Month: October 2023

୨ ଲକ୍ଷ ଟଙ୍କା ଜିତିବାକୁ ଅଫିସ୍‌ ପାର୍ଟିରେ ୧ ଲିଟର୍‌ ମଦ ପିଇ ପ୍ରାଣ ହରାଇଲେ କର୍ମଚାରୀ

ନୂଆଦିଲ୍ଲୀ: ମଦ୍ୟପାନ ପ୍ରତିଯୋଗିତାରେ ୨୦,୦୦୦ ‘ୟୁୟାନ୍‌’ (୨,୨୮,୫୦୬ ଟଙ୍କା) ଜିଣିବା ଲାଗି ଚୀନ୍‌ର ଜଣେ ବ୍ୟକ୍ତି ମାତ୍ର ୧୦ ମିନିଟ୍‌ରେ ୧ ଲିଟର୍‌ ମଦ ପିଇ ପ୍ରାଣ ହରାଇଥିବା କଥା ‘ସାଉଥ୍‌ ଚାଇନା ମର୍ଣ୍ଣିଂ ପୋଷ୍ଟ୍‌’ ରିପୋର୍ଟ କରିଛି। ରିପୋର୍ଟ ଅନୁସାରେ,…

ବୁର୍ଲା ଭୀମସାରରେ ଡାକ୍ତରୀ ଛାତ୍ର-ସୁରକ୍ଷାକର୍ମୀ ପିଟାପିଟି; ୨ ଆହତ

ବୁର୍ଲା ଭୀମସାରରେ ଡାକ୍ତରୀ ଛାତ୍ର ଓ ଘରୋଇ ସୁରକ୍ଷା କର୍ମୀଙ୍କ ମଧ୍ୟରେ ପିଟାପିଟି ହୋଇଛି। ଏଥିରେ ଜଣେ ପିଜି ଛାତ୍ର ଆହତ ହୋଇଥିବା ବେଳେ ଜଣେ ସିକ୍ୟୁରିଟି ଗାର୍ଡ ମଧ୍ୟ ଆହତ ହୋଇଛନ୍ତି। ବୁର୍ଲା ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାବୁଝା କରିଛି।…

କୁଲ୍‌ଗାମରେ ସେନାକୁ ବଡ଼ ସଫଳତା, ୨ ଆତଙ୍କବାଦୀ ନିପାତ; ସର୍ଚ୍ଚ ଅପରେସନ ଜାରି

ଜମ୍ମୁ-କାଶ୍ମୀରର କୁଲ୍‌ଗାମରେ ଭାରତୀୟ ସେନାର ଯବାନଙ୍କୁ ବଡ଼ ସଫଳତା ମିଳିଛି। ଏଠାରେ ସେନା ଏନ୍‌କାଉଣ୍ଟର କରି ୨ ଆତଙ୍କବାଦୀଙ୍କୁ ନିପାତ କରିଛି। ଜିଲ୍ଲାର କୁଜ୍ଜର ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ବୁଧବାର ଅପରାହ୍ନରୁ ହିଁ ଗୁଳି ବିନିମୟ ଜାରି…

ଗଣେଶ ଭସାଣି ବେଳେ ଚଢିଗଲା ଟ୍ରକ, ଚାଲିଗଲା ଜୀବନ; କ୍ଷତିପୂରଣ ଦାବିରେ ରାସ୍ତାରୋକ

କଟକ : ନାଚୁଥିବାବେଳେ ଚଢିଗଲା ଟ୍ରକ, ଚାଲିଗଲା ଜୀବନ। ଆଠଗଡ଼ ମାଣିଆବନ୍ଧ ଥାନା ଅଧିନ ଅଭିମାନପୁର ନିକଟରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା। ଗଣେଶ ଭସାଣି ବେଳେ ଏହି ଅଘଟଣ ଘଟିଛି। ବଡ଼ମ୍ବା ମାଣିଆବନ୍ଧ ଥାନା ଅନ୍ତର୍ଗତ ଅଭିମାନପୁର ବଜାର ନିକଟରେ…

ସିକିମରେ ବାଦଲ ଫଟା ବର୍ଷାରେ ଗଲାଣି ୧୪ ଜୀବନ, ୧୦୨ ନିଖୋଜ

ସିକିମରେ ହୋଇଥିବା ବାଦଲଫଟା ବର୍ଷା ଯୋଗୁ ଫ୍ଲାସଫ୍ଲଡ ହୋଇ ୧୪ ଜୀବନ ଚାଲି ଗଲାଣି। ସେନାର ୨୩ ଯବାନ ନିଖୋଜ ହୋଇ ଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ଉଦ୍ଧାର କରାଯାଇଛି। ସେନାର ୨୨ ଯବାନଙ୍କ ସମେତ ସମୁଦାୟ ୧୦୨ ଜଣ…

