। ଭବାନୀପାଟଣା ଥୁଆମୂଳ ରାମପୁର ବ୍ଲକ ମାର୍କେଟିଙ୍ଗ ଇନ୍ସପେକ୍ଟର ସୁମନ୍ତ ମଲ୍ଲିକ ୧୪,୦୦୦ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ସୂଚନା ଅନୁସାରେ, ବ୍ଲକ ଅଫିସରେ ମାର୍କେଟିଙ୍ଗ ଇନ୍ସପେକ୍ଟର…

କୁଚିଣ୍ଡାରେ ଅଜଣା ଗାଡି ଧକ୍କାରେ ଦୁଇ ମୃତ

ସମ୍ବଲପୁର: ସମ୍ବଲପୁର କୁଚିଣ୍ଡା ଥାନା ପାରୁଆଭାଡି ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଆଜି ସକାଳେ ଅଜଣା ଗାଡି ଧକ୍କାରେ ଦୁଇ ଜଣ ଙ୍କର ମୃତ୍ୟୁ ଘଟିଛି । ମୃତକ ପାରୁଆଭାଡି ଗାଁର ମୁକ୍ତେଶ୍ବର ଧାନ ଏବଂ ପଣ୍ଡରୀକଟା ଗାଁର ଦଧି…

କ୍ୟାବିନେଟ୍ ବୈଠକରେ ଯୋଗ ଦେଲେନି କି ସିନ୍ଦେ, ଫଡ଼ନାବିସଙ୍କ ସହ ଦିଲ୍ଲୀ ଗଲେନି ପାୱାର

ପୁଣି ଗୋଳମାଳିଆ ହେଉଛି ମହାରାଷ୍ଟ୍ର ରାଜନୀତି। ଶିବସେନା, ଏନସିପି ଏବଂ ବିଜେପିର ମିଳିତ ଭାବେ ଗଠନ ହୋଇଥିବା ରାଜ୍ୟ ସରକାରରେ ଘଡ଼ିକେ ଘୋଡ଼ା ଛୁଟୁଛି। ପୁଣି ଦଳରେ ଆଉ ଏକ ବିବାଦ ଘନଉଥିବା ଚର୍ଚ୍ଚା ହେଉଛି। କାରଣ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ,…

୩ ବୈଜ୍ଞାନିକ ପାଇବେ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର

ଷ୍ଟକହୋମ୍ : ୨୦୨୩ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ଘୋଷଣା କରାଯାଇଛି । ରୟାଲ୍ ସୁଇଡିସ ଏକାଡେମୀ ଅଫ୍ ସାଇନ୍ସେସ୍ ପକ୍ଷରୁ ମୋଙ୍ଗି ଜି. ବାଭେଣ୍ଡି, ଲୁଇସ୍ ଇ. ବ୍ରୁସ୍ ଏବଂ ଆଲେକ୍ସି ଆଇ. ଆକିମୋଭଙ୍କୁ ୨୦୨୩ ରସାୟନ ବିଜ୍ଞାନରେ ନୋବେଲ…

ମହାରାଷ୍ଟ୍ରର ଆଉ ଏକ ହସ୍ପିଟାଲରେ 24 ଘଣ୍ଟାରେ 25 ରୋଗୀ ମୃତ

ଏକ ଚିନ୍ତାଜନକ ପରିସ୍ଥିତିରେ ପହଞ୍ଚିଲାଣି ମହାରାଷ୍ଟ୍ର ସରକାରୀ ଡାକ୍ତରଖାନାରେ ରୋଗୀ ମୃତ୍ୟୁ ଘଟଣା। ଦୁଇ ଦିନ ତଳେ ନାନ୍ଦେଡର ଏକ ସରକାରୀ ହସ୍ପିଟାଲରେ 31 ଜଣଙ୍କର ମୃତ୍ୟୁ ଘଟିଥିବା ବେଳ ନାଗପୁରର ସରକାରୀ ପରିଚାଳିତ ମାୟୋ ହସ୍ପିଟାଲରେ 25 ଜଣଙ୍କ ମୃତ୍ୟୁ…

ବିପିନ ପ୍ରଧାନ ଗୋଷ୍ଠୀର ଯମୁନା ନାୟକ ନିର୍ବାଚିତ

ଗଞ୍ଜାମ: ଶେଷ ହୋଇଛି ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନ । ଫଳାଫଳ ବି ସାମ୍ନାକୁ ଆସିସାରିଛି । ବିପିନ ପ୍ରଧାନ ଗୋଷ୍ଠୀର ଯମୁନା ନାୟକ ବ୍ଲକ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ଫଳାଫଳ ସାମ୍ନାକୁ ଆସିବା ପରେ ବିପିନ ପ୍ରଧାନ…