ବିଶ୍ୱ ସଂସ୍କୃତି ମହୋତ୍ସବରେ ପ୍ରଶଂସିତ ହେଲା ଓଡ଼ିଶୀନୃତ୍ୟ

ଭୁବନେଶ୍ୱର: ୱାଶିଂଟନ ଡିସିସ୍ଥିତ ନ୍ୟାଶନାଲ ମଲ୍‌ଠାରେ ୩ ଦିନିଆ ବିଶ୍ୱ ସଂସ୍କୃତି ମହୋତ୍ସବ-୨୦୨୩ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୮୦ ଦେଶର ଲୋକମାନେ ଯୋଗ ଦେଇଥିଲେ । ନୃତ୍ୟ, ସଙ୍ଗୀତ, ଧ୍ୟାନ ଏବଂ ସଂସ୍କୃତି ମାଧ୍ୟମରେ ମାନବ ବିବିଧତାକୁ ପାଳନ କରି…

ପୁଣି ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ, ରେଳ ଚଳାଚଳ ବାତିଲ

ବାଲେଶ୍ବର : ବାଲେଶ୍ବର ହଳଦୀପଦା ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହେବା ଫଳରେ ରେଳ ଚଳାଚଳ ସଂପୂର୍ଣ୍ଣ ସ୍ବାଭାବିକ ହୋଇପାରୁନି। ପ୍ରବଳ ବର୍ଷା କାରଣରୁ ବାଲେଶ୍ଵର – ହଳଦୀପଦା ଷ୍ଟେସନ ମଝିରେ ଥିବା ଅମରା ବ୍ରିଜ ନିକଟରେ ରେଳ ଟ୍ରାକ ଦବି…

ହ୍ବାଇଟ୍‌ ହାଉସ୍‌ରୁ ବିଦା ହେଲା ୧୧ ଥର କାମୁଡ଼ିଥିବା ବାଇଡେନ୍‌ଙ୍କ କୁକୁର ‘କମାଣ୍ଡର୍‌’

ୱାସିଂଟନ୍‌: ଅନେକଥର କାମୁଡ଼ାକାମୁଡ଼ି କରିବାରୁ ଆମେରିକାର ରାଷ୍ଟ୍ରପତି ଜୋ’ ବାଇଡେନ୍‌ଙ୍କର ୨ ବର୍ଷିୟ ଜର୍ମାନ୍‌ ସେଫର୍ଡ କୁକୁର ‘କମାଣ୍ଡର୍‌’କୁ ହ୍ବାଇଟ୍‌ ହାଉସ୍‌ରୁ ବିଦା କରାଯାଇଛି। ପ୍ରାପ୍ତ ସୂଚନା ଅନୁସାରେ, ରାଷ୍ଟ୍ରପତି ଭବନ ହ୍ବାଇଟ୍‌ ହାଉସ୍‌ ଓ ବାଇଡେନ୍‌ଙ୍କ ପାରିବାରିକ ବାସଭବନରେ ଥିବା…

ବିଶ୍ୱ ପ୍ରାଣୀ ଦିବସ ଅବସରରେ ରାହୁଲ ଗାନ୍ଧି ମା’ ସୋନିଆଙ୍କୁ ଦେଲେ ଏକ କୁକୁର ଛୁଆ ଉପହାର

ବିଶ୍ୱ ପ୍ରାଣୀ ଦିବସ ଅବସରରେ ଗାନ୍ଧି ପରିବାରକୁ ଆସିଛି ଏକ ନୂଆ କୁନି ଅତିଥି। କଂଗ୍ରେସ ନେତା ରାହୁଲ ଗାନ୍ଧି ମା’ ସୋନିଆ ଗାନ୍ଧିଙ୍କୁ ଜ୍ୟାକ୍‌ ରସେଲ୍‌ ଟେରିୟର୍‌ ବ୍ରିଡ୍‌ର ଏକ କୁକୁର ଛୁଆ ଉପହାର ଦେଇଛନ୍ତି। ଏହି ଉପହାର ପାଇ…

୨୬ଟି ନୂତନ ୧୦୮ ଆମ୍ବୁଲାନ୍ସ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟବାସୀଙ୍କୁ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ୨୬ଟି ଅତ୍ୟାଧୁନିକ ‘108’ ଆମ୍ବୁଲାନ୍ସ ଲୋକାର୍ପଣ କରିଛନ୍ତି। ଆଜି ନବୀନ ନିବାସଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ରାଜ୍ୟ ସରକାରଙ୍କ ନିଜସ୍ୱ ପାଣ୍ଠି ବିନିଯୋଗରେ କ୍ରୟ